ଯେତେବେଳେ ଆମେ ଡାକ୍ତରଙ୍କ ପାଖକୁ ଯାଉଛେ ତେବେ ଜଣ ଅଜଣା ରେ କିଛି ଭୁଲ କରୁଛେ।ଯେତେବେଳେ ଆମେ ଯାଉଛ ଡାକ୍ତରଙ୍କ ପାଖକୁ ଆଗ ନିଜକୁ ସଜାଗ ରହିବାକୁ ପଡିବ କାଇଁ ନା ଯଦି ବହୁତ ଲକ୍ଷଣ ଅଛି ତାହେଲେ କିଛି ଛୋଟ ଜିନିଷ ମଧ୍ୟ କହିବାକୁ ଭୁଲିଯାଉଛେ। ଯଦି ପୂର୍ବରୁ ନିଜକୁ ସଜାଗ ନା ରଖିବ ତାହେଲେ ଏହିଭଳି ଭୁଲ ହେବ।
ତେଣୁ ଯେତେବେଳେ ଯିବେ ନିଜର ପୁରା ରୋଗ କୁ ଭାବିକି ଯିବେ କି ଡାକ୍ତରଙ୍କ ଆଗରେ କଣ କହିବେ । ସଂବେଦନ ଶିଳ ବିଷୟ କୁ ଲୁଚାଇବା- ବହୁତ ଏମିତି ଲୋକ ଅଛନ୍ତି ଯିଏ ସମବେଦନା ଶିଳ ରୋଗ କୁ ଲୁଚାନ୍ତୁ।ଯେମିତିକି ସମ୍ଭୋଗ ଶିଳ ରୋଗ ହଉ କିମ୍ବା ମଦ୍ୟପାନ ଯୁକ୍ତ ରୋଗ ହଉ ଲୁଚାଇ ରଖନ୍ତି। ଯଦି ଆପଣ ସବୁଦିନ ସବୁଦିନ ମଦ୍ୟପାନ କରୁଛନ୍ତି ଆଉ ଡାକ୍ତରଙ୍କୁ ଏହା ଲୁଚାଇବେ ତାହେଲେ ତାଙ୍କଦ୍ୱାରା ଦେଇଥିବା ଜଣା ଅଜଣା ରେ ବଟିକା ଆପଣଙ୍କୁ ଆହୁରି କ୍ଷତି କରିବ ।
ଡାକ୍ତରଙ୍କ କଥା ନ ଶୁଣିବା – କିଛି ଲୋକ ଏମିତି ଅଛନ୍ତି ଯିଏ କି ଡାକ୍ତରଙ୍କୁ କହିବାକୁ ସୁଯୋଗ ଦିଆନ୍ତିନି। ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଆନ୍ତି ତାହେଲେ ସଙ୍ଗେ ସଙ୍ଗେ କିଛି ନ କିଛି କହିବା ଆରମ୍ଭ କରିଦେବେ। ଏହା ଏକ ସବୁଠୁ ବଡ଼ ଭୁଲ ଅଟେ।ଯଦି ଆପଣଙ୍କର କିଛି ହେଇଛି ତାହେଲେ ଡାକ୍ତର ନିଜ ଆଡୁ ପଚାରିବେ । ସତ ଲୁଚାଇବା- ବହୁତ ଲୋକ ଏମିତି ଅଛନ୍ତି ଯିଏ କି ଡାକ୍ତରଙ୍କ ଆଗରେ ସତକୁ ଲୁଚାଇ ରଖନ୍ତି।
ଯଦି ଆପଣ ଏହା କରିବେ ତାହେଲେ ଆପଣଙ୍କ ଚିକିତ୍ସା ରେ ତ୍ରୁଟି ରହିବ ଆଉ ସ୍ୱାସ୍ଥ୍ୟ ଭଲ ହେବ ନାହିଁ ଶୀଘ୍ର। ତେଣୁ ଆପଣଙ୍କୁ ସବୁ ସତ କହିବାକୁ ପଡିବ । ନିଜ ସାଙ୍ଗରେ ଅନ୍ୟ କାହାକୁ ନ ନେବା – କିଛି କଥା ଏମିତି ବି ଥାଏ ଯାହା ଡାକ୍ତର ଆପଣଙ୍କୁ ସିଧା କହିପାରନ୍ତି ନାହିଁ।ଆପଣଙ୍କ ସହ ଯିଏ ଯାଇଥିବେ ତାଙ୍କୁ। କୁହନ୍ତି। ରୋଗୀ କୁ ସେ ସବୁକଥା କହିବାକୁ ଇଚ୍ଛା କରନ୍ତିନି କାରଣ ଯଦି କିଛି ବଡ଼
ରୋଗ ହେଇଥାଏ ତାହେଲେ ରୋଗୀ ଏହାକୁ ଶୁଣିଲେ ତାର ମାନସିକ ଅବସ୍ଥା ରେ ଚାପ ପଡେ। ପୁରୁଣା ରେକର୍ଡ କୁ ଡାକ୍ତରଙ୍କ ଆଗକୁ ନା ନେବା – ଯଦି ଆପଣ ପୁରୁଣା ରେକର୍ଡ କୁ ନେଇକି ଯିବେନି ତାହେଲେ ସେହି ରୋଗ ସମ୍ବର୍ଦ୍ଧିତ ଡାକ୍ତରଙ୍କ ପାଖକୁ ଗଲେ ସେ ଦେଖିବେ କି ଆପଣଙ୍କ ଆଗରୁ କଣ କଣ ଚିକିତ୍ସା ହେଇଛି ।ଯାହାଫଳରେ ତାଙ୍କୁ ସୁବିଧା ହୁଏ ଭଲରେ ଦେଖିବା ପାଇଁ ।