5

ମହା ଶିବରାତ୍ରୀ (01 March) 1100 ବର୍ଷ ପରେ ମହା ସଂଯୋଗ – ଏହି ୭ ଟି ରାଶିର ଭାଗ୍ୟ ସୁନାଭଳି ଚମକିବ |

RASIPHALA

ପବିତ୍ର ମହା ଶିବରାତ୍ରୀ ୧୧୦୦ ବର୍ଷ ପରେ ମହାସଂଯୋଗ ଏହି ସାତୋଟି ରାଶିଙ୍କ ଭାଗ୍ୟ ସୁନା ଭଳି ଚମକିବ । ବନ୍ଧୁଗଣ ଯେତେବେଳେ ଇଶ୍ୱର ପ୍ରସନ୍ନ ହୋଇଥାନ୍ତି ସେତେବେଳେ ମନୁଷ୍ୟ ର ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଥାଏ । ତେବେ ଦୀର୍ଘ ୧୧୦୦ ବର୍ଷ ପରେ ଗ୍ରହ ଓ ନକ୍ଷତ୍ର ରେ ବହୁତ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଅଛି । ଯେମିତି କି ଆପଣମାନେ ଜାଣିଛନ୍ତି କି,

ଗ୍ରହ ଓ ନକ୍ଷତ୍ର ର ପରିବର୍ତ୍ତନ ରାଶିଚକ୍ରର ବାରଗୋଟି ରାଶି ମାନଙ୍କ ଉପରେ ପ୍ରଭାଵ ପକାଇ ଥାଏ । ତେଣୁ ଏହି ମହାସଂଯୋଗ ପବିତ୍ର ମହାଶିବରାତ୍ରି ଦିନ ଘଟୁଥିବାରୁ ଦେବ ଦେବ ମହାଦେବ ଏହି ସାତୋଟି ରାଶି ମାନଙ୍କ ଉପରେ ତାଙ୍କର ଆଶୀର୍ବାଦ କରିବା ପାଇଁ ଯାଉଛନ୍ତି । ଯାହା ଫଳରେ ଏହି ରାଶୀମାନଙ୍କ ଭାଗ୍ୟ ଏହି ଶିବରାତ୍ରି ପରଠାରୁ ସୁନା ଭଳି ଚମକିବ । ତେବେ ଆସନ୍ତୁ ଜାଣିବା ଏହି ସାତୋଟି ଭାଗ୍ୟଶାଳୀ ରାଶୀମାନଙ୍କ ଭାଗ୍ୟରେ କଣ ସବୁଘଟିବାକୁ ଯାଉଛି ।

siba
ଆପଣଙ୍କ ପରିବାର ପାଇଁ ଆପଣଙ୍କ କର୍ତ୍ତବ୍ୟ ଭଲ ରହିବ ସମସ୍ତେ ଆପଣଙ୍କ ଠାରେ ଖୁସିରେ ରହିବେ । ଧନ ସମ୍ପତ୍ତି ଭରପୁର ରହିବ । ଘରେ ଓ ପରିବାରରେ ସମସ୍ତେ ହସ ଖୁସିରେ ରହିବେ । ଦ୍ୱିତୀୟ ରେ ଆପଣ ମାନେ ଅଧିକ ଭାବୁକ ସ୍ୱଭାବର ହୁଅନ୍ତୁ ନାହିଁ, ଏହା ଦ୍ୱାରା ଆପଣଙ୍କ ହୃଦୟକୁ ଆଘାତ ଲାଗିପାରେ ଓ ଆପଣ ଏଥିପାଇଁ ଦୁଃଖିତ ମଧ୍ୟ ହୋଇପାରନ୍ତି ।

ତୃତୀୟରେ ବେପାର ବାଣିଜ୍ୟରେ ଭଲ ଲାଭ ହେବ । ବ୍ୟବସାୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିବ । କୌଣସି ଜିନିସରେ ଅଭାବ ରହିବ ନାହିଁ । ଆୟରେ ବୃଦ୍ଧି ହେବ ପୁରୁଣା ବୁଡି ଯାଇଥିବା ଟଙ୍କା ପଇସା ଆଦି ଫେରିଆସିବାର ସମ୍ଭାବନା ମଧ୍ୟ ଅଛି ଚାକିରୀ କ୍ଷେତ୍ରରେ ପଦଉନ୍ନତି ହୋଇପାରେ ।

rasi4
ଚତୁର୍ଥ ରେ ଯଦି ଜୀବନ ସାଥୀର ଅନୁସନ୍ଧାନରେ ଅଛନ୍ତି ତେବେ ତାହା ନିଶ୍ଚିତ ଭାବରେ ପୁରା ହେବ ଏବଂ ଆପଣଙ୍କୁ ଆପଣଙ୍କ ମନୋପସନ୍ଦର ଜୀବନ ସାଥି ନିଶ୍ଚିତ ମିଳିବ । ପ୍ରେମ ସମ୍ପର୍କ ଭଲ ରହିବ ଜୀବନ ସାଥୀଙ୍କ ସହିତ ସମ୍ପର୍କ ଭଲରେ କଟିବ । ପଞ୍ଚମ ଏବେଠାରୁ ଆପଣଙ୍କ ଆୟରେ ବୃଦ୍ଧି ହେବା ସହିତ ଆପଣଙ୍କ ଖର୍ଚ୍ଚ ରେ ମଧ୍ୟ ବୃଦ୍ଧି ହେବ । ଅଯଥା ଜିନିଷ ରେ ଟଙ୍କା ଖର୍ଚ୍ଚ ହେବାର ଯଥେଷ୍ଟ ସମ୍ଭାବନା ମଧ୍ୟ ଅଛି । ତେଣୁ, ଆପଣମାନେ ଟିକେ ଏଥି ପ୍ରତି ଧ୍ୟାନ ରଖିବା ଦରକାର ।

ଷଷ୍ଠରେ ଆପଣଙ୍କ ଜୀବନ ହସଖୁସିରେ ବିତିବ ଏଥି ସହିତ ଆପଣଙ୍କର କୌଣସି ପ୍ରକାରର ସମସ୍ୟା ମଧ୍ୟ ରହିବ ନାହିଁ । ତେଣୁ ଆପଣ କାହା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ ନହଲେ ଅଯଥା ଏହା ଆପଣଙ୍କ ମୁଣ୍ଡ ବିନ୍ଧାର କାରଣ ମଧ୍ୟ ହୋଇପାରେ । ତେବେ ଏହି ସାତୋଟି ଭାଗ୍ୟଶାଳୀ ରାଶୀମାନେ ହେଉଛନ୍ତି:-
ମେଶ ରାଶି, ବୃଷ ରାଶି, ସିଂହ ରାଶି, କନ୍ୟା ରାଶି, ବିଛା ରାଶି, ମକର ରାଶି ଓ କୁମ୍ଭ ରାଶି ।

Leave a Reply

Your email address will not be published. Required fields are marked *