4

ସୁସ୍ଥ ଶରୀର ପାଇଁ ଶୋଇବାର ପ୍ରକୃତ ସ୍ଥିତି – ଜାଣି ରଖନ୍ତୁ ।

NEWS

ଆପଣ ଜାଣିଛନ୍ତି କି ଶୋଇବା ର ସଠିକ ସ୍ଥିତି ରହିବା ଦରକାର।କାରଣ ଭୁଲ ସ୍ଥିତି ରେ ଶୋଇବା ଦ୍ୱାରା ୧୦୦ ପ୍ରକାର ର ରୋଗ ହୋଇଥାଏ।ନିଦ ସଠିକ ରେ ହୁଏ ନାହିଁ,ଅଣ୍ଟା ରେ ଦରଜ ହୋଇଯାଏ, କାନ୍ଧ ରେ ଦରଜ ହୋଇଯାଏ,ବେକ ଅକା ହୋଇଯାଏ, ପଛ ଅଣ୍ଟା ର ଉପର ଭାଗ ଦରଜ ହୋଇଯାଏ,ଆପଣ ଙ୍କୁ ଗୋଡ ହାତ ସବୁ ଦୁର୍ବଳ ଲାଗେ ।ନିଦ ପିର ହେବ ନାହିଁ ସାରା ଦିନ ଥକା ଥକା ଲାଗିବ,

ଶରୀର ରେ ରକ୍ତ ସଂଚାର ସଠିକ ଭାବରେ ହେବ ନାହିଁ,ଏବଂ ବହୁତ ଅସୁବିଧା ର ସମ୍ମୁଖୀନ ହେବା କୁ ପଡିବ।ତେବେ ଶୋଇବା ର ସଠିକ ତରିକା କଣ ଅଟେ,କେମିତି ଶୋଇବେ ଆସନ୍ତୁ ଜାଣିବା। ମୁ ବହୁତ ଲୋକ ଙ୍କୁ ଦେଖିଛି ଯେ ସେମାନେ ଓଲଟା ଶୁଅନ୍ତି। ଆପଣ ଓଲଟା ଶୋଇବା ଦ୍ୱାରା ତେବେ ଆପଣ ଙ୍କ ପେଟ ମାଡି ହୋଇଜିବ, ଏବଂ ତକିଆ ବ୍ୟବହାର କରିବା ଯୋଗୁ ମୁଣ୍ଡ ଉପରକୁ ଉଠିଯିବ ,

SLEEP

ଯାହା ଦ୍ୱାରା ଆପଣ ରାତିରେ ଖାଇଥିବା ଖାଦ୍ୟ ସଠିକ ଭାବରେ ହଜମ ହେବ ନାହିଁ ଏବଂ ଆପଣ ଙ୍କ ପାଚନ ତନ୍ତ୍ର ମଧ୍ୟ ସଠିକ ଭାବରେ କାମ କରିବ ନାହିଁ। ଏବଂ ଆପଣ ଙ୍କୁ କୋଷ୍ଟ କାଠିନ୍ୟ ହେବା ର ସମ୍ଭାବନା ରହିଅଛି।କିଛି ଲୋକ ଡାହାଣ ପଟକୁ ଶୁଅନ୍ତି ଏବଂ ଆମର ଯେଉଁ ହାର୍ଟ ଅଛି ତାହା ବାମ ପଟେ ଅଛି।ଏବଂ ଏହା ଦିନସାରା କାମ କରି କରି ଆପଣ ଡାହାଣ ପଟକୁ ଶୋଇବା ଦ୍ୱାରା ଏହି ଅଙ୍ଗ ର ଓଲଟା ଦିଗରେ ହେଉଥିବାରୁ

ଏହାକୁ ସଠିକ ଭାବରେ ବିଶ୍ରାମ ମିଳିବ ନାହିଁ ଏହା ସହ ଖାଦ୍ୟ ମଧ୍ୟ ହଜମ ହେବ ନାହିଁ। ତେଣୁ ଡାହାଣ ପଟକୁ ମାଡି ହୋଇ ଶୋଇବା ମଧ୍ୟ ଉଚିତ ନୁହେଁ। ଏବଂ କିଛି ଲୋକ ମଧ୍ୟ ପିର ସିଧା ହୋଇ ଶୁଅନ୍ତି, ଏହା ଦ୍ୱାରା ମଧ୍ୟ ନାହିଁ ଆପଣ ଙ୍କୁ ଭଲ ନିଦ ଆସିବ ନାହିଁ ଆପଣ ଙ୍କ ଶରୀର ସଠିକ ଭାବରେ କାମ କରିପାରିବ।ଏବଂ ରାତି ସାରା ମଧ୍ୟ ଆପଣ ସିଧା ସୋଇପରିବେ ନାହିଁ

sleep

କାରଣ ନିଦରେ ଆପଣ ଏପଟ ସେପଟ ମଧ୍ୟ ହୋଇଯିବେ।ତେଣୁ ଶୋଇବା ର ପ୍ରକୃତ ତରିକା ହେଉଛି ଆପଣ ବାମ ପଟକୁ ମାଡି ହୋଇ ସୁଅନ୍ତୁ।ଏବଂ ଆପଣ ଜେଉନ୍ତକିଅ ବ୍ୟବହାର କରୁଛନ୍ତି ତାହା ବହୁତ ପତଳା ହେବ ଦରକାର।କାରଣ ମୋଟା ତକିଆ ବ୍ୟବହାର କରିବା ଦ୍ୱାରା ଆପଣ ଙ୍କ ବେକ ଏକା ହେବା ସହ ଆପଣ ଙ୍କୁ ନିଶ୍ୱାସ ନେବାରେ ଅସୁବିଧା ଆରମ୍ଭ ହୋଇଯିବ।ଏବଂ ତାଙ୍କର ହାର୍ଟ ଭଲ ଭାବରେ ପମ୍ପ କରିପାରିବ ନାହିଁ

ତେଣୁ ଯଦି ଆପଣ ସଠିକ ଭାବରେ ଶୋଇବା ପାଇଁ ଚାଁହୁଛନ୍ତି ତେବେ ବାମ ପଟକୁ ମାଡି ହୋଇ ସୁଅନ୍ତୁ,ପୁରା ପତଳା ତକିଆ ନିଅନ୍ତୁ।ଏବଂ ରାତିରେ ପୁରା ଲାଇଟ କୁ ବନ୍ଦ କରନ୍ତୁ,ଯେମିତି କି ଆପଣ ଙ୍କ ଫୋନ ର ଲାଇଟ ମଧ୍ୟ ଜଳିବ ନାହିଁ କିମ୍ବା ଜିରୋ ଲାଇଟ ମଧ୍ୟ ଜଳିବ ନାହିଁ।ଏହା ଦ୍ୱାରା ଆପଣ ଙ୍କୁ ଭଲ ନିଫ ଆସିବ ଏବଂ ଯେତେ ଭଲ ନିଦ ଆପଣ ଙ୍କୁ ଆସିବ ସେତେ ଭଲ ଆପଣ ଙ୍କ ଶରୀର ସୁସ୍ଥ ରହିବ।

Leave a Reply

Your email address will not be published. Required fields are marked *