4

S ଓ R ନାମର ଯୋଡି କେମିତି ହୋଇଥାନ୍ତି |

NEWS

ବନ୍ଧୁଗଣ ଆଜି ଆମେ ଜାଣିବା S ଓ R ନାମର ଯୋଡି କେମିତି ହୋଇଥାନ୍ତି ? ବନ୍ଧୁଗଣ ସ ନାମର ବ୍ୟକ୍ତି ଉତ୍ତମ ସ୍ୱଭାବର ହୋଇଥାନ୍ତି ଏବଂ ଏମାନଙ୍କ ହୃଦୟ ସମ୍ପୂର୍ଣ୍ଣ ସଫା ରହିଥାଏ । ଏହି ନାମର ବ୍ୟକ୍ତି ଅନ୍ୟର ଖରାପ ଚିନ୍ତା କେବେବି କରିନଥାନ୍ତି ଏବଂ ଏମାନେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ସର୍ବଦା ତତ୍ପର ରହିଥାନ୍ତି । ଏମାନଙ୍କର ଏହି ସ୍ୱଭାବ କାରଣରୁ ଏମାନଙ୍କର ବନ୍ଧୁ ମିତ୍ରଙ୍କ ସଂଖ୍ୟା ଅଧିକ ରହିଥାଏ । ତଥା ଏମାନେ ବନ୍ଧୁ ମିତ୍ରଙ୍କୁ ମଧ୍ୟ ବହୁତ ସହଯୋଗ କରିଥାନ୍ତି ।

ଏହା ସହିତ ଏହି ନାମର ବ୍ୟକ୍ତି ବୁଦ୍ଧିଆ ଏବଂ ପରାକ୍ରମୀ ହୋଇଥାଏ । ଏମାନଙ୍କ ନିର୍ଣ୍ଣୟ ସଦାସର୍ବଦା ସଠିକ ସାବ୍ୟସ୍ତ ହୋଇଥାଏ । s ନାମର ବ୍ୟକ୍ତି ସର୍ବଦା ନ୍ୟାୟ ପ୍ରିୟ ହୋଇଥାନ୍ତି । ତଥା ଏମାନେ କେବେହେଲେ ଖରାପ ଲୋକର ସହଯୋଗ କରିନଥାନ୍ତି । ଜୀବନରେ ଆସୁଥିବା ସମସ୍ତ ପ୍ରକାରର ସମସ୍ୟାକୁ ସାମ୍ନା କରି ସେଥିରେ ବିଜୟ ପ୍ରାପ୍ତ କରିଥାନ୍ତି । ଏହା ସହିତ ଏମାନେ ସର୍ବଦା ନିଜର ବୁଦ୍ଧି ଓ ବିବେକ ର ପ୍ରୟୋଗ କରିଥାନ୍ତି । ଏମାନେ କଦାପି ଖରାପ ପ୍ରବୃତ୍ତିର ଲୋକଙ୍କ କଥାରେ ପଡିନଥାନ୍ତି । ଏବଂ ଯେତେ ସମସ୍ୟା ଥିଲେ ମଧ୍ୟ ଏମାନେ ଜୀବନକୁ ସୁଖ ମୟ କରି ବିତାଇବାରେ ଖୁସି ହୁଅନ୍ତି ।

5
ବନ୍ଧୁଗଣ ଯଦି ଆମେ S ଏବଂ R ନାମର ଯୋଡି ବିଷୟରେ ଜାଣିବା ତେବେ ଆମକୁ R ନାମର ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ଜାଣିବା ନିହାତି ଆବଶ୍ୟକ । ବନ୍ଧୁଗଣ R ନାମର ବ୍ୟକ୍ତିଙ୍କ ହୃଦୟ ମଧ୍ୟ ସଚୋଟ ହୋଇଥାଏ । ତଥା ଏହି ନାମର ବ୍ୟକ୍ତି ଅତ୍ୟନ୍ତ ଖୁସି ମଜାଜ ର ହୋଇଥାନ୍ତି ପ୍ରାୟତଃ ଏମନେ ଖୁସିରେ ରହିଥାନ୍ତି ଏବଂ ଏମାନେ କେବେ ହେଲେ କାହାର କଟୁ କଥାକୁ ନିଜର ମନକୁ ନେଇନଥାନ୍ତି । ତଥା ଏମାନେ କାହାର କୌଣସି ବି ଖରାପ

marriage

ବା ଝଗଡା ହେଲା ଭଳି କଥାକୁ ଗୁରୁତ୍ୱ ଦେଇନଥାନ୍ତି । ବନ୍ଧୁ ମିତ୍ରଙ୍କ ସହିତ R ନାମର ବ୍ୟକ୍ତି ଅତ୍ୟନ୍ତ ମନୋରଞ୍ଜନ କରିଥାନ୍ତି ଏବଂ ଏମାନେ ଜୀବନକୁ ହସଖୁସିରେ ବିତାଇବା ପସନ୍ଦ କରିଥାନ୍ତି । ଅଯଥା ଚିନ୍ତା ଏମାନେ କଦାପି କରିନଥାନ୍ତି । ଏମାନେ ସଦାସର୍ବଦା ସ୍ୱାଧୀନ ଭାବରେ ରହିବାକୁ ଭଲ ପାଆନ୍ତି । ତଥା ଏମାନେ କାହା ଉପରେ ନିର୍ଭର ହୋଇନଥାନ୍ତି । ବନ୍ଧୁଗଣ ସ ଏବଂ R ନାମର ଯୋଡି ସଦାସର୍ବଦା ସଚୋଟ ପ୍ରେମ କରିଥାନ୍ତି ।ଏମାନଙ୍କ ପ୍ରେମ ବହୁତ ମଜବୁତ ହୋଇଥାଏ । ତଥା ଏମାନେ ପରସ୍ପର କୁ ନିଜଠାରୁ ବି ଅଧିକ ବିଶ୍ୱାସ କରିଥାନ୍ତି ତଥା କେବେବି ଏମାନଙ୍କର

ମଧ୍ୟରେ ଅବିଶ୍ଵାସ ର ଭାବନା ଆସିନଥାଏ । ତଥା ଏମାନେ କେବେବି ପରସ୍ପର ଠାରୁ ଅଲଗା ହୋଇପାରନ୍ତି ନାହିଁ ଏବଂ ଏମାନେ ଥରେ ପ୍ରେମ କଲେ ସରଜୀବନ ବାନ୍ଧି ହୋଇ ରହିଥାନ୍ତି । ଏହା ସହିତ ଏହି ଦୁଇ ନାମର ଯୋଡି ପରସ୍ପର କୁ ବହୁତ ପ୍ରେମ କରିବା ସହିତ ବହୁତ ସଂମ୍ମାନ ମଧ୍ୟ କରିଥାନ୍ତି । ତଥା ଏହି ଦୁଇନାମର ଯୋଡି ଅତ୍ୟନ୍ତ ଉତ୍ତମ ହୋଇଥାନ୍ତି । ପ୍ରାୟତଃ ଏମାନେ ପ୍ରେମ ବିବାହ ମଧ୍ୟ କରିଥାନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ନାମର ପ୍ରଥମ ଅକ୍ଷର ଏହି ଦୁଇଟି ନାମରୁ ଆରମ୍ଭ ହେଉଛି ତେବେ କମେଣ୍ଟ ବକ୍ସରେ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *