2

ତମ୍ବା ବାସନରେ ପାଣି ରଖିବାର ଫାଇଦା ।

NEWS

କରୋନା ଭୁତାଣୁ କୁ ଆଜିକା ଦୁନିଆ ରେ ଗୋଟିଏ ବଡ ମହାମାରି ବୋଲି ମାନାଯାଇଛି। ଯେତେବେଳେ ଦୁନିଆ ରେ ଭୁତାଣୁ କୁ ସାରିବା ପାଇଁ ଆପଣ କିଛି ଏମିତି ଉପାୟ କରିପାରିବେ ଯାହା ଦ୍ୱାରା ଆପଣ ନିଜକୁ ଏବଂ ନିଜ ପରିବାର କୁ ସୁରକ୍ଷା ରେ ରଖିପାରିବେ।ଭାରତୀୟ ସାଂସ୍କୃତିକ ରୀତି ନୀତି ସଙ୍କ୍ରମଣ କୁ ରୋକିପାରେ। ପ୍ରତିଷ୍ଠିତ ନିଉ ଇଙ୍ଗଲଣ୍ଡ ଅଫ ଜୋନାଲ ମେଡ଼ିସିନ ରେ ଏହା ବାହାର କରାଗଲା କି କରୋନା ଭାଇରସ ମଣିଷ ଶରୀର ବାହାରେ ଆମର ଘରେ,

ଅଫିସ ରେ ଏବଂ ବାହାର ଜାଗା ରେ କେତେ ଦୂର ପର୍ଯ୍ୟନ୍ତ ଶକ୍ତିଶାଳୀ ରହିଥାଏ। କିନ୍ତୁ ଏହା ସତ୍ୟ ଯେ ଭାଇରସ ତମ୍ବା ପାତ୍ର ରେ ୪ ଘଣ୍ଟା ରୁ ଅଧିକ ଜୀବିତ ରହିପାରେ ନାହିଁ।ଏହା ଗୋଟିଏ ଅଧ୍ୟ୍ୟୟନ ରୁ ଜଣାପଡିଲା କି ଭାଇରସ କୁ ନଷ୍ଟ କରିବା ରେ ତମ୍ବା ବହୁତ ଫଲପ୍ରଦ ହୋଇଥାଏ। ଆମେରିକା ର ମେଡିକାଲ ରେ ଏହା ଜଣାପଡିଲା ଯେ ତମ୍ବା ପାତ୍ର ର ବ୍ୟବହାର ଦ୍ୱାରା ଏହା ୯୭ ପ୍ରତିଶତ ବ୍ୟାକଟେରିଆ କୁ ମରିଦିଏ।

tamba 2

ତମ୍ବ ସବୁବେଳେ ଭାରତୀୟ ସଂସ୍କୃତି ର ଗୋଟିଏ ପୁରୁଣା ଅଭିନବ ଅଟେ। ଆମେ ତମ୍ବା ଜାଗା ରେ ପାଣି ପିଇଥାଉ ଏବଂ ତମ୍ବା ଓ ପିତଳ ବାସନ ରେ ଖାଦ୍ୟ ଖାଇଥାଉ। ଏହା ବ୍ୟତୀତ ତମ୍ବା ବାସନ ର ବ୍ୟବହାର ଆହୁରି ବହୁତ ଉପାୟ ରେ ମଧ୍ୟ ସାହାଯ୍ୟକାରି ହୋଇଥାଏ।ପାଣି କୁ ଆମେ କିପରି ଘରେ ରଖିବା ଏହା ପାଇଁ ପୁରା ବିଜ୍ଞାନ ଅଛି ଯେ ଆମେ ଏହାକୁ କିପରି ରଖିବା, କେମିତି ରଖିବା ଏବଂ କେଉଁ ଭଳି ବାସନ ରେ ରଖିବା।

tamba 1

ପୂର୍ବ କାଳ ରେ ପାଣି କୁ ବିନା ମୁଣ୍ଡ ନୁଆଇଁ କେହି ପିଉନଥିଲେ। କାରଣ ପାଣି ଆମ ଶରୀର କୁ କିଭଳି ଶକ୍ତି ଦେଇଥାଏ ସେଟା କେବଳ ପାଣି ଜାଣିଛି। ଏହା ଲୋକ ଙ୍କୁ ଶିଖିବା ଏବଂ ଜାଣିବା ପାଇଁ ବହୁତ ବିଶାଳ ପ୍ରକ୍ରିଆ ଅଟେ। ଯଦି ଆପଣ ପାଣି କୁ ତମ୍ବା ପାତ୍ର ରେ ୬ ଘଣ୍ଟା ପାଇଁ ରଖିବେ ଏବଂ ତାପରେ ପିଇବେ ।ତେବେ ଆପଣ ଦେଖିବେ ପାଣି ବହୁତ ଅଲଗା ଲାଗିବ ଏବଂ ଯେଉଁ ଛୋଟ ମୋଟ ରୋଗ ଲୋକ ଙ୍କୁ ହଇରାଣ କରେ ଏହା ମଧ୍ୟ ସେଥିରୁ ରକ୍ଷା କରେ।

ପାଣି କୁ ସଠିକ ଉପଯୋଗ ଜାଗା ରେ ରଖି ସବୁ କୁ ସଠିକ କରାଯାଇପାରେ। ଉପଯୋଗ ର ମାନେ ସେଠାରେ ଭଲ ଭାବରେ ପବନ ବହୁଥିବ ଏବଂ ଆପଣ ପାଣି କୁ ନେଇ କିପରି ଭାବୁଛନ୍ତି।,ପାଣି ର ବିଷୟରେ ଆପଣ ଙ୍କ ବିଚାର ଯେ ଏବେ ମୁ ଯାହା କିଛି ବି ଅଛି ତାର ମୁଖ୍ୟ କାରଣ ଏହା ଅଟେ। ଏହା କେଉଁ ସାଧାରଣ ପଦାର୍ଥ ନୁହେଁ। ଏହା ଏକ ଜୀବନ କୁ ପ୍ରସ୍ତୁତ କରିବା ପଦାର୍ଥ ଅଟେ।ଯଦି ଆପଣ ପାଣି ପ୍ରତି ଉଲାସ ଭାବ ଏବଂ ପ୍ରେମ ରଖୁଛନ୍ତି ତେବେ ଆପଣ ଦେଖିବେ ପାଣି ଆପଣଙ୍କ ଭିତରେ ବହୁତ ଅଲଗା ପ୍ରକାର ପ୍ରତିକ୍ରିଆ ଦେବ। ପାଣି କୁ କିପରି ପିଇବା ଏବଂ କେଉଁ ପାତ୍ର ରେ ପିଇବା ଏହା ଦ୍ୱାରା ବହୁତ ରୋଗ କମିଯାଇଥାଏ।

Leave a Reply

Your email address will not be published. Required fields are marked *