ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ଆଉ ଶରୀର ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଏକ ଶାରୀରିକ ବ୍ୟାୟାମ ବାବଦରେ କହିବୁ ଯାହା କି ଆମ ଦୈନନ୍ଦିନ ଜୀବନର ଏକ ବଡ଼ ଖେଳ ଭିତରୁ ଏକ ଅଟେ ମାତ୍ର ତାହାର ଅନେକ ଫାଇଦା ଅଛି ଯାହା ବାବଦରେ ଆମ କାହାକୁ ବି ଜଣା ନାହିଁ। ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ।
ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ। ଆସନ୍ତୁ ଜାଣିବା।
ଆପଣ ଜାଣନ୍ତି କି ଦୌଡ଼ି ଡିଆଁ ଦୁନିଆର କିଛି ସବୁଠୁ ବଡ଼ ଆଉ ପ୍ରଭାବଶାଳୀ ବ୍ୟାୟାମ ମାନଙ୍କ ଭିତରୁ ଏକ ଅଟେ। ଏହାର ପ୍ରଭାବ ଏତେ ଅଧିକ ଅଟେ କି ତାହା ବହୁତ ସାରା ସେଲିବ୍ରିଟି ମାନଙ୍କର ମନ ପସନ୍ଦର ବ୍ୟାୟାମ ଅଟେ। ତେବେ ବଲିଉଡର ବଡ଼ ଅଭିନେତା ଅକ୍ଷୟ କୁମାର, ଅର୍ଜୁନ କପୁର, ମଳାଇକା ଅରୋରା ଖାନ, ଜଷ୍ଟିନ ବିବର, ଟମ ହାର୍ଡ଼ି ଇତ୍ୟାଦି ଦଉଡି ଡିଆଁକୁ ବହୁତ ଅଧିକ ପସନ୍ଦ କରନ୍ତି। ଆଜି ଆମେ ତାହାର ଫାଇଦା ବାବଦରେ ଜାଣିବା।
ଦୌଡ଼ି ଡିଆଁ କିଛି ସବୁଠୁ ସହଜ ଖେଳ ମାନଙ୍କ ଭିତରୁ ଏକ ଅଟେ। ଏହାର ଅନେକ ସାରା ଫାଇଦା ଅଛି ଆଉ ତାହାଦ୍ୱାରା ଶରୀରର ଶକ୍ତି ବୃଦ୍ଧି ହେଇଥାଏ। ତେବେ ଏହାର ଅନେକ ସାରା ଟେକନିକ ଅଛି କାରଣ ଏହାକୁ ଆପଣ ଏକା ସମୟରେ ମଧ୍ୟ ବ୍ୟବହାର କରିପାରିବେ ଆଉ ତାହାର ଅନ୍ୟାନ୍ୟ ଗ୍ରୁପରେ ମଧ୍ୟ ଡିଆଁ ଅଛି। ତେବେ ଏହା ବୟସ ବଢୁଥିବା ପିଲାମାନଙ୍କ ପାଇଁ ଜରୁରୀ ଅଟେ କାରଣ ଏହା ପିଲାମାନଙ୍କର ଉଚ୍ଚତା ବୃଦ୍ଧି କରିଥାଏ।
ଏହା ଆମ ଶରୀରର ଚର୍ବି ମଧ୍ୟ ଦୂର କରିଥାଏ।ଏହା କୁଦିବା ପାଇଁ ଆପଣଙ୍କୁ ଏକ ରସ୍ସୀ ଦରକାର ଯାହା ଉପରେ ଏକ ହ୍ୟାଣ୍ଡେଲ ଥାଏ। ହ୍ୟାଣ୍ଡେଲ ନରହିଲେ ମଧ୍ୟ ଭଲ ହେବ। ଏହି ଖେଳ ଆଜିକାଲି ଆଉ ପିଲା ମାନଙ୍କ ଭିତରେ ବଂଚି ହି ନାହିଁ। ଏହି ଖେଳ ଆଜିକାଲି ଆଉ ହୁଏତ ପିଲା ମାନଙ୍କ ଭିତରେ ବଂଚିନାହିଁ। ମାତ୍ର ଏହା ଏକ ବଡ଼ ଖେଳ ଅଟେ।