6

ଘରେ ଜାଳନ୍ତୁ ଏହି (2ଟି ଜିନିଷ) ଧନର ବର୍ଷା ହେବ |

NEWS

ବନ୍ଧୁଗଣ ମୁଁ ଆଜି ଏକ ଏମିତି ଉପାୟ ବିଷୟରେ କହିବି ଯାହାକୁ କରିବା ଦ୍ୱାରା ଆପଣ ମଧ୍ୟ ଜଣେ ଧନବାନ ବ୍ୟକ୍ତି ହୋଇପାରିବେ। ଘରେ ଯଦି ଏହି ଦୁଇଟି ଜିନିଷ ଜାଳି ଦିଅନ୍ତି, ତେବେ ଆପଣଙ୍କୁ ଧନୀ ହେବାରୁ କେହି ରୋକିପାରିବେ ନାହିଁ। ବନ୍ଧୁଗଣ କିଏ ବା ଜୀବନରେ ଧନୀ ହେବା ପାଇଁ ଚାହିଁନଥାଏ,ସମସ୍ତେ ଖୁସିରେ ଜୀବନ ବିତାଇବା ପାଇଁ ଚାହିଁଥାନ୍ତି। ବିଳାଶବ୍ୟାସନ ରେ ସମୟ କାଟିବାକୁ ଚାହିଁଥାନ୍ତି।ଏଥିପାଇଁ ଟଙ୍କା ପଇସାର ଆବଶ୍ୟକ ପଡିଥାଏ।କିନ୍ତୁ ଆଜିର ସମାଜରେ ଧନ କମାଇବା ଏତେଟା ସହଜ ହୋଇନଥାଏ। ଆଜିର ସମାଜରେ ମଣିଷ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟ ଜୀବନ ବିତାଇବା ପାଇଁ ଅଳ୍ପ ଧନ କମାଇପାରିଥାଏ।

ଏଣୁ ସବୁ ମଣିଷ ଭୋଗ ବିଳାସର ସମୟ କାଟିପାରନ୍ତି ନାହିଁ। ବନ୍ଧୁଗଣ ଆଜି ଏହି ଭିଡ଼ିଓ ରେ ଏମିତି ଏକ ବିଷୟରେ ଜଣେଇବି ଏହାକୁ କରିବା ଦ୍ୱାରା ଆପଣ ମଧ୍ୟ ଧନୀ ହୋଇପାରିବେ । ଏହି ଦୁଇଟି ଜିନିଷକୁ ଘରେ ଜଳାଇବା ଦ୍ଵାରା ଧନୀ ହେବାର ସୌଭାଗ୍ୟ ଅର୍ଜନ କରିପାରିବେ । ପ୍ରଥମେ କିଛି କର୍ପୁର ଏବଂ କିଛି ଲବଙ୍ଗ ଘରକୁ ଆଣନ୍ତୁ ଏହି ଦୁଇଟି ଜିନିଷକୁ ଜଳାଇ ଆପଣଙ୍କ ଦୁର୍ଭାଗ୍ୟ କୁ ସୌଭାଗ୍ୟ କରିପାରିବେ । କେବଳ ଏତିକି ଜାଣିବାର ଅଛି ଯେ ଆପଣ ଏହାକୁ କିପରି ଜଳିବେ ।

labanga 1

ଆପଣ ଏହାକୁ ଜଳିବା ଦ୍ୱାରା ଆପଣଙ୍କ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୁରୀ ଭୁତ ହେବ ଏବଂ ଆପଣଙ୍କ କରଜରୁ ମୁକ୍ତି ପାଇଯିବେ । ଏହି କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ର ଅଟକି ରହିଥିବା ସମସ୍ତ କାର୍ଯ୍ୟ ଜୋରସୋରରେ ଚାଲିବାକୁ ଲାଗିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ଏବଂ ସମସ୍ତ ଇଛା ପୁରାଣ ହେବାକୁ ଲାଗିବ । ଧନର ସମସ୍ତ ସମସ୍ୟା ଆପଣଙ୍କ ଜୀବନରୁ ଦୂର ହେବାକୁ ଲାଗିବ । ବନ୍ଧୁଗଣ ଆଜି ଆମେ କହିବାକୁ ଯାଉଛୁ ଏହି ଉପାୟ ବିଷୟରେ ।

ବନ୍ଧୁଗଣ ରାତ୍ରି ସମୟରେ ଗୋଟିଏ ମାଟି ଦୀପରେ ଗୋଟିଏ କର୍ପୁର ରଖି ଦିଅନ୍ତୁ ଏବଂ ସେଥିରେ ପଞ୍ଚାଗୋଟି କର୍ପୁର ମଧ୍ୟ ରଖିଦିଅନ୍ତୁ ଏହା ପରେ ସେହି କର୍ପୁରକୁ ନିଆଁ ଲଗାଇ ଦୀୟନ୍ତୁ ଏହି କର୍ପୁର କୁ ନିଆଁ ଲଗାଇବା ଦ୍ୱାରା ସେଥିରେ ଥିବା ଲବଙ୍ଗ ମଧ୍ୟ ଜଳିବାକୁ ଲାଗେ । ଏବଂ ଦୁଇଟି ଯାକ ଲଜଳିବାକୁ ଲାଗିଥାଏ । ଏହା ଜଳିବା ପରେ ଏହାକୁ ନେଇ ଆପଣଙ୍କ ମୁଖ୍ୟ ଦ୍ୱାରା ର ବାମ ପଟେ ରଖି ଦୀୟନ୍ତୁ । କାରଣ ଏହି କର୍ପୁର ଜଳିବା ଦ୍ୱାରା ସମସ୍ତ ନକାରାତ୍ମକ ଉର୍ଜା ଠାରୁ ମୁକ୍ତି ମିଳିଥାଏ । ଧନ ଆସିବାର ସବୁ ରାସ୍ତା ଖୋଲି ଦେଇଥାଏ ।

ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ । ଆପଣଙ୍କର ସବୁ ସମସ୍ୟା ଦୂର ହେବାକୁ ଲାଗିଥାଏ । ଏବଂ ଧନ ସମ୍ପତ୍ତି ଆସିବାକୁ ଲାଗିଥାଏ । କାରଣ କର୍ପୁର ଜଳିବା ଦ୍ୱାରା ସମସ୍ତ ନକାରାତ୍ମକ ଉର୍ଜା ଠାରୁ ମୁକ୍ତି ମିଳିଥାଏ । ଧନ ଆସିବା ର ସବୁ ବାଟ ଖୋଲି ଯାଇଥାଏ । ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ । ଧନ ସମ୍ପତ୍ତି ଆସିବାକୁ ଲାଗିଥାଏ ଏବଂ ଆପଣଙ୍କ ସବୁ ସମସ୍ୟା ଦୂର ହେବାକୁ ଲାଗିଥାଏ ।

ଘରକୁ ଟଙ୍କା ପଇସାର ଆଗମନ ହେବ । ଏହା ଦ୍ୱାରା ଆପଣ ଜୀବନର ଆନନ୍ଦ ଓ ସୁଖ ମୟ ହେବ । ଏହା ଦ୍ୱାରା ମ ଲକ୍ଷ୍ମୀଙ୍କର ବାସ ହୋଇଥାଏ । ମା ଲକ୍ଷ୍ମୀ ଟାଣି ହୋଇଆସନ୍ତି । ଯେଉଁ ଘରେ ମା ଲକ୍ଷ୍ମୀ ଙ୍କର ବାସ ଥାଏ ସେହି ଘରେ ଟଙ୍କା ପଇସାର କୌଣସି ଅଭାବ ରହେ ନାହିଁ । ସେହି ଘରେ ସମସ୍ତେ ଭୋଗ ବିଳାସରେ ଜୀବନ ବିତାଇ ଥାନ୍ତି ।

Leave a Reply

Your email address will not be published. Required fields are marked *