rajib

ସାମ୍ନାକୁ ଆସିଲା Viral chat & Audio ପଛର ସତ, ପରିବାର ଲୋକେ ମିଛ କହି ଲୁଟୁଛନ୍ତି ୧୬ କୋଟି |

FACT

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଘଟଣା ରାଜଵିର ବିଷୟରେ ତ ଆପଣମାନେ ନିଶ୍ଚିତ ଜିତିଥିଵେ | ୧୮ ମାସର ଶିଶୁ ରାଜଵିର ଯାହାଙ୍କୁ ବଞ୍ଚେବା ପାଇଁ ୧୬ କୋଟି ଟଙ୍କାର ଏକ ଇଞ୍ଜେକସନ ଦରକାର | କିନ୍ତୁ ଏହି କେସରେ ଏକ ନୂଆ ମୋଢ ନେଇଛି ଯେଉଁଥିରେ ନିକଟରେ ରାଜଵିର ର ବାପା ମଦ ପିଉଥିବା ର ମଧ୍ୟ ଦେଖିବାକୁ ମିଳିଥିଲା ଏବଂ କିଛି ତଥ୍ୟରୁ ଏହା ଜଣାପଡ଼ିଛି ଯେ ଏହା ସଂପୁର୍ଣ୍ଣ ମିଛ କଥା ରୋଗ ବାହାନା କରି ଓଡ଼ିଶାର ଲୋକଙ୍କୁ ଠକୁଛନ୍ତି | ଏହା ସବୁ ପ୍ରମାଣ ସହ ଆମେ ଆପଣଙ୍କୁ ଦେଖାଇବା ପାଇଁ ନେଇ ଆସିଛି କେତେକ ଫୋନ କଲ୍ ଓ କିଛି ଜାଲି ଦସ୍ତାବିଜ ରହିଛି ଯେଉଁଥିରୁ ସଂପୁର୍ଣ୍ଣ ଜଣାପଡୁଛି ଯେ ପରିବାର ଲୋକେ ଛୁଆର ରୋଗ ବାହାନାରେ ଲୁଟୁଛନ୍ତି ଟଙ୍କା |

ତେବେ ଆସନ୍ତୁ ସଂପୁର୍ଣ୍ଣ ଘଟଣା ଜାଣିବା | ଫୋନ କଲ୍ ! ଫୋନ କଲ୍ ରେ ଜଣାପଡିଛି ଯେ ଏପଟରୁ ରାଜଵିରର ମାଁ ଲାଇନରେ ରହି କହିଛନ୍ତି ଯେ ଏପର୍ଯ୍ୟନ୍ତ କୋଟିଏ ଟଙ୍କା ହେଇଗଲାଣି , କିନ୍ତୁ ଅନ୍ୟପଟେ ଜଣେ ମହିଳା ଯିଏକି ସେହି ଟଙ୍କାକୁ ଏକ ଫଣ୍ଡ ଜରିଆରେ ଏନିଏଫଟିରେ ଇନଭେଷ୍ଟି କରିବା ପାଇଁ ଉପଦେଶ ଦେଇଛନ୍ତି | ଟଙ୍କା କିପରି ଇନଭେଷ୍ଟି କରିବେ ସେ ବିଷୟରେ କଥା ବାର୍ତା ହେଇଛନ୍ତି |

ଜାଲି ପ୍ରମାଣ ପତ୍ର ! କେତେକ ଜାଲି ପ୍ରମାଣ ପତ୍ର ମଧ୍ୟ ଏହା ପ୍ରମାଣ କରିଛି ଯେ ସେମାନଙ୍କ ପୁଅଙ୍କର କିଛି ହେଇ ନାହିଁ କିନ୍ତୁ ଏହା ଗୋଟିଏ ବାହାନା ଜରିଆରେ ଟଙ୍କା ଲୁଟ କରିବାକୁ ଚାହୁଁଛନ୍ତି । ଘଟଣା ଅନୁସାରେ ! ଶିଶୁକୁ ବଞ୍ଚାଇବା ପାଇଁ ଜୋଲଗେନ୍ସମା ନାମକ ଏକ ଜିନ୍ ଥେରାପି ଆବଶ୍ୟକ | କିନ୍ତୁ ଏହା 16 କୋଟି ଟଙ୍କା ମୂଲ୍ୟରେ ଆସୁଥିବାରୁ ରାଜଵିରର ପରିବାର ଏହା ଦେବା ପାଇଁ ଅସମର୍ଥ ଅଟନ୍ତି | ଯେଉଁଥିରେ ସେମାନେ ସୋସିଆଲ ମିଡ଼ିଆର ସାହାରା ନେଇ ଏକ ଫେକ୍ ଘଟଣା କହି ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି ଏବଂ ଲୋକେ ଏହାକୁ ବିଶ୍ବାସ କରି ଟଙ୍କା ପଠାଇଛନ୍ତି ଏବଂ ଏଥିରେ ରାଜ୍ୟ ସରକାର ମଧ୍ୟ ସାହାଯ୍ୟ କରିଛି ଓ ବୋଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ସାହାଯ୍ୟ କରିଛନ୍ତି |

virall

କିନ୍ତୁ କିଛି ତଥ୍ୟରୁ ଏହା ଜାଣିବାକୁ ମିଳିଛି ଯେ ସେମାନେ ପୁଅର ରୋଗ ବାହାନାରେ ଲୋକଙ୍କୁ ଠକୁଛନ୍ତି ଏବଂ ଶେଷରେ ଦେଖାଯାଇଛି ଯେ ନିଜ ଏକାଉଣ୍ଟ୍ କୁ ଟଙ୍କା ନେଇ ଫେରାର ହେବା ଉଦ୍ଦେଶ୍ୟରେ ଅଛନ୍ତି | ଏହା କୈାଣସି ମାଧ୍ୟମରେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା ଯାହାକୁ ଶୁଣି ସୋସିଆଲ ମିଡ଼ିଆରେ ବହୁତ ଖରାପ କଥା କହି ଲୋକେ କମେଣ୍ଟ କରୁଛନ୍ତି | ଆହୁରି ମଧ୍ୟ ସେମାନେ ନିଜ ଏକାଉଣ୍ଟ୍ ର ଟଙ୍କା କୁ ଫୋନ କଲ୍ ଜରିଆରେ କେଉଁଠାରେ ଇନଭେଷ୍ଟ କରିବାକୁ ଚାହୁଁଛନ୍ତି ଯାହା ଏକ ରେକଡିଂ ଜରିଆରେ ଜଣାପଡିଛି |

ତେବେ ଆପଣ ଏହି ଘଟଣାକୁ ସତ ମାନି କାହିଁ କେତେ ଟଙ୍କା ଦେଇଛନ୍ତି କିନ୍ତୁ ଆଜି ସେହି ବିଶ୍ଵାସରେ ବିଷ ଦେଇ ଫେରାର ହେବା ଉଦ୍ଦେଶ୍ୟରେ ଥିବା ପରିବାରକୁ ଭଗଵାନ ଉଚିତ ଦଣ୍ଡ ଦେବ | ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ ॥ ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *