5

ପୁଅମାନଙ୍କୁ ଏପରି ଅଶ୍ଳୀଳ ଭାଷା କହିଲେ ଝିଅମାନେ – ଜାଣି ରଖନ୍ତୁ ପୁରା ଖବର |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟକ ଦିନ ମୋବାଇରୁ ମୋବାଇଲ ଏପରି କିଛି ଭିଡିଓ ବା ଫୋଟ ଭାଇରାଲ ହେଉଛି ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେଉଛି , ଏହି ଅସାମାଜିକ ବ୍ୟକ୍ତି ମାନଙ୍କ ପାଇଁ ଏପରି କେତେକ ଯୁବ ଗୋଷ୍ଠୀ ଅଛନ୍ତି ଯେଉଁମାନେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି , ତେବେ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ,

ବର୍ତ୍ତମାନ ପ୍ରାୟତଃ ଵିଵାହ ସଂଵନ୍ଧ | ପ୍ରେମ ସଂପର୍କ ଓ ପରେ ହତ୍ୟା କାଣ୍ଡ ଏହି ପରି ଘଟଣା ବହୁତ ସାମ୍ନାକୁ ଆସୁଛି କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବା ସହ ଆପଣଙ୍କ ରୋମ ଟାଙ୍କୁରି ଉଠିବ | ଏପରି ଏକ ଅଭାବନୀୟ ଘଟଣା ଯେଉଁଥିରେ ଦୁଇ ଝିଅ ଆମ ପୁଅ ସମାଜକୁ ଏପରି ଗାଳି ଦେଇଛନ୍ତି ଯାହା ଶୁଣିବା ଆମ ପକ୍ଷେ ସମ୍ଭବ ନୁହେଁ ,

girll

କିଛି ଝିଅ ଏପରି ଅଛନ୍ତି ଯେଉଁମାନେ କି ପୁଅମାନଙ୍କୁ ଏପରି କଥା କହିଥାନ୍ତି ତାହା ଆପଣ ନିଶ୍ଚିତ ଭାବେ ଶୁଣିଥିବେ , ତେବେ ଆସନ୍ତୁ ଜାଣିବା ଏହି ଦୁଇ ଝିଅ ଏପରି କଣ କହିଛନ୍ତି ସୋସିଆଲ ମିଡ଼ିଆରେ , ତେବେ ସେମାନେ କହିଛନ୍ତି ଯେ ” ହେ ଵୟେଜ ଦିସ ଇଜ୍ ସ୍ପେସାଲ ଫର ୟୁ , ତୁମେ ପୁଅମାନେ ନିଜକୁ କ’ଣ ଭାଵ , ତୁମେ ସବୁ ପୁଅ ଗୋଟିଏ ଗୋଟିଏ ଅଭଦ୍ର , ଵେଲଜ୍ୟା , ଯେତେବେଳେ ଗୋଟିଏ ଝିଅ ତୁମକୁ ନ ଦେଖେ ତେବେ ତୁମେମାନେ ସବୁ ଝିଅଙ୍କ ପଛପଟେ କୁକୁର ପରି ଲାଙ୍ଗୁଡ ହଲାଇ ଆସ ,

ଥରେ ଯଦି ଗୋଟିଏ ଝିଅ ପଟିଗଲା ତେବେ ପୁଅମାନଙ୍କର ଅଡର ଆରମ୍ଭ ଏଇଟା କର ନାହିଁ ସେଇଟା କର ନାହିଁ , ଏଠି ଯାଆ ନାହିଁ ସେଠି ଯାଆ ନାହିଁ , ଫେସବୁକରେ ଫୋଟ ଦିଅ ନାହିଁ , ଏପରି ଡ୍ରେସ୍ ପିନ୍ଧ ନାହିଁ , ଏକଲା କଣ ପାଇଁ ଯାଇଥିଲ ମାଁ କୁ ସାଥିରେ ନେଇଗଲଣି , ମେସେଜର ରିପ୍ଲାଏ କାହିଁକି ଦେଲ ନାହିଁ , ଝିଅମାନଙ୍କ ଜୀବନକୁ ପୁଅମାନେ ମାଁ ଭଉଣୀ କରି ରଖି ଦେଇଛନ୍ତି , ଯଦି ଏତେ କଷ୍ଟରେ ଝିଅକୁ ଭଲ ପାଉଛ ଆଗକୁ ଠିକରେ ରଖିବାର ଓକାତ ରୁହେ ନାହିଁ କି ତୁମର ,

ପ୍ରଥମରୁ ସବୁବେଳେ ବେଵି , ଡାର୍ଲିଂ , ସୋନା , କହିକି ପଛରେ ରୁହ , ତେବେ ଏହା ଶୁଣି ଆପଣଙ୍କର କିଛି ହେବ ନାହିଁ ସେଥିପାଇଁ ସେହିପରି ହଲେଇ ହୋଇ ରୁହ , ଆହୁରି ମଧ୍ୟ ଅଶ୍ଳୀଳ ଭାଷାରେ ପ୍ରୟୋଗ କରି ଝିଅମାନେ ପୁଅମାନଙ୍କୁ ଗାଳି ଦେଇଛନ୍ତି ଯାହା ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରାଲ ହେବାରେ ଲାଗିଛି ତେବେ ଆପଣ ଏହି ଅସଭ୍ୟ ଝିଅ ପ୍ରତି କଣ କହିବାକୁ ଚାହୁଁଛନ୍ତି ନିଶ୍ଚିତ ଜଣାନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *