11

ବଢିଥିବା ହାଡର ଚିକିତ୍ସା – ଜାଣି ରଖନ୍ତୁ ।

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଅଧିକ ଜରୁରୀ ଅଟେ। ତେବେ ଆପଣ ଜାଣନ୍ତି କି ଆପଣଙ୍କ ନାକ ତଥା ଆପଣଙ୍କ ଅନ୍ୟାନ୍ୟ ଶରୀରର ଅଧିକାଂଶ ଅଙ୍ଗରେ ବହୁତ ସାରା ପ୍ରଭାବ ଥାଏ। ତେବେ ପ୍ରଭାବ ଏପରି ଥାଏ କି ସମୟେ ସମୟରେ ଆପଣଙ୍କ ନାକରେ ହାଡ ବୃଦ୍ଧି ହେଇଯାଏ ତଥା ଆପଣଙ୍କ ମୁହଁ ବହୁତ ଅବାଗିଆ ଦେଖା ଯାଇଥାଏ। ଏହାର ଚିକିତ୍ସା ଆପଣଙ୍କ ପାଖରେ ନଥାଏ। ତେଣୁ ଆଜି ଆମେ ଏହାର ଚିକିତ୍ସା କହିବାକୁ ଯାଉଛୁ। ଆସନ୍ତୁ ଜାଣିବା।

ହାଡ ବଢିବା ଲୋକମାନଙ୍କ ବଡ଼ ବୟସରେ ଏକ ସାଧାରଣ ସମସ୍ୟା ଅଟେ ଯାହାର ଚିକିତ୍ସା ହୁଏତ ଅନ୍ୟ ଲୋକଙ୍କ ପାଖରେ ନାହିଁ। ତେବେ ନାକ ଅଥବା ଗୋଇଠିର ହାଡ଼ ବୃଦ୍ଧି ହେବାଦ୍ୱାରା ତାହାର ଅନେକ ସମସ୍ୟା ଆମ ମାନଙ୍କ ଭିତରେ ରହିଯାଏ କାରଣ ନାକରେ ହାୱା ଯାଇ ନଥାଏ ଆଉ ଆମେ ନିଶ୍ୱାସ ଭଲ ଭାବେ ନେଇ ପାରି ନଥାଉ ଆଉ ଗୋଇଠିରେ ହାଡ଼ ବଢିବା ଦ୍ୱାରା ମଧ୍ୟ ଆମ ଗୋଡ଼ ଠିକସେ ରହେ ନାହିଁ

ଆଉ ଆମ ଚାଲିବାରେ ଅନେକ ଅସୁବିଧା ହେଇଥାଏ। ତେବେ ଏହାର ଚିକିତ୍ସା ଡାକ୍ତର ମାନଙ୍କ ପାଖରେ କେବଳ ଅସ୍ତ୍ରୋପଚାର ହି ଥାଏ। ଅସ୍ତ୍ରୋପଚାର କରିବାଦ୍ୱାରା ମଧ୍ୟ ଅନେକ ସାରା ଅସୁବିଧା ଭୋଗ କରିବାକୁ ପଡିଥାଏ। ମାତ୍ର ଆଜି ଆମେ ଏହାର ଘରୋଇ ଚିକିତ୍ସା କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଜରୁରୀ ଅଟେ।

ଆପଣଙ୍କ ଖାଦ୍ୟ ଉପରେ ଧ୍ୟାନ ଦେବାଦ୍ୱାରା ଏହା ଠିକ ହେଇପାରେ।ଆପଣ ଯଦି ପ୍ୟାକେଟ ଭିତରେ ଥିବା ଖାଦ୍ୟ ଗ୍ରହଣ କରନ୍ତି ତାହେଲେ ତାହା ଆପଣଙ୍କ ପାଇଁ ଠିକ ହେଇ ନପାରେ। ପ୍ୟାକେଟ ଭିତରେ ଥିବା ଖାଦ୍ୟ ହି ଆପଣଙ୍କ ପାଇଁ ବହୁତ ଅସୁବିଧା କରିଥାଏ। ଆପଣ ଯଦି ସଫ୍ଟ ଖାଦ୍ୟ ଖାଉଛନ୍ତି ତାହେଲେ ଆପଣଙ୍କ ପାଇଁ ବହୁତ ଜରୁରୀ ହେଇଯିବ। ଏହାଦ୍ୱାରା ମଧ୍ୟ ତାହା ଠିକ ହେବା ସହଜ ନୁହଁ। ତେବେ ଆପଣ କେବଳ ଫାଇବର ଥିବା

ଖାଦ୍ୟ ଗ୍ରହଣ କରନ୍ତୁ କାରଣ ଏହା ହାଡ଼ ମଜବୁତ କରିବା ସହ ଆପଣଙ୍କ ହାଡ଼ ବୃଦ୍ଧି ହେବାରୁ କମ କରିଥାଏ। ତେବେ ଆପଣ ନିଜ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ ଆଉ ତାହା ଆପଣଙ୍କ ପାଇଁ ଜରୁରୀ ହେଇଯିବ। ତେବେ ଆପଣଂକୁ କହିରଖୁଛୁ ବିନା ଡାକ୍ତରଙ୍କ ପରାମର୍ଶ ନେଇ କିଛି ବି କାର୍ଯ୍ୟ କରନ୍ତୁ ନାହିଁ। ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ସେ ଯାହା କହିବେ ତାଙ୍କ କଥା ମାନି କାର୍ଯ୍ୟ କରନ୍ତୁ।

Leave a Reply

Your email address will not be published. Required fields are marked *