4

ବିନା ସିମରେ ଏମରଜେନ୍ସି କଲ କିପରି କରିବା |

NEWS

ଆଜି ଆମେ ଆପଣଙ୍କ ପାଖରେ ଆଉ କିଛି ଧ୍ୟାନଦାୟକ କଥା କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ଜରୁରୀ ଅଟେ। ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସତ୍ୟବଚନ ବାବଦରେ କହିବାକୁ ଯାଉଛୁ ଯାହା କି ଆପଣଙ୍କୁ ଜାଣିବା ନିହାତି ଦରକାର। ତେବେ ଯଦି ଆପଣଙ୍କ ମନରେ କିଛି ବି ପ୍ରକାରର ସନ୍ଦେହ ଥାଏ ତାହେଲେ ଆପଣଙ୍କ ପାଇଁ ଆଜିର ବିଷୟ ବହୁତ ଦରକାରୀ ଅଟେ। ତେବେ ଆଜି ଆମେ ଆପଣଙ୍କ ପାଖରେ କିଛି ଫ୍ୟାକ୍ଟ ମାନଙ୍କ ବାବଦରେ କହିବାକୁ ଯାଉଛୁ।

ଯଦି ଆପଣ ଜାଣିବାକୁ ଚାହାନ୍ତି କି ମୋଦିଜିଙ୍କର ପ୍ରଥମ ଘର କିପରି ଥିଲା, କିପରି ଭାବେ ଆପଣ ନିଜର ହି ଫୋଟୋ ଉଠାଇ ୧.୫ କୋଟି ଟଙ୍କା ଜିତି ପାରିବେ, ଏକ ଏପରି ଜିନ୍ସ ବାବଦରେ ଯାହାର ଡିଜାଇନ ନିଜେ ହି ବାଘ କରିଥାଏ ଆଉ ବିନା ସିମରେ ଆପଣ ଏମରଜେନ୍ସି କଲ କିପରି କରିବେ ତାହେଲେ ଆଜିର ବିଷୟ ଆପଣଙ୍କ ପାଇଁ ଅଟେ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

phone 1
ଏପରି ଜଣେ ଲୋକ ଅଛି ଯିଏ କି ଆଜିଯାଏ ସର୍ବାଧିକ କେସ କରି ସାରିଛି। ସେ କିଛି ବି ଜିନିଷ ଉପରେ କେସ କରି ଦେଇଥାଏ ଆଉ ଆଜି ଯାଏ ସେ ପ୍ରାୟ ୨୦ ହଜାର କେସ କରି ସାରିଛି। ଏହା ଉପରେ ଜିନିଷ ବୁକ ଅଫ ୱାର୍ଲଡ଼ ରେକର୍ଡ ତାଙ୍କ ନାମ ସର୍ବାଧିକ କେସ କରିବାରେ ସାମିଲ କରିଥିଲେ। ମାତ୍ର ସେହି ଲୋକ ଗିନୀଯ ବୁକ ଉପରେ ବି କେସ କରି ଦେଇଥିଲେ। ଏହାପରେ ଗିନୀଯ ବୁକକୁ କୋଟି କୋଟି ଟଙ୍କାର କ୍ଷତି ହେଇ ଯାଇଥିଲା।

phone2
ତେବେ କଣ ଆପଣ ଜାଣନ୍ତି କି ଆପଣଙ୍କ ଚେହେରା ଉପରେ ଆପଣଙ୍କୁ ପ୍ରାୟ ୧.୫ କୋଟି ଟଙ୍କା ମିଳିପାରିବ।ଆମେରିକାର ଏକ ରୋବର୍ଟ ମ୍ୟାନୁଫେକ୍ଚରିଂ କମ୍ପାନୀ ଅଛି ଯିଏ କି ଆପଣଙ୍କ ଚେହେରା ବ୍ୟବହାର କରିଥାଏ ଆଉ ଆପଣଙ୍କୁ ତାହା ବଦଳରେ କୋଟି କୋଟି ଟଙ୍କା ଦେଇଥାଏ। ଏହା ସହ ଯଦି ଆପଣ ନିଜର ଆବାଜ ଦିଅନ୍ତି ତାହେଲେ ଆପଣଙ୍କୁ ଆହୁରି ପଇସା ମିଳିପାରେ।

ଆଜିକାଲି ଲୋକ ଚାଟିଂରେ ଓକେକୁ କେ ଲେଖନ୍ତି ଆଉ ହଁ କୁ ହୁଁ , ତେବେ ଏହା କରିବା ଦ୍ୱାରା ଆମକୁ ଜମା ବି କିଛି ଫରକ ଜଣା ପଡେ ନାହିଁ ମାତ୍ର ସାମ୍ନା ଲୋକକୁ ଲାଗେ କି ଆମେ ଜମା ବି ଧ୍ୟାନ ଦେଉନାହୁଁ। ତେଣୁ ଆପଣ ଯେବେ ବି କାହାରି ସହ ପ୍ରଥମ ଥର କଥା ହେଉଛନ୍ତି ଆପଣ ଭଲ ଭାବେ ଚାଟ କରନ୍ତୁ।

Leave a Reply

Your email address will not be published. Required fields are marked *