6

ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ରାଶି ର ବ୍ୟକ୍ତି କେଉଁ ଅତର ବା ସେଣ୍ଟ ଲଗାଇବା ଦ୍ୱାରା ହୋଇଥାଏ ଧନର ପ୍ରାପ୍ତି |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । ବାସ୍ତୁ ଶାସ୍ତ୍ର ଅନୁସାରେ ଆପଣଙ୍କ ପାଇଁ କେଉଁ ରାଶି ର ବ୍ୟକ୍ତି କେଉଁ ଅତର ବା ସେଣ୍ଟ ଲଗାଇବା ଦ୍ୱାରା ହୋଇଥାଏ ଧନର ପ୍ରାପ୍ତି ।

ବ୍ୟକ୍ତିର ଜନ୍ମ ରାଶି ଅନୁସାରେ ରାଶିର ବ୍ୟକ୍ତିର ନିର୍ଦ୍ଧିଷ୍ଟ ଗନ୍ଧ ବା ବାସ୍ନା ସେମାନଙ୍କ ପାଇଁ ଅନୁକୁଳ ହୋଇଥାଏ । ଏହି ଗନ୍ଧର ଦ୍ରବ୍ୟ ଅତର, ଧୂପକାଠି ଆଦି ବ୍ୟବହାର କଲେ ଆପଣଙ୍କୁ ସୁଫଳ ମିଳେ ତେବେ ଚାଲନ୍ତୁ ଜାଣିବା କେଉଁ ରାଶି ପାଇଁ କେଉଁ ଅତର ବା କେଉଁ ଗନ୍ଧ ଆପଣଙ୍କ ପାଇଁ ଅନେକ ଉପକାରୀ ହୋଇଥାଏ ।

rasi4
ମେଷ ରାଶି ପାଇଁ ଲେମ୍ବୁ ର ବାସ୍ନା ବହୁତ ଭଲ ହୋଇଥାଏ । ବୃଷ ରାଶି ପାଇଁ କଇଁ ଏବଂ ଗୋଲାପ ବାସ୍ନା ତାଙ୍କ ପାଇଁ ଭଲ ହୋଇଥାଏ । ମିଥୁନ ରାଶିଙ୍କ ପାଇଁ ଲେମ୍ବୁ ଓ ଗୋଲାପ ଅତର ତାଙ୍କ ପାଇଁ ଶୁଭ ହୋଇଥାଏ । କର୍କଟ ରାଶି ପାଇଁ ଗୋଲାପ ଏବଂ ପଦ୍ମ ଶୁଭ ହୋଇଥାଏ ।

rasi

ସିଂହ ରାଶି ପାଇଁ ଚନ୍ଦନ ଗନ୍ଧ ଅତ୍ୟନ୍ତ ଶୁଭ ପ୍ରଦ ଅଟେ । କନ୍ୟା ରାଶିର ଲୋକଙ୍କ ପାଇଁ ଜାସମିନ ଏବଂ ଗୋଲାପ ଗନ୍ଧ ଶୁଭ ଅଟେ । ତୁଳା ରାଶି ପାଇଁ କଇଁ ଏବଂ ଚନ୍ଦନ ବାସ୍ନା ତାଙ୍କ ପାଇଁ ଅନୁକୁଳ । ବିଛା ରାଶି ପାଇଁ ଚମ୍ପା ଏବଂ କର୍ପୁର ବାସ୍ନା ତାଙ୍କ ପାଇଁ ଅନୁକୁଳ ହୋଇଥାଏ । ଧନୁ ରାଶି ର ବ୍ୟକ୍ତିଙ୍କ ପାଇଁ ଚନ୍ଦନ ଏବଂ କସ୍ତୁରୀ ବାସ୍ନା

ଅତ୍ୟନ୍ତ ଶୁଭ ହୋଇଥାଏ । ମକର ରାଶି ପାଇଁ ଭ୍ୟାନିଲା ଏବଂ କସ୍ତୁରୀ ବାସ୍ନା ଶୁଭ ହୋଇଥାଏ । କୁମ୍ଭ ରାଶି ପାଇଁ ଲେମ୍ବୁ ଏବଂ ଚନ୍ଦନ ବାସ୍ନା ଅତ୍ୟନ୍ତ ଶୁଭ ଅଟେ । ମିନ ରାଶିର ବ୍ୟକ୍ତି ଙ୍କ ପାଇଁ ଝୁଣା ବାସ୍ନା ଅତ୍ୟନ୍ତ ଶୁଭ ଦାୟକ ଅଟେ ।

Leave a Reply

Your email address will not be published. Required fields are marked *