17

ଏହିପରି ଖାଇକରି ଦେଖନ୍ତୁ, ସବୁବେଳେ ସୁସ୍ଥ ରହିବେ ।

NEWS

ଆଜି ଆମେ ଆପଣଙ୍କୁ କହିବୁ ଗୋଟିଏ ଛାତ୍ର ପାଇଁ ସବୁଠାରୁ ଭଲ ଖାଦ୍ୟ କଣ ହୋଇଥାଏ।ଗୋଟିଏ ଛାତ୍ର କୁ କଣ ଖାଇବା ଦରକାର ଏବଂ କେତେବେଳେ ଏବଂ କେତେ ପରିମାଣ ରେ ଖାଇବା ଦରକାର ଯାହା ଦ୍ୱାରା ଛାତ୍ର ମାନଙ୍କର ମସ୍ତିଷ୍କ ସକ୍ରିୟ ରହିବ ।ଏବଂ ପଢ଼ୁଥିବା ଜିନିଷ ସବୁ ମନେ । ଗୋଟିଏ ଛାତ୍ର ଯେତେ ବୁଦ୍ଧିମାନ ଅଟେ ଏହା ତାର ଖାଦ୍ୟ ଉପରେ ନିର୍ଭର କରେ । ସୁସ୍ଥ ଶରୀର ପାଇଁ ଏବଂ ସୁସ୍ଥ ମସ୍ତିଷ୍କ ପାଇଁ ସୁସ୍ଥ ଖାଦ୍ୟ ନିହାତି ଦରକାର ।କାରଣ ୯୦ ପ୍ରତିଶତ ଲୋକ ଙ୍କର ମସ୍ତିଷ୍କ ର ଶକ୍ତି ତାଙ୍କ ଖାଦ୍ୟ ରୁ ଜଣା ପଡ଼ିଯାଏ । ଆପଣ ଙ୍କ ଖାଦ୍ୟ ଆପଣ ଙ୍କୁ ଦୁଇ ପ୍ରକାର ର ଫଳପ୍ରଦ ହୋଇଥାଏ ।

ପ୍ରଥମ ଟି ହେଲା ଆପଣ ଙ୍କୁ ଦିନରେ କଣ ଖାଇବାର ଅଛି ଏବଂ ଦ୍ଵିତୀୟ ଟି ହେଲା ଆପଣ ଙ୍କୁ କେତେ ଖାଇବାର ଅଛି । ଗୋଟିଏ ସର୍ଭେ ରୁ ଜଣାପଡିଛି ଯେ ଆପଣ ଙ୍କୁ ଦିନରେ କେବଳ ୩ ଥର ଖାଇବା ର ଅଛି । ଏବଂ ଏହା ହେଉଛି ସକାଳେ, ଖାରବେଳେ ଏବଂ ରାତିରେ। ଏବଂ ଯଦି ଆପଣଙ୍କୁ ମଝିରେ ଭୋକ ଲାଗୁଚି ତେବେ ଆପଣ ଫଳ ଖାଇବା ଦରକାର ।ଛାତ୍ର ମାନଙ୍କ ପାଇଁ ସବୁଠାରୁ ଭଲ ଖାଦ୍ୟ ହେଉଛି ଆପଣ ଙ୍କୁ ଏହି ୩ ଟି ସମୟ ଛାଡି ଯେତେବେଳେ ବି ଭୋକ ଲାଗୁଚି ସେତେବେଳେ ଆପଣ ଫଳ ଖାନ୍ତୁ ।ଛାତ୍ର ମାନଙ୍କୁ ସବୁବେଳେ ଦରକାର ଠାରୁ ଟିକିଏ କମ ଖାଦ୍ୟ ଖାଇବା ଦରକାର କାରଣ

foot 2

ଆପଣ ଅଧିକା ଖାଇଦେବା ଦ୍ୱାରା ଆପଣ ଙ୍କ ପାଚକକ୍ରିୟା ରେ ଆପଣ ଙ୍କ ସବୁ ଶକ୍ତି ଖର୍ଚ୍ଚ ହୋଇଯାଏ।ଏବଂ ଆପଣ ଙ୍କୁ ହାଲିଆ ଲାଗେ । ଏବଂ ହାଲିଆ ହେବା ପରେ ଆପଣ ଙ୍କୁ ନିଦ ଲାଗେ ।ଆପଣ ନିଜେ ଦେଖିଥିବେ ଯେତେବେଳେ ଆପଣ ଖାଇବା ଖାଇସାରି ପଢିବାକୁ ବସନ୍ତି ଆପଣ ଙ୍କୁ ନିଦ ଲାଗିବା ଆରମ୍ଭ ହୋଇଯାଏ । କାରଣ ଆପଣ ଙ୍କ ର ସବୁ ଶକ୍ତି ପାଚକକ୍ରିୟା ରେ ଖର୍ଚ୍ଚ ହୋଇଯାଏ । ବୈଜ୍ଞାନିକ ମାନେ କୁହନ୍ତି ଯେ ୯୦ ପ୍ରତିଶତ ରୋଗ ର ବଡ କାରଣ ହେଉଛି ଦୂଷିତ ଜଳ, ଅସ୍ଵାସ୍ଥକର ଖାଇବା ଏବଂ ମୋଟା । ଆମକୁ ପୁରା ସପ୍ତାହ ଧ୍ୟାନ ରଖିବାର ଅଛି ଆପଣଙ୍କ ଖାଇବା ଉପରେ ।

ସବୁ ସପ୍ତାହ ରେ ନିହାତି ୨ ଥର ୨ଥର ସବୁଜ ପରିବା ଖାଇବା ଦରକାର ,କାରଣ ଏଥିରୁ ଭିଟାମିନ ମିଳିଥାଏ । ଏବଂ କ୍ଷୀର ପିଇବା ନିହାତି ଦରକାର । ରାତିରେ ଯେତେ ଭାତ ନା ଖାଇବେ ସେତେ ଭଲ ଅଟେ କାରଣ ରାତିରେ ରୁଟି ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ।କାରଣ ସକାଳ ରୁ ଆମର ପାଚକକ୍ରିୟା ଆରମ୍ଭ ହୋଇଥାଏ। ହାଲକା ଖାଇବା ହଜମ ହେବା ପାଇଁ କମ ଶକ୍ତି ଦରକାର। ଏବଂ ରାତିରେ ରୁଟି ଖାଇବା ଦ୍ୱାରା ସକାଳୁ କମ ଶକ୍ତି ଦରକାର ହଜମ ହେବା ପାଇଁ ।ଯାହା ଦ୍ୱାରା ଆପଣ ସକାଳୁ ଆପଣ ଙ୍କ ସବୁ କାମ ସହଜରେ କରିପାରିେବେ ।

foot 1

ଏବଂ ଆପଣ ଙ୍କ ସକାଳ ଯେତେ ଭଲରେ ଯିବ ପୁରା ଦିନ ସେତେ ଭଲ ରେ ଯିବ। ସକାଳ ଭୋଜନ ନେବାର ସଠିକ ସମୟ ହେଉଛି ୬-୮ ମଧ୍ୟ ରେ। ମଧ୍ୟାନ୍ହ ଭୋଜନ ର ସଠିକ ସମୟ ୧-୨ ଟା ଭିତରେ କରିବା ଦରକାର। ଛାତ୍ର ମାନଙ୍କ ମନରେ ସନ୍ଧେହ ରହୁଛି ଯେ ସେମାନେ ମଧ୍ୟାନ୍ହ ଭୋଜନ ପରେ ଶୋଇବା ଦରକାର ନା ନାହିଁ। ଦିନରେ ଶୋଇବା ଜରୁରୀ ନୁହେଁ କିନ୍ତୁ ଆପଣ ଙ୍କୁ ଯଦି ବେଶୀ ହାଲିଆ ଲାଗୁଚି ତେବେ ଆପଣ କିଛି ସମୟ

ପାଇଁ ବିଶ୍ରାମ ନେଇ ପାରିବେ ।କିନ୍ତୁ ଏହା ସବୁଦିନ ଆପଣ ଙ୍କର ଅଭ୍ୟାସ ହୋଇଯିବ । ରାତ୍ରି ଭୋଜନ ର ସଠିକ ସମୟ ହେଉଛି ୮-୯ ଟା। ପ୍ରତିଦିନ ଆପଣ ଙ୍କର ରାତ୍ରି, ସଖାଳ ଏବଂ ଦିନ ବେଳ ର ଭୋଜନ ଗୋଟିଏ ସମୟ ରେ ହେଲେ ଆପଣ ଙ୍କ ଶରୀର ବହୁତ ସୁସ୍ଥ ରହିବ । ପ୍ରତିଦିନ ୧ ଲିଟର ରୁ ଅଧିକ ପାଣି ପିଇବା ଗୋଟିଏ ସୁସ୍ଥ ଶରୀର କୁ ନିହାତି ଦରକାର । ଏବଂ ବାହାର ଖାଦ୍ୟ ଏବଂ ତେଲ ଜାତୀୟ ଖାଦ୍ୟ କୁ ଖାଇବା କମ କରନ୍ତୁ ଏହା ଆପଣ ଙ୍କ ରୋଗ ବଢ଼ାଇ ବାର ପ୍ରଥମ କାରଣ ଅଟେ। ଆପଣ ନିଜର ଧ୍ୟାନ ରଖନ୍ତୁ କାରଣ ଆପଣ ହିଁ ଆଗାମୀ ଦିନ ର ମଣିଷ ଅଟନ୍ତି।

Leave a Reply

Your email address will not be published. Required fields are marked *