2

ମୃତ୍ୟୁ ପରେ ଆତ୍ମା କେଉଁଠି ରହିଥାଏ ଜାଣନ୍ତୁ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ବସ୍ତୁ ହେଉଛି ମୃତ୍ୟୁ ପରେ କେତେ ଦିନ ପର୍ଯ୍ୟନ୍ତ ଆତ୍ମା ଘରେ ରହିଥାଏ , ଏ ବିଷୟରେ କଣ କହୁଛି ଗରୁଡ଼ ପୁରାଣ ଆସନ୍ତୁ ଜାଣିବା , ଗରୁଡ ପୁରାଣ ମୃତ୍ୟୁ ସମ୍ବନ୍ଧି ଅନେକ କଥା କହିଥାଏ , ଯାହାକୁ ଜାଣିବା ପରେ ଵ୍ୟକ୍ତି ନିଜର ଜୀଵନ ସୁଧାରିପାରିଥାଏ , ଏମିତି ଆଜି ଆମେ ଆପଣଙ୍କୁ କହିବୁ ଯେ ମୃତ୍ୟୁ ପରେ ମୃତକଙ୍କ ଆତ୍ମା କେତେ ଦିନ ପର୍ଯ୍ୟନ୍ତ ଆପଣଙ୍କ ଘରେ ରହିଥାଏ ନିହାତି ଜାଣିଵା ଉଚିତ ,

ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମା ନେଇ ଆସିବାକୁ ଯମ କେବଳ ୨୪ ଘଣ୍ଟା ପାଇଁ ନିଜ ସହିତ ନେଇ ଯାଇଥାନ୍ତି , ଏହି ୨୪ ଘଣ୍ଟାରେ ମଣିଷର ସଂପୁର୍ଣ୍ଣ ଜୀଵନ ଦେଖାଦେଇଥାଏ , ଯେଉଁଥିରେ ଏହା ହିସାବ ହୋଇଯାଏ ଯେ ସେହି ଜୀବାତ୍ମା ତା ଜୀବନରେ କେତେ ପାପ ବା ପୁଣ୍ୟ କରିଛି , ତାପରେ ଆତ୍ମାକୁ ସେହି ଘରେ ଛାଡି ଦିଆଯାଏ ଯେଉଁଠାରେ ତେର ଦିନ ପର୍ଯ୍ୟନ୍ତ ଆତ୍ମା ସେହି ଘରେ ରହିଥାଏ ,

deathhh

ତେର ଦିନ ପରେ ସେହି ଆତ୍ମାକୁ ପୁନଃ ଯମ ଲୋକକୁ ଫେରାଇ ନିଆଯାଏ , ମନୁଷ୍ୟ ଲୋକକୁ ଆସିବା ପରେ ଆତ୍ମା ପୁଣି ଶରୀର ମଧ୍ୟରେ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ କିନ୍ତୁ ଯମ ଦୂତ ଦ୍ଵାରା ବନ୍ଧା ରହିଥିଵା କାରଣରୁ ସେ ପଶି ପାରେ ନାହିଁ ଏବଂ କିଛି ବି କରିବାକୁ ଅସମର୍ଥ ହୋଇଥାନ୍ତି , ଠିଆ ହୋଇ ସଂପର୍କୀୟ ଦୁଃଖ ପ୍ରକାଶ କରିବାର ଦେଖିଥାନ୍ତି , ସେ ତାଙ୍କୁ ଚୁପ୍ କରିବାକୁ ପ୍ରୟାସ କରିଥିଲେ ମଧ୍ୟ ତାହାର ଉପସ୍ଥିତି ବିଷୟରେ କେହି ବି ସେଠାରେ ଜାଣି ପାରନ୍ତି ନାହିଁ ,

death12

ଏହା ପରେ ନିଜର ନୈଶର ଶରୀର ଭୋକିଲା ପେଟରେ ଆତ୍ମା ଯୋର ଯୋର କାନ୍ଦିବାକୁ ଲାଗେ , କୁହାଯାଏ ଯେ ଏହି ପାପୀ ପ୍ରାଣୀର ପାପର ସଂଖ୍ୟା ପୁଣ୍ୟର କର୍ମ ସଂଖ୍ୟା ଠାରୁ ବହୁ ଅଧିକ ହୋଇଥାଏ , ସେଥିପାଇଁ ପିଣ୍ଡଦାନ କରିବା ଆବଶ୍ୟକ ହୋଇଥାଏ , କାରଣ ଏହି ସମୟରେ ପିଣ୍ଡଦାନ ଦ୍ଵାରା ହିଁ ଆତ୍ମାକୁ କିଛି ଭୋଜନ ମିଳିଥାଏ , କୁହାଯାଏ ଯେ ଯେଉଁ ଵ୍ୟକ୍ତିର ପିଣ୍ଡଦାନ ହୁଏ ନାହିଁ ସେହି ବ୍ୟକ୍ତିର ଆତ୍ମା ବହୁତ ସମୟ ପର୍ଯ୍ୟନ୍ତ ଘୂରି ବୁଲନ୍ତି ,

କୋଟି କୋଟି ବର୍ଷ ଭୁଲିବା ସତ୍ବେ ବିନା ଖାଦ୍ୟରେ ଏତେ ପୀଡ଼ା ସହିଥାନ୍ତି ଯେ ତାଙ୍କର କର୍ମ ଫଳର ନାଶ ହୋଇନଥାଏ , ଯେଉଁ ସମୟରେ ସେହି ଆତ୍ମା ନିଜ କର୍ମ ଫଳ ଉପଭୋଗ ନ କରିଛି ସେହି ପର୍ଯ୍ୟନ୍ତ ସେ ମନୁଷ୍ୟ ଶରୀର ପ୍ରାପ୍ତି କରିନଥାଏ , ସେଥିପାଇଁ ପିଣ୍ଡ ଦାନ ଏହି ମହତ୍ତ୍ଵକୁ ବୁଝି ନିହାତି ପିଣ୍ଡଦାନ କରିବେ , ତେବେ ଜାଣିଲେ କେତେ ଦିନ ପର୍ଯ୍ୟନ୍ତ ମରିବା ପରେ ଆତ୍ମା ଘରେ ରହିଥାଏ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *