ଆସନ୍ତୁ ଆଜି ଆମେ ଜାଣିବା ସଖାଳୁ ଖାଲି ପେଟ ରେ ଗରମ ପାଣି ସହ ମହୁ ମିଶାଇ ପିଇବା ର ଫାଇଦା।ଗରମ ପାଣି ରେ ମିସିଥିବ ମହୁ ର ପାଣି ଦେଖିବାକୁ ସାଧାରଣ ଲାଗେ କିନ୍ତୁ ଏହା ଆମ ଶରୀର ବହୁତ ସମସ୍ୟା କୁ ଦୂର କରିବା ର କ୍ଷମତା ରଖିଥାଏ।ସଖାଳୁ ସଖାଳୁ ଏହି ପାଣି ପିଇବା ଦ୍ୱାରା ସାରା ଦିନ ଆପଣ ଙ୍କୁ ତେଜ ଅନୁଭବ ହେବ।ମହୁ ଶରୀର ପାଇଁ ସ୍ବାସ୍ଥ୍ୟକର ବୋଲି ମାନାଯାଏ।
ଯଦି ଆପଣ ପ୍ରତିଦିନ ଗୋଟିଏ ଚାମଚ ମହୁ ଖାଇବେ ତେବେ ଏହା ଦ୍ୱାରା ଆପଣ ଙ୍କ ଶରୀର କୁ ବହୁତ ଫାଇଦା ମିଳିଥାଏ।କିନ୍ତୁ ଆପଣ ଯଦି ସଖାଳୁ ଏହାକୁ ଗରମ ପାଣି ସହ ମିଶାଇ ପିଇବେ ତେବେ ଆପଣ ଙ୍କର ଆହୁରି ଅଧିକ ଫାଇଦା ହେବ ଏବଂ ଆପଣ ଶରୀର ର ବହୁତ ଜିନିଷ ରୁ ଛୁଟି ପାଇବେ।ମହୁ ପାଣି ପିଇବା ଦ୍ୱାରା ଏହା ଆମକୁ ଖାସ ରୋଗ ରୁ ରକ୍ଷା କରିବା ସହ ଆମର କଫ ମଧ୍ୟ ହୋଇନଥାଏ।
ବନ୍ଧୁ ଓଜନ କମାଇବାରେ ମଧ୍ୟ ଏହା ବହୁତ ସାହାଯ୍ୟ କରେ କାରଣ ଏହାର ସେବନ ଦ୍ୱାରା ଭୋକ କମ ଲାଗିଥାଏ।ଏହା ସହିତ ଭଲ ଖାଦ୍ୟ ହଜମ ହେବା ପାଇଁ ସଖାଳୁ ଗରମ ପାଣି ରେ ଲେମ୍ବୁ ଏବଂ ମହୁ ମିଶାଇ କରି ପିଇବା ଦରକାର।ଯାହା ଦ୍ୱାରା ଏହା ଆମ ଶରୀର ର ପାଚନ କ୍ରିୟା କୁ ମଧ୍ୟ ସଠିକ ରଖିଥାଏ।ମହୁ କୁ ଗରମ ପାଣି ରେ ମିଶାଇ ପିଇବା ଦ୍ୱାରା ଆମକୁ ଶକ୍ତି ମଧ୍ୟ ମିଳିଥାଏ।
ଏହା ସହିତ ଆମ ଶରୀର ରେ ଅଧିକ ହେଉଥିବା ଚର୍ବି ମଧ୍ୟ କମ ହୋଇଥାଏ।ସଖାଳ ସମୟରେ ଏହାକୁ ପିଇବା ସବୁଠାରୁ ହେଲଦି ମଧ୍ୟ ହୋଇଥାଏ।ଗରମ ପାଣି ରେ ମହୁ ର ମିଶ୍ରଣ ମଧ୍ୟ ଆମର ତ୍ଵଚା ପାଇଁ ବହୁତ ସୁନ୍ଦର ହୋଇଥାଏ।ମହୁ ରେ ଆଣ୍ଟି ବ୍ୟାକଟେରିଆ ଥାଏ ଯାହାକି ପେଟ ରେ ହେଉଥିବା କିଛି ବି ସଙ୍କ୍ରମଣ ରୁ ରକ୍ଷା କରିଥାଏ ଏବଂ ଆମର ପାଚନ କ୍ରିୟା କୁ ଠିକ ରଖିଥାଏ। ଏବଂ ଆମର ତ୍ଵଚା ସଫା ହୋଇଯାଏ।ଏବଂ ଯଦି ଆପଣ ମହୁ ଏବଂ ଲେମ୍ବୁ କୁ ମିଶାଇ
ଗରମ ପାଣି ରେ ପିଇବେ ତେବେ ଆପଣ ଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।ଏବଂ ଆମ ଶରୀର ରେ ଋତୁ ପରିବର୍ତ୍ତନ ଯୋଗୁ ହେଉଥିବା ଇନ୍ଫେକ୍ସନ କୁ ମଧ୍ୟ ଦୂର କରିଥାଏ ।ଏବଂ ଏହାର ସେବନ ଦ୍ୱାରା ଥଣ୍ଡା ଜର ଭଳି ରୋଗ ରୁ ମଧ୍ୟ ରକ୍ଷା ମିଳିଥାଏ। ବନ୍ଧୁ ଗରମ ପାଣି ରେ ମହୁ ଏବଂ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଶରୀର ରେ ରକ୍ତ ସଞ୍ଛାଳନ ରେ ସୁଧାର ଆସିଥାଏ। ସଖାଳୁ ଗରମ ପାଣି ରେ ମହୁ ଏବଂ ଲେମ୍ବୁ ମିଶାଇ ପିଇବା ଦ୍ୱାରା ଏହା ଆମ ଶରୀର କୁ ଔଷଧିୟ ଗୁଣ ଦେଇଥାଏ।