ଆସନ୍ତୁ ଜାଣିବା ଇଣ୍ଡିଆନଆର୍ମି ର ସମ୍ପୂର୍ଣ ତଥ୍ଯ।ଆପଣ ଜାଣିବାକୁ ଚାଁହୁଛନ୍ତି କି ଆମେ କେଉଁଠାରୁ କେଉଁଠି ଆସିକି ପହଞ୍ଛିଛେ।ଏହାର ଆରମ୍ଭ ସେବେଠୁ ହେଇଥିଲା ସେବେଠୁ ଯେବେ ଇଷ୍ଟଇଣ୍ଡିଆ କମ୍ପାନୀ ଭାରତ କୁ ଲୁଟି ନେଇଥିଲା।ଏବଂ ନିଜ ସୁବିଧା ପାଇଁ ସେ ଭର୍ତି କଲା ଭାରତୀୟ ସେନା ଙ୍କୁ ଯାହା କି ସେନା କମ ୱଆଚମ୍ୟାନ ଅଧିକ ଥିଲେ।କାରଣ ସେନା ନୁହେଁ ସିପାଇସ ର କମ ଥିଲେ। ଏବଂ ସେମନ ଙ୍କୁ ସନମାନ ମଧ୍ୟ ଦିଆଯାଉନଥିଲା। ଯେଉଁଠି ସିପାଇସ ଙ୍କର ଦୁଃଖ ସରୁ ନଥିଲା। ଯାହାର ୪ ଟି କାରଣ ଅଛି। ସଠିକ ଭାବରେ ଦେଖଭାଲ ନ କରିବା, ଦରମା ବଢ଼ାଇବା ନାହିଁ କିନ୍ତୁ କେବଳ ଯୁଦ୍ଧ କରିବା। ବେଙ୍ଗୋଲି ମାନେ ୧୮୫୭ ରେ ଗୋଟିଏ ରିଭୋଲଟ ପ୍ରସ୍ତୁତ କରିଲେ ,
ଏହି ରିଭୋଲଟ ର ହିସାବ ରେ ସେମାନେ ଦିଲ୍ଲୀ ଉପରେ ଆକ୍ରମଣ କରିନେଇଥିଲେ।କିନ୍ତୁ ଶେଷରେ ୧୮୯୭ ରେ ସବୁ ସେନା ଙ୍କୁ ସନମାନ ମିଳିଲା ଏବଂ ସେମାନଙ୍କୁ ୱଆଚମ୍ୟାନ ରୁ ସେନାବାହିନୀ ରେ ବଦଳାଇ ଦିଆଗଲା। ଏବଂ ସେମନ ଙ୍କର ପ୍ରଥମ ଜୁଦ୍ଧ ଚାଇନା ବିପକ୍ଷ ରେ ହୋଇଥିଲା। ଏହା ପରେ ବିଶ୍ୱ ଯୁଦ୍ଧ ରେ ସେମାନେ ଜିତିକରି ଦୁଇ ଭାଗ ରେ ବିଭକ୍ତ ହୋଇଥିଲେ, ରୟାଲ ଇଣ୍ଡିଆନ ଏୟାର ଫୋର୍ସ ଏବଂ ରୟାଲ ଇଣ୍ଡିଆନ ନେଭି ଯାହା ଆଗକୁ ଯାଇ ଇଣ୍ଡିଆନ ଏଆର ଫୋର୍ସ ଅଭି ଇଣ୍ଡିଆନ ନେଭି ରେ ବଦଳିଥିଲେ।କିନ୍ତୁ ଏହି ଯୁଦ୍ଧ ରେ ନାହିଁ କିଏ ଜିତିଲା ନାହିଁ କିଏ ହାରିଲା। ଏହି ଭଳି ଦ୍ଵିତୀୟ ବିଶ୍ୱଯୁଦ୍ଧ ରେ ୫୭୫୦୦ ଲୋକ ଙ୍କର ଜୀବନ ଗଲା ଏବଂ ବହୁତ ରୁ ବହୁତ କ୍ଷତି ହୋଇଥିଲା।କିନ୍ତୁ ଏଥିରେ ଇଣ୍ଡିଆନ ଆରମି କୁ ବହୁତ ପ୍ରଶଂସା କରାଗଲା କାରଣ ଯାହାଦ୍ୱାରା ଆମକୁ ମିଳିଥିଲା ନସେରା,
ଜଙ୍ଗରପୁଛ ଏବଂ କାର୍ଗିଲ।୧୯ ଏପ୍ରିଲ ୧୯୪୪ ରେ ସେ ମିଲିଟାରି ଅଫ ଆର୍ମି ଅଫିସ ରେ ପୋଷ୍ଟିଙ୍ଗ ପାଇଲେ।୧୯୪୭ ରେ ପାର୍ଟିସନ ସମୟରେ ଇଣ୍ଡିଆ କୁ ମିଳିଲା ୧/୩ ଭାଗ ଏବଂ ପାକିସ୍ତାନ କୁ ମିଳିଲା ୨/୩ ଭାଗ। ଏବଂ ଏହା ଭବିଷ୍ୟତ କୁ ରକ୍ତ ମୟ କରିଦେଇଥିଲା କାରଣ ସେବେଠାରୁ ଆରମ୍ଭ ହୋଇଥିଲା କେବଳ ଯୁଦ୍ଧ ଆଉ ଯୁଦ୍ଧ। ଅକଟୋବର ୧୯୪୭ ରେ ପାକିସ୍ତାନୀ ମାନେ ଭାରତ ରେ ପଶିଲେ ଏବଂ ସେହି ସମୟ ରେ ଆମେ ସିଖିଥିଲେ କିପରି ଭାବେ ଯୁଦ୍ଧ କରିବା।ଏବଂ ଏହି ଶିକ୍ଷା ରୁ ଆମର ଜିତ ହୋଇଥିଲା। ୧୯୭୧ ମସିହା ରେ ଯେତେବେଳେ ଇନ୍ଦିରାଗାନ୍ଧୀ ଙ୍କୁ ପଚାରା ଗଲା ଯେ ଯଦି ପାକିସ୍ତାନ ର ଯୁଦ୍ଧ ପରେ ଆପଣ ଙ୍କ ନାମ
ପାକିସ୍ତାନ ମିଲେ ଆର୍ମି ସେଗମେଣ୍ଟ କୁ ମିଳେ ତେବେ କଣ ହେବ, କିନ୍ତୁ ସେ ଉତ୍ତର ରେ ଦେଇଥିଲେ ଯେ ଏହି ଯୁଦ୍ଧ ପାକିସ୍ତାନ ହିଁ ଜିତିବ। ଏହା ଶୁଣି କରି ମୁ ଏହା ଜାଣିଲି ଯେ ଅନ୍ୟ ମାନଙ୍କ ଭୁଲ ରୁ କିଛି ଶିଖନ୍ତୁ ଏବଂ ଆପଣ ଙ୍କ ପାଖରେ ଏତେ ସମୟ ନାହିଁ ଯେ ଆପଣ ଭୁଲ କରି ବସିବେ। ଭିମାରାଓ ଆମ୍ବେଦକର ,ଏପିଯେ ଅବଦୁଲ କଲାମ ଏମାନେ ତାଙ୍କ ଜୀବନ ରେ ବହୁତ ବଡ଼ ବଡ଼ ଭୁଲ କରିଛନ୍ତି ଏବଂ ସେଥିରୁ ସେ ମଧ୍ୟ ବହୁତ କିଛି ସିଖିଛନ୍ତି।ଆପଣ ତାଙ୍କ ଜୀବନ ଶୈଳୀ ରୁ ସିଖିପାରିବେ କିପରି କିଛି ଭୁଲ ନ କରି ବଂଚିବେ।ଏବେ ଆମେ ବଢିବା ଆଗକୁ ଯେଉଁଥିରେକି ଆମର ପ୍ରଥମ ଥର ହାର ହୋଇଥିଲା। ସେହି ଯୁଦ୍ଧ ଥିଲା ୧୯୬୧ ର ଚାଇନା ସହ ଯୁଦ୍ଧ ସେଥିରେ ଆମେ ହାରିଯାଇଥିଲେ,
ଏବଂ ଏହି ହାର ପରେ ଗୋଟିଏ ସ୍ପେସିଆଲ ଫ୍ରଣ୍ଟ ଇଅର ଫୋର୍ସ ଏହାର କାମ ହେଉଛି ଇଣ୍ଡିଆ ଓ ଚାଇନା ବଡର ରେ ସିକ୍ରେଟ ଅପେରସନ କରିବା। ଏବଂ ସବୁ ତଥ୍ୟ କୁ ଏକାଠି କରିବା।ଯେତେବେଳେ ଫ୍ରାନ୍ସ ଏବଂ ବ୍ରିଟେନ ଆମର ସାହାଯ୍ୟ କରୁଥିଲେ ସେତେବେଳେ ଆଉ କେହି ଥିଲା ଯିଏ କି ପାକିସ୍ଥାନ କୁ ସାହାଯ୍ୟ କରୁଥିଲା। ଆମ ଜୋସ ସେହି ଠାରୁ ଆରମ୍ଭ ହୋଇଥିଲା,ଆମର ସୈନ୍ୟ ମାନେ ପ୍ରଥମ ଥର ବରଡର ପାରି ହୋଇ ଲହୋର ପାଖ ରେ ଯାଇ ପହଞ୍ଛିଥିଲେ। ଯେଉଁଠି ୱଆରଲଡ ୱଆର ୨ କୁ ସାମ୍ନା କରିଥିଲେ।ସେତେବେଳେ ଗୋଟିଏ କଥା ଜଣା ପଡିଯାଇଥିଲା ଯେ ଜିତ ପାକିସ୍ତାନ ର ନୁହେଁ ହିନ୍ଦୁସ୍ଥାନ ର ହେବାର
ଥିଲା।୩ ଡ଼ିସେମ୍ୱର ୧୯୭୧ ରେ ୧୧ଐଆରର୍ଫୋର୍ସ ବେସେସ ଏବଂ ଷ୍ଟେସନ ରେ ଆମେ କିଛି ଅଦ୍ଭୁତ କାମ କରିଦେଇଥିଲୁ। ଯାହାର ଜବାବ ପାଇଁ ଆମେ ପାକିସ୍ତାନ ନେଭି କୁ ଭାଙ୍ଗିଦେଇଥିଲୁ।ଏବଂ ପକିସ୍ଥାନ କି ବଙ୍ଗଳାଦେଶରେ ରେ ପରିଣତ କରିଦେଇଥିଲୁ।୧୯୮୪-୨୦୦୩ ଏହି ସମୟ ଥିଲା ସିଆଚୀନ କନଫ୍ଲିଟ ର ସମୟ ଯେତେବେଳେ କି ସିଆଚୀନ ଉପରେ ନାହିଁ ଇଣ୍ଡିଆ ର ହକ ଥିଲା ନାହିଁ ପାକିସ୍ଥାନ ର ତେଣୁ ଘମା ଘୋଟ ଯୁଦ୍ଧ ଚାଲୁରହିଲା। ଏବଂ ଇଣ୍ଡିଆ ଯୁଦ୍ଧ ସହିତ ସିଆଚୀନ ର ୨୫୦୦ କିମି ଏରିଆ ଜିତିଗଲା।୨୦୦୮ ରେ ନକ୍ସଲବାଦି ମାନଙ୍କ ସହ ଲଢ଼ିବା ପାଇଁ କୋବ୍ରା ଆସିଲା। ଏହି ପରି ଇଣ୍ଡିଆ ବହୁତ କିଛି ଶିଖିଯାଇଛି।ଏବଂ ମର୍କୋସ, କୋବ୍ରା ଏବଂ ପାରା କମାଣ୍ଡ ଭଳି ଫୋର୍ସ ବନିଅଛି।