4

କଫ ହେଲେ ଦୂର କରିବାର ଘରୋଇ ଉପାୟ ।

HEALTH

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଥାବସ୍ତୁ କହିବାକୁ ଯାଉଛୁ। ତେବେ ଆପଣ ଜାଣନ୍ତି କି ଆଜିକାଲି ଜଳବାୟୁ କିଭଳି ଭାବେ ପ୍ରଦୂଷିତ ହେଇ ରହିଛି ଆଉ ଏହା ଭିତରେ ରହୁଥିବା ଲୋକ ଧୂମ୍ରପାନ ନକଲେ ମଧ୍ୟ ତାଙ୍କର କଣ୍ଠସ୍ୱର ବହୁଳ ଭାବେ ପ୍ରଦୂଷିତ ରହୁଛି। ତେବେ ଏହାର ଅନେକ ଔଷଧି ଆପଣ ମାନଙ୍କ ପାଖରେ ହୁଏତ ଉପଲବ୍ଧ ଥିବ ମାତ୍ର

ଏହା ବାବଦରେ ବଡ଼ ଔଷଧି ଆପଣଙ୍କୁ ହୁଏତ ଜଣା ନାହିଁ। ଏହାର ଘରୋଇ ଉପାୟ ମଧ୍ୟ ଅଛି ଯାହା ବାବଦରେ କି ଆମେ ଆଜି ଚର୍ଚ୍ଚା କରିବୁ। ଏହାର ଉପାୟ ପ୍ରଦାନ କରିବେ ବାବା ରାମଦେବ। ତେବେ ସେ ସର୍ବଦା ଆମ ଇନ୍ଦ୍ରିୟ ମାନଙ୍କର ଖୋଲିବା ଉପରେ ଜ୍ଞାନ ପ୍ରଦାନ କରନ୍ତି ମାତ୍ର ଆଜିର ଜ୍ଞାନ ଅଲଗା ଅଟେ ଯାହା ବାବଦରେ ସେ କହିବେ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା।

cold 2

ତେବେ ଆପଣ ଜାଣନ୍ତି କି ଆମେ ଆପଣଙ୍କ ପାଖରେ ଆଗରୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଚର୍ଚାଆ କରି ସାରିଛୁ। ତେବେ ଏହି ସମସ୍ତ ବିଷୟ ମାନଙ୍କରେ ଆମେ ଓଜନ କମେଇବା, ଓଜନ ବୃଦ୍ଧି କରିବା ତଥା ଆପଣଙ୍କ ଶରୀରର ଫିଟ ରହିବା ବାବଦରେ ଚର୍ଚା କରିଛୁ। ଆମ ଶରୀର ସେତେବେଳେ ନିରୋଗ ରହିଥାଏ ଯେତେବେଳେ ତାହା ସମ୍ପୂର୍ଣ ରୂପେ ଫିଟ ରହେ। ତେବେ ଏହି ସବୁ ପାଇଁ ଆମକୁ ଆମ ବ୍ୟାୟାମ, ଓଜନ ତଥା ଆମ ଖାଦ୍ୟ ମାନଙ୍କ ଉପରେ ଧ୍ୟାନ ଦେବାକୁ ହୁଏ। ଆଜି ଆଉ ଏକ ବଡ଼ ବିଷୟ ବାବଦରେ ଆମେ ଚର୍ଚା କରିବାକୁ ଯାଉଛୁ ଯାହା କି କଫ ଦୂର କରିବାର ଘରୋଇ ଉପାୟ ବାବଦରେ ଅଟେ।

cold 1

ବାବା କହିଲେ କି, ” ଲୋକମାନେ ମୋତେ ପଚାରନ୍ତି କି ବାବା ଆପଣ ଅଷ୍ଟ ଇନ୍ଦ୍ରିୟ ଖୋଲିବାର ଉପାୟ କୁହନ୍ତି ଆଉ ମପର ତ ନାକ ଇନ୍ଦ୍ରିୟ ହି ଖୋଲୁନାହିଁ ତେବେ ମୁ ଅଷ୍ଟ ଇନ୍ଦ୍ରିୟ କଣ ଖୋଲିବି। ତେବେ ଆଜି ଆମେ ତାହାର ଏକ ଉପାୟ ହି କହିବୁ ଯାହାଦ୍ୱାରା କି ବାବା ମଧ୍ୟ ଠିକ ହେଲେ। ଅନୁ ତେଲ ଆଣି ମୁ ନିଜର ବ୍ରୋଙ୍କାଇଟିସରେ ଲଗାଇଲି। ତେବେ ବ୍ରୋଙ୍କାଇଟିସ ଭିତରେ ଅନେକ ବ୍ୟାକ୍ଟେରିଆ ଆଉ ଭାଇରସ ପସିଯାଇଥାଏ

ଯାହା କି ଆମ ବ୍ରୋଙ୍କାଇଟିସକୁ ଖରାପ କରିଥାଏ ଆଉ ତାହାର ସୂଚନା ଆମକୁ ସେତେବେଳେ ଲାଗେ ଯେତେବେଳେ ଆମ କଫ ଜମା ବି ଦୂର ହେଇ ନଥାଏ। ତେବେ ଏହି ଉପାୟ ଅବଲମ୍ବନ କରି ବାବା ମଧ୍ୟ ଠିକ ହେଇଥିଲେ ଆଉ ଏହି ଉପାୟ ଦ୍ୱାରା ବାବାଙ୍କର ଶିଷ୍ୟ ମାନେ ମଧ୍ୟ ଠିକ ହେବେ।କଫ ଆପଣଙ୍କ ଗଳା ଖରାପ କରିଥାଏ ଆଉ ତାହାପରେ ଆପଣଙ୍କୁ କଣ୍ଠମୃତ ଶୋଷିବା ଦରକାର ଯାହା କି ଆପଣଙ୍କ ଗଳା ଠିକ କରିବାରେ ଆପଣଙ୍କ ସହାୟକ ହେବ।”

Leave a Reply

Your email address will not be published. Required fields are marked *