10

ହାର୍ଟ ମସଲସର ଦୁର୍ବଳ ହେବାର ସଂକେତ ଅଟେ ଏହି ସବୁ – ଭୁଲରେ ବି ଏହାକୁ ଅଣଦେଖା କରନ୍ତୁ ନାହିଁ ।

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ଆଉ ରୋଗ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ। ତେବେ ଆପଣ ଜାଣନ୍ତି କି ଆପଣଙ୍କ ହୃଦୟ ଆପଣଙ୍କ ପାଇଁ କେତେ ମହତ୍ତ୍ୱପୂର୍ଣ ଅଟେ।ତେବେ ଆପଣଙ୍କ ହାର୍ଟ ଯଦି ଦୁର୍ବଳ ହୁଏ ତାହେଲେ ତାହା ବହୁତ ଜଲଦି ଆପଣଙ୍କ ହୃଦୟ ଭିତରକୁ ବ୍ଲଡ଼ ପମ୍ପ କରିବାକୁ ଲାଗେ ଆଉ ତାହାଦ୍ୱାରା ଆପଣଙ୍କ ଶରୀରରେ ରକ୍ତର ସଞ୍ଚାଳନ ଠିକ ହୁଏ ନାହିଁ।

ତେବେ ଆଜି ଆମେ କହିବୁ କି ଆପଣ ନିଜ ହାର୍ଟର ମସଲ କେତେବେଳେ ଦୁର୍ବଳ ହେଲା ତାହା ବାବଦରେ କିଭଳି ଜାଣିବେ। ତେବେ ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ। ଆସନ୍ତୁ ଆରମ୍ଭ କରିବା। ଆପଣଙ୍କ ହାର୍ଟ ଯେତେବେଳେ ସୁସ୍ଥ ଥାଏ ଆପଣଙ୍କ ହାର୍ଟର ଡାହାଣ ପଟେ ବ୍ଲଡ଼ ଫ୍ଲୋ ହୁଏ ଆଉ ସେହି ବ୍ଲଡ଼ ସବୁ ଆସି ଆପଣଙ୍କ ହାର୍ଟର ବାମପଟେ ଯାଇଥାଏ ଯାହା କି ଶରୀରର ସମସ୍ତ ଭାଗକୁ ପହଂଚି ଯାଇଥାଏ।

heart 2

ତେବେ ଆପଣ ଜାଣନ୍ତି କି ଆପଣଙ୍କ ଶରୀର ଏପରି ଥାଏ ଯାହାର ଭାବନା କାହାରିକୁ ମଧ୍ୟ ଆସିନଥାଏ। ତେବେ ଶରୀରର ସମସ୍ତ ସ୍ଥାନରେ ବ୍ଲଡ଼ ପହଂଚିବା ଦ୍ୱାରା ହି ଆପଣଙ୍କ ଶରୀର ବହୁଳ ମାତ୍ରାରେ ଉନ୍ନତ ରହିଥାଏ। ଏହାର କାରଣ ହି ହେଇଥାଏ କି ଆପଣ କିଭଳି ଭାବେ ଆପଣଙ୍କ ଶରୀର ସ୍ଵସ୍ଥ ଅଛି କି ନାହିଁ ତାହା ଜାଣିପାରିବେ ତାହା ନିଜକୁ ପଚାରିବା ଦରକାର। ତେବେ ଆପଣଙ୍କ ହାର୍ଟ ମସଲ ଯଦି ଦୁର୍ବଳ

heart 1

ଥାଏ ତାହେଲେ ଆପଣଙ୍କ ହାର୍ଟ ଆପଣଙ୍କ ଶରୀରକୁ ବହୁତ ଜଲଦି ଜଲଦି ବ୍ଲଡ଼ ପମ୍ପ କରିବାକୁ ଲାଗେ ଆଉ ସେହି ମସଲ ମାନଙ୍କ ଉପରେ ବହୁତ ଅଧିକ ପ୍ରେସର ପଡିବାକୁ ଲାଗେ ଆଉ ତାହା ଜଲଦି ହି ଥକିବାକୁ ଲାଗେ। ଏହା ହି କାରଣ ଥାଏ କି ଆପଣଙ୍କ ହାର୍ଟ ଜମା ବି ହେଲଦୀ ରହେ ନାହିଁ।ଆପଣ ଜାଣନ୍ତୁ କି ଯଦି ଆପଣଙ୍କ ହାର୍ଟ ଦୁର୍ବଳ ହେଇଥାଏ ତାହେଲେ ତାହାର କଣ କଣ ଲକ୍ଷଣ

ହେଇପାରେ। ପ୍ରଥମ କଥା କି ଯଦି ଆପଣଙ୍କ ହାର୍ଟ ଦୁର୍ବଳ ଥାଏ ତାହେଲେ ଆପଣଙ୍କ ହାର୍ଟ ଜଲଦି ଜଲଦି ଧଡ଼କିବାକୁ ଲାଗିବ। ଆପଣଙ୍କ ହାର୍ଟରେ ଅସାମାନ୍ୟ ଦରଜ ହେବାକୁ ଲାଗିବ ଆଉ ତାହା ଭିତରେ ବ୍ଲଡ଼ ଜଲଦି ଜଲଦି ଫ୍ଲୋ ହେବାକୁ ଲାଗିବ। ଆପଣଙ୍କୁ ଭୋକ କମ ଲାଗିବ ଆଉ ନିଶ୍ୱାସ ପ୍ରଶ୍ୱାସରେ ତକଲିଫ ହେବ। ଏହି ସବୁ ସଂକେତ ମାନଙ୍କୁ ଅଣଦେଖା କରିବା ଜମା ବି ଉଚିତ ନୁହଁ। ଏହା ବାବଦରେ ଆପଣଙ୍କୁ ଜାଣିବା ଦରକାର।

Leave a Reply

Your email address will not be published. Required fields are marked *