ଯେତେବେଳେ ଆପଣ ହେଲମେଟ ର ନା ଶୁଣୁଛନ୍ତି ତାହେଲେ ଆପଣଙ୍କ ମୁଣ୍ଡ କୁ ଏପରି ଏକ ଜିନିଷ ଆସେ ଯାହା ଆପଣଙ୍କ ମୁଣ୍ଡ କୁ ରକ୍ଷା କରେ ଗାଡ଼ି ଚଳାଉଥିବା ବେଳେ।ହେଲେ ଆଧୁନିକ ଯୁଗରେ ୨୧ତମ ମସିହାରେ ଏପରି ଏକ ଯନ୍ତ୍ର ବାହାରିଛି ଯାହା ଆପଣଙ୍କ ମୁଣ୍ଡ କୁ ପଢ଼ିପାରେ।ଆପଣ ସକାଳୁ ଉଠିକି ରାତି ଯାଏଁ କଣ କଣ କରୁଛନ୍ତି ଏବଂ ଭାବୁଛନ୍ତି ତାହା ପଢିପାରେ ।
୨୦୨୨ ର ସବୁଠାରୁ ବଡ ଆବିଷ୍କାର କନଲ ନାମରେ ଗୋଟେ କମ୍ପାନୀ ଦ୍ଵାରା।ଏହାର ଯିଏ ମୁଖ୍ୟ ମନେଜର ଅଛନ୍ତି ସିଏ ଏମିତି ଏକ ହେଲମେଟ କରିଛନ୍ତି ଯାହା ଆପଣଙ୍କ ମୁଣ୍ଡ ମନ ଭିତରେ କଣ ଚାଲୁଛି ତାହା ପଢିପାରିବ।US ର ଏହି କମ୍ପାନୀ ଏହାକୁ ସାଧାରଣ ଲୋକ ଙ୍କ ପାଇଁ ବନେଇଛି। ଏହାର ଚାହିଦା ମଧ୍ୟ ୫୦୦୦ US ଡଲାର ଅଛି ।
ଆଗକୁ ଆଶା କରାଯାଉଛି ଏଥିରେ ଆହୁରି କିଛି ନୂଆ କରିବେ ବୋଲି। ସକାଳୁ ସଞ୍ଜ ଯାଏଁ ଆପଣଙ୍କ ମୁଣ୍ଡ ବହୁତ କିଛି ଭାବନା ଆସେ ଆଉ ଏହାକୁ speed of thoughts କୁହାଯାଏ।
ଏହି ହେଲମେଟ ରେ କିଛି ସେନ୍ସର ଲାଗିଥାଏ ଯାହା ଆପଣଙ୍କ ଭାବନା କୁ ଜାଣିପାରେ । ଏହାର ଓଜନ ମଧ୍ୟ ୧ kg ରୁ କମ। ଯୋଉ ଲୋକ ମାନେ ବହୁତ ଦୁଖୀ ଅଟନ୍ତି କିମ୍ବା ଯାହାକୁ ବାୟା ଦୋଷ ବା ପାଗଳ ମାନଙ୍କ
ପାଇଁ ଏହା ବହୁତ କାମରେ ଆସିବ। ଯାହା ଆପଣଙ୍କ ଭାବନା ତାକୁ ଇଏ ବିସ୍ତାର କରେ ଏବଂ ଏହାଯୋଗୁଁ ରକ୍ତ ପରିବହନ ରେ ମଧ୍ୟ ଅଦଳ ବଦଳ ଦେଖାଯାଏ। ଏହି ଯନ୍ତ୍ର ଆପଣଙ୍କ ସ୍ନାୟୁ ଏବଂ ରକ୍ତ ପରିବହନ କୁ ମିଶାଇ ପଢ଼ିବ ଏବଂ ଆପଣଙ୍କୁ ଜଣାଇବ ।