3

ଉଜ୍ଜ୍ୱଳ ତ୍ୱଚା ପାଇଁ ଯୁସ – ଜାଣି ରଖନ୍ତୁ ।

NEWS

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ଆଉ ସୌନ୍ଦର୍ଯ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ହୁଏତ ବହୁତ ଦରକାରୀ ସାବ୍ୟସ୍ତ ହେଇପାରେ। ତେବେ ଆପଣ ଜାଣନ୍ତି କି ଆଜିକାଲି ଉଜ୍ଜ୍ୱଳତା ତଥା ତ୍ୱଚାର ଗୋରାପଣ କେତେ ଅଧିକ ଜରୁରୀ ହେଇଯାଇଛି। ତେବେ ତ୍ୱଚାର ଗୋରାପଣ ପାଇଁ ଆମେ କେତେ କଣ ବ୍ୟବହାର କରିଥାଉ ଆଉ ଆମେ ଏହା ଭୁଲି ଯାଇଥାଉ କି ଆମ ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟ ପାଇଁ ହି ଆମ ଚେହେରା ଗୋରା ଆଉ ସଫା ରହିଥାଏ। ତେବେ ଆଜି ଆମେ କହିବୁ କି ଆପଣ ଏପରି ଏକ ଯୁସ ଗ୍ରହଣ କରିବେ ଯାହା କି ଆପଣଙ୍କ ତ୍ୱଚାକୁ ଅଧିକ ଗୋରା ଆଉ ଉଜ୍ଜ୍ୱଳ କରିବ। ଆସନ୍ତୁ ଜାଣିବା ଏହା ବାବଦରେ।

ତେବେ ଆପଣ ଜାଣନ୍ତି କି ନାରୀ ମାନଙ୍କର ପ୍ରଥମ ପସନ୍ଦ ହେଇଥାଏ ଗ୍ଲୋୟିଙ୍ଗ ସ୍କିନ ଆଉ ବ୍ରଣ ମୁକ୍ତ ତ୍ୱଚା। ତେବେ ଏହା ପାଇଁ ସବୁ ଝିଅ ମାନେ କେତେ ପ୍ରକାରର କଣ କଣ ପ୍ରଡକ୍ଟ ବ୍ୟବହାର କରନ୍ତି ଆଉ ତାହାର ଫାଇଦା ଆପଣଙ୍କୁ ହୁଏତ ଜଣା ନଥାଏ। ମାତ୍ର ଆମେ ଏହା ଭୁଲି ଯାଇଥାଉ କି ଆମ ଭିତର ସୁସ୍ଥ ରହିବା ଆମ ପାଇଁ ନିହାତି ଦରକାର। ତେବେ ଆସନ୍ତୁ ଜାଣିବା କିଛି ଯୁସ ମାନଙ୍କ ବାବଦରେ।

juice 1
ଆପୁଲ ଯୁସ:- ଏହାର ଫାଇଦା ବାବଦରେ ଆପଣ ସଭିଙ୍କୁ ଭଲ ଭାବେ ଜଣା ଥିବ। ମାତ୍ର କଣ ଆପଣ ଜାଣନ୍ତି କି ଏହା ଭିତରେ ଆଣ୍ଟି ଅକ୍ସୀଡାଣ୍ଟ ଭରା ଥାଏ ଆଉ ତାହା ଆମ ଚର୍ମ ଭିତରର ସବୁ ବ୍ୟାକ୍ଟେରିଆ ମାରିବା ସହ ଆମ ଚେହେରାକୁ ନରମ ଆଉ ଗ୍ଲୋୟିଙ୍ଗ କରିଥାଏ। ଏଥି ସହିତ ଆମ ଚେହେରାର ଅଧିକ ବୟସ ଦ୍ୱାରା ପଡୁଥିବା ରିଙ୍କିଲ ମଧ୍ୟ କମ କରିଥାଏ।

apple 2

ତେବେ ଆପଣ ମଧ୍ୟ ଯଦି ଗ୍ଲୋୟିଙ୍ଗ ସ୍କିନ ଚାହାନ୍ତି ତାହେଲେ ଆପଣ ଆପୁଲ ଯୁସ ନିଶ୍ଚୟ ଗ୍ରହଣ କରନ୍ତୁ। ଅମୃତଭଣ୍ଡା ମଧ୍ୟ ଆପଣଙ୍କ ସ୍କିନ ପାଇଁ ଏକ ବହୁତ ଭଲ ଅପ୍ସନ ହେଇଥାଏ। ଏହା ଭିତରେ ଥିବା ଆଣ୍ଟି ଅକ୍ସିଡାଂଟ ଆଉ ଆନ୍ତି ବ୍ୟାକ୍ଟେରିଆଲ ଗୁଣ ଆମ ଶରୀରକୁ ବହୁତ ସୁସ୍ଥ କରିଥାଏ ଆଉ ତାହା ସହ ଏହା ଭିତରେ ଅନେକ ଏପରି ତତ୍ତ୍ୱ ଥାଏ ଯାହା କି ଆମ ତ୍ୱଚାକୁ କ୍ଲିନ କରିଥାଏ।

ତେବେ କାକୁଡି ଆପଣ ଦୈନନ୍ଦିନ ଜୀବନରେ ଅନେକ ସାଲାଡ଼ ତଥା ଅନ୍ୟାନ୍ୟ ଭାବେ ଗ୍ରହଣ କରୁଥିବେ ମାତ୍ର କଣ ଆପଣ ଜାଣନ୍ତି କି ସାଲାଡ଼ ଭିତରେ ଥିବା କାକୁଡି ଆପଣଙ୍କ ତ୍ୱଚାକୁ କ୍ଲିନ କରିପାରେ। କାରଣ ସାଲାଡ଼ ଭିତରେ ଆଣ୍ଟି ଅକ୍ସୀଡାଣ୍ଟ ତଥା ଆନ୍ତି ବ୍ୟାକ୍ଟେରିଆଲ ଗୁଣ ଅନେକ ପରିମାଣରେ ଥାଏ ଯାହା କି ଆପଣ ନିଜ ତ୍ୱଚା ଉପରେ ଲଗାଇବା ଦ୍ୱାରା ତାହା ସ୍ମୁଥ ହେବା ସହ ବହୁତ କ୍ଲିନ ମଧ୍ୟ ହେଇଥାଏ।

Leave a Reply

Your email address will not be published. Required fields are marked *