ଭାରତ ର ୧୦ ଟି ପ୍ରସିଦ୍ଧ ପର୍ବତମାଲ ।

NEWS

ବନ୍ଧୁ ମାନେ ଆଜି ଆମେ ଜାଣିବା ଭାରତ ର ପ୍ରସିଦ୍ଧ ୧୦ ଟି ପ୍ରସିଦ୍ଧ ଶୈଳ ନିବାସ ଯାହାକୁ ଯିବା ପାଇଁ ସମସ୍ତ ଙ୍କର ଇଚ୍ଛା ଥାଏ।ଶୈଳ ନିବାସ ର ନା ଶୁଣିଲେ ହିଁ ମନରେ ଆସେ ସେଠାକାର ମନୋରଞ୍ଜନ ଦୃଶ୍ୟ ଏବଂ ସ୍ୱାଦିଷ୍ଟ ଖାଦ୍ୟ। ଏହି କାରଣ ରୁ ଅଧିକାଂଶ ଲୋକ ପ୍ରତିବର୍ଷ ଅଲଗା ଅଲଗା ଶୈଳ ନିବାସ କୁ ଯିବାକୁ ପସନ୍ଦ କରନ୍ତି।ବେଶୀ କରି ଖରା ଦିନରେ ଯେତେବେଳ ଶୈଳ ନିବାସ କିଛି ସ୍ୱର୍ଗ ଠାରୁ ମଧ୍ୟ କମ ନୁହେଁ।
ଏମିତି ରେ ଭାରତ ର ସବୁ ସହର ପାଖରେ କିଛି ନା କିଛି ଶୈଳ ନିବାସ
ରହିଛି।ଆଜି ଆମେ ଆପଣ ଙ୍କୁ ଏମିତି ୧୦ ଟି ଶୈଳ ନିବାସ ର ନାମ କହିବୁ ଯାହାକି ଆପଣ ଙ୍କୁ ଆପଣ ଙ୍କ ମନ ପସନ୍ଦ ଜାଗା ରେ ବୁଲିବା ପାଇଁ ବହୁତ ସାହାଯ୍ୟ କରିବ।

୧) ମନ୍ସୁରି:-
ମନ୍ସୁରି ଉତ୍ତରଖଣ୍ଡ ରାଜ୍ୟ ର ଡେ଼ରାଡୁନ ଠାରୁ ୩୫କିମି ଦୂରରେ ରହିଛି।
ଏହି ଶୈଳ ନିବାସ ଠାରୁ ଶିବାଲି ପର୍ବତ ମାଳା ଏବଂ ଦୁନ ଘାଟୀ ବହୁତ ଭଲ ଭାବରେ ଦେଖାଯାଏ । ଏହି ଜାଗା ର ନାମ ମଂଜୁର ନାମ ରୁ ନିଆଯାଇଛି, ଯାହା ଏହି କ୍ଷେତ୍ର ରେ ବହୁତ ଅଧିକ ମିଳିଥାଏ। ଗରମ ରେ ଏହି ଜାଗା ର ପାଗ ବହୁତ ଭଲ ରହିଥାଏ, ଏବଂ ଶୀତ ରେ ଏହି ଜାଗା ରେ ବରଫ ର ମଜା ମଧ୍ୟ ନିଆଯାଇପାରେ। ଯଦି ଆପଣ ଏଠି କୁ ଯିବା କୁ ଚାଁହୁଚନ୍ତି ତେବେ ଏହାର ଜ୍ୱାଳା ଦେବି ମନ୍ଦିର , କେମ୍ଟି ଫଲ , ଲାଲ
ଡ଼ିୟୁନ, ଏବଂ ଜଳ ପ୍ରପାତ କୁ ନିଶ୍ଚୟ ଦେଖନ୍ତୁ ।
୨) ଅଲ୍ମୋଡା :-
ଅଲ୍ମୋଡା କୁ ଭାରତ ର ସ୍ବୀଜରଲାଣ୍ଡ ମଧ୍ୟ କୁହାଯାଏ। ଏଠାର ବରଫ ର ପାହାଡ ।ଧଳା ଧଳା ବରଫ ଏବଂ ସବୁଜ ରଙ୍ଗ ର ଘାସ , ଏବଂ ଏଠାକାର ସୁନ୍ଦର ଦୃଶ୍ୟ ପାହାଡ ଉପରୁ ମନମୁଗ୍ଧକର ହୋଇଥାଏ। ଏଠି ପହଞ୍ଛିକରି ଆପଣ ଆପଣଙ୍କ ଥକାପଣ କୁ କ୍ଷଣକ ରେ ଭୁଲିଯିବେ। ଏଠାକାର ନେଇନାଦେବି ମନ୍ଦିର, ବ୍ରାଇଟ ଏବଂ କର୍ନର , ଛତାଇ ମନ୍ଦିର, କଟାରମଲ ମନ୍ଦିର ,ବିନରସ ଏବଂ କୋସି ଦେଖିବା ପାଇଁ ବହୁତ ସୁନ୍ଦର ସ୍ଥାନ ଅଟେ। ଆପଣ ଯଦି ବରଫ ପାହାଡ଼ ରେ ଚଢିବା ପାଇଁ ଭଲ ପାନ୍ତି ତେବେ ମଧ୍ୟ ଏହି ଜାଗା ଆପଣ ଙ୍କ ପାଇଁ ଉପଯୁକ୍ତ ଅଟେ।

4
୩)ମାଉଣ୍ଟାଆବୁ:-
ମାଉଣ୍ଟାଆବୁ ରାଜସ୍ଥାନ ର ଗୋଟିଏ ମାତ୍ର ଶୈଳ ନିବାସ ଅଟେ।ଯେତେବେଳେ କି ରାଜସ୍ଥାନ ରେ ବହୁତ ଗରମ ହୋଇଥାଏ କିନ୍ତୁ କେବଳ ମାଉଣ୍ଟାଆବୁ ରେ ହିଁ ତାପମାତ୍ରା କମ ରହିଥାଏ।ଯେତେବେଳେ କି ବହୁତ ଦିନ ଆଗରୁ ଯେତେବେଳେ ରାଜା ମହାରାଜା ମାନେ ଯେତେବେଳେ ଗରମ ସହ୍ୟ କରି ପାରନ୍ତି ନାହିଁ ସେ ମଧ୍ୟ ସେତେବେଳେ
ମାଉଣ୍ଟାଆବୁ ଆସୁଥିଲେ। ପାହାଡ ରେ ଭରପୁରା ଏହି ଶୈଳ ନିବାସ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ। ଏହି ଜାଗା କେବଳ ହିନ୍ଦୁ ମାନଙ୍କ ପାଇଁ ନୁହେଁ କିନ୍ତୁ ଅଲଗା ଧର୍ମ ର ଲୋକ ମାନଙ୍କ ପାଇଁ ମଧ୍ୟ ବହୁତ ମହତ୍ଵପୂର୍ଣ୍ଣ ଅଟେ। ରାଜସ୍ଥାନ ର ରାଜସ୍ବ ସଂସ୍କୃତି ର ଝଲକ ମଧ୍ୟ ଏହି ସ୍ଥାନ ରେ ବହୁତ ଭଲ ଭାବରେ ଦେଖିବାକୁ ମିଳେ।
୪)ଦାର୍ଜିର୍ଲିଙ୍ଗ୍ , ୱେଷ୍ଟ ବେଙ୍ଗଲ :-
ପଶ୍ଚିମବଙ୍ଗ ର ସିଲିଗୁରି ଠାରୁ ୮୦ କିମି ଦୂରରେ ଏହି ଶୈଳ ନିବାସ କୌଣସି ସ୍ୱର୍ଗ ଠାରୁ କମ ନୁହେଁ।ଦାର୍ଜିର୍ଲିଙ୍ଗ୍ ର ସୁନ୍ଦରତା କାରଣ ରୁ ସବୁ ଋତୁ ରେ ମଧ୍ୟ ଏଠାରେ ଲୋକ ଙ୍କର ଭିଡ ରହିଥାଏ। ଏହା ଗୋଟିଏ ଏମିତି ଜାଗା ,ଯେଉଁଠି କୁ ଆପଣ ଙ୍କୁ ଜୀବନରେ ଥରେ ନା ଥରେ ନିଶ୍ଚୟ ଯିବା ଦରକାର । ଏଠାକାର ସୁନ୍ଦରତା କେବଳ ନୁହେଁ କିନ୍ତୁ ଏଠାରେ ହେଉଥିବା ଚାହା ମଧ୍ୟ ପୁରା ଦୁନିଆ ରେ ପ୍ରସିଦ୍ଧ ଅଟେ।

୫)ମୁନାର,କେରଳ:-
କେରଳ ରାଜ୍ୟ ର ଏହି ଶୈଳ ନିବାସ କେବଳ ଭାରତ ରେ ନୁହେଁ କିନ୍ତୁ ସାରା ରାଜ୍ୟ ରେ ମଧ୍ୟ ପ୍ରସିଦ୍ଧ ଅଟେ।ଏହି ଶୈଳ ନିବାସ ଇଂରେଜ ମାନଙ୍କ ସମୟ ରୁ ମଧ୍ୟ ପ୍ରସିଦ୍ଧ ଅଟେ। ମୁନାର ଶବ୍ଦ ପ୍ରକୃତ ରେ ଗୋଟିଏ ମୁଲୟାଲମ ଶବ୍ଦ ଅଟେ।ଯାହାର ପ୍ରକୃତ ଅର୍ଥ ଅଟେ ୩ ଟି ନଦୀ ର ମିଶ୍ରଣ ।ମୁନାର ରେ ମଧୁର ପୂଜା , ନଲ୍ଲାଥନି ଏବଂ କୁନ୍ଦଲ୍ୟେ ନଦୀ ଗୋଟିଏ ଜାଗା ରେ ହିଁ ମିଳିଥାଏ।ମୁନାର ମଧ୍ୟ ତାର ଆଖ ପାଖ ରେ ଥିବା ଚା ଦୋକାନ ଏବଂ ଛୋଟ ଛୋଟ ନଦୀ ପାଇଁ ମଧ୍ୟ ପ୍ରସିଦ୍ଧ ଅଟେ।
୬)ମନାଲି:-
ରୁଷି ମୁନ୍ନି ମାନଙ୍କ ର ଘର ବୋଲି ମନାଲି କୁ ମନାଯାଏ ।ମନାଲି କୁ ତାର ସୁନ୍ଦରତା ସହିତ ଏହା ହିନ୍ଦୁ ମାନଙ୍କର ଏକ ଧାର୍ମିକ ଜାଗା ବୋଲି ମାନାଯାଏ ।ମନାଲି ରେ ପହଂଚିବା ବହୁତ ସୁବିଧା ଅଟେ।ଏବଂ ଏଠାରେ ଆପଣ ଙ୍କ ମନୋରଞ୍ଜନ ପାଇଁ ସବୁକିଛି ମିଳିଯିବ। ଏଠାରେ କିଛି ଏମିତି ଜାଗା ଅଛି ଯାହା ଆପଣଙ୍କୁ ଯିବା ନିହାତି ଦରକାର ଯେମିତି କି ଭସିଥା କୁଡ , ମନିକରନ, ଏବଂ ହିଡ଼ିମ୍ବା ମନ୍ଦିର। ତେଣୁ ଯେବେ ବି ଏଠାକୁ ଯିବେ ବହୁତ ସମୟ ବାହାର କରି ଯିବେ ।

5
୭)ଉଟି, ତାମିଲନାଡ଼ୁ:-
ଉଟି ସହର ଉଧକମଣ୍ଡଳ ନାମ ରେ ମଧ୍ୟ ଜଣାଯାଏ ,,ଯାହାକି କେବଳ ତାମିଲନାଡ଼ୁ ନୁହେଁ କିନ୍ତୁ କର୍ଣ୍ଣାଟକ ରାଜ୍ୟ ର ସୀମା ରେ ମଧ୍ୟ ଯାଉଅଛି।ଆପଣ ଏଠାକାର ଶୈଳ ନିବାସ ରେ ପହଂଚିବା ପାଇଁ କୌଣସି ବସ, ଟ୍ରେନ କିମ୍ବା ଏରୋପ୍ଲେନ ର ବ୍ୟବହାର କରିପାରିବେ। ଏହାର ପାଣିପାଗ ସବୁବେଳେ ସବୁବେଳେ ଥଣ୍ଡା ରହିଥାଏ ତେଣୁ ଆପଣ ସାଙ୍ଗ ରେ ଗରମ ବସ୍ତ୍ର ନେଇକରି ଯାନ୍ତୁ । ଏଠାକାର ଦୋଦାବେଟା ପିକ, ବଟାନିକାଲ ଗାର୍ଡେନ ,ଉଟି, କଲହାଟି ଜଳପ୍ରପାତ ଏହାର ଦର୍ଶନୀୟ ସ୍ଥାନ ଗୁଡିକ ଅଟେ।
୮)ନୈନିତାଲ, ଉତ୍ତରାଖଣ୍ଡ :-
ଉତ୍ତରାଖଣ୍ଡ ର ଏହି ଶୈଳ ନିବାସ ପର୍ଜ୍ୟଟକ ଙ୍କର ପସନ୍ଦ ର ସ୍ଥାନ ଅଟେ।ଆପଣ ଙ୍କୁ ଆପଣ ଙ୍କୁ ସାଙ୍ଗ ମାନଙ୍କ ସହ ହେଉ କିମ୍ବା ପରିବାର ସହ ହେଉ ସବୁ ଜାଗାରୁ ଏହି ସ୍ଥାନ ବହୁତ ସୁନ୍ଦର ଅଟେ। ଗରମ ଦିନରେ ନୈନିତାଲ ର ଥଣ୍ଡା ଲୋକ ମାନଙ୍କୁ ଏହି ଜାଗାକୁ ଟାଣି ଆଣେ ।ଏହାର ସୁନ୍ଦରତା ହିଁ ବହୁତ ଅଟେ ଆପଣ ଙ୍କୁ ପାଗଳ କରିବା ପାଇଁ।

୯)ସିମଳା, ହିମାଚଳପ୍ରଦେଶ :-
ହିମାଚଳପ୍ରଦେଶ ର ଏହି ଛୋଟ ଶୈଳ ନିବାସ କୁ ପାହାଡ଼ ର ରାଣୀ ବୋଲି ମଧ୍ୟ କୁହାଯାଏ।ଏହା ଇଂରେଜ ମାନଙ୍କ ର ରାଜଧାନୀ ଥିଲା। ଏହାର ସୁନ୍ଦରତା କୁ ଶବ୍ଦ ମଧ୍ୟ ରେ କହିବା ବହୁତ କଷ୍ଟ ଅଟେ।ଏହା ଏକ ଏମିତି ଜାଗା ବହୁତ ସୁନ୍ଦର ଅଟେ। ଏହାର ମଲ ରୋଡ଼ ହେଉ କିମ୍ବା କୁଫ୍ରି।ସିମଳା ର ପ୍ରତ୍ୟେକ ଜାଗା ରେ ଆପଣ ଙ୍କୁ ଇଂରେଜ ମାନଙ୍କ ସମୟ ର ଝଲକ ଦେଖିବାକୁ ମିଳିବ। ଥଣ୍ଡା ସମୟ ରେ ଏଠାରେ ବରଫ ପଡିଥାଏ ଏବଂ ଅନ୍ୟ ଦିନ ଗୁଡିକ ରେ ଏହାର ପରିବେଶ ବହୁତ ଥଣ୍ଡା ରହିଥାଏ।
୧୦)ଶ୍ରୀନଗର, କାଶ୍ମୀର :-
କେହି ଜଣେ ଲେଖକ କହିଥିଲେ ଯେ ପୃଥିବୀ ରେ ଯଦି କୌଣସି ଜାଗା ରେ ସ୍ୱର୍ଗ ଅଛି ତେବେ ତାହା ହେଉଛି କାଶ୍ମୀର। ଏହା ଏମିତି ସୁନ୍ଦର ଯେ କେହି ବି ଦେଖିଲେ ତାଙ୍କ ମୁହଁ ରୁ ଏହା ବାହାରିବ । ଯେଉଁ ଜାଗାରେ କିଛି ର କମି ନାହିଁ। ଏହା ସୁନ୍ଦର ଝରଣା , ଧାର୍ମିକ ସ୍ଥାନ, ଏବଂ ସବୁଜ କ୍ଷେତ ରେ ଭରପୁର ଥାଏ।କିନ୍ତୁ କିଛି ବର୍ଷ ପୂର୍ବରୁ ଏଠାକୁ ବଜୁୟ୍ ଆତଙ୍କବାଦୀ ଆସୁଥିବା କାରଣ ରୁ ଲୋକ ମାନେ ବୁଲିବା ପାଇଁ ଯାଇ ପାରୁନାହାନ୍ତି।କିନ୍ତୁ ଆମେ ଆଶାକରୁଛୁ ଯେ ଆସୁଥିବା ବର୍ଷ ଗୁଡିକରେ ଏଠାରେ ଶାନ୍ତିପୂର୍ଣ୍ଣ ମାହୋଲ ରହୁ ।

Leave a Reply

Your email address will not be published. Required fields are marked *