ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ IAS ପରିକ୍ଷା ରେ ପଚରା ଜାଇ ଥିବା ଏକ ପ୍ରଶ୍ନ ଜାହା ବିଷୟ ରେ ଆପଣ ମାନଙ୍କୁ ବି ନିଶ୍ଚିତ ଭାବେ ଜାଣି ରଖିବା ଉଚିତ୍ ତେବେ ଏହି ପ୍ରଶ୍ନ ଟି ହେଲା କେଉଁ ଜିନିଷ ଯାହା ଗାଈ ମାନଙ୍କ ପଛ ରେ ଥାଏ ଓ ଝିଅ ମାନଙ୍କ ଆଗରେ ଥାଏ ? ତେବେ ବନ୍ଧୁଗଣ ଏହି ପ୍ରଶ୍ନ ଏବଂ ଏହାର ଉତ୍ତର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିବା ହେଲେ ଆପଣ ମାନେ ଏହା ପୂର୍ବ ରୁ ନିଶ୍ଚିତ ଭଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାହା ଫଳ ରେ ଆପଣ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରିବେ । ପ୍ରଥମେ ତ ଆପଣ ମାନେ ଏହି ପ୍ରଶ୍ନ କୁ କେବେ ବି ଖରାପ ଉଦ୍ୟେଶ ରେ ନିଅନ୍ତୁ ନାହିଁ ବରଂ ଆପଣ ମାନେ ଏହାର ଉତ୍ତର ଜାଣି ଥିଲେ ନିଶ୍ଚିତ ଭାବେ ଏହାର ଉତ୍ତର ଆପଣ ମାନେ କମେଣ୍ଟ ରେ ଦେଇ ପାରନ୍ତି ।
ପ୍ରଶ୍ନ – କିପରି ଜଣେ ବ୍ୟକ୍ତି 8 ଦିନ ନ ଶୋଇକି ରହି ପାରିବ |
ଏହାର ସଠିକ୍ ଉତ୍ତର ହେଲା ମନୁଷ୍ୟ ରାତି ରେ ସୋଇଥାନ୍ତି ତେଣୁ ଦିନ ରେ ଶୋଇବା ଆବଶ୍ୟକ ନାହିଁ |
ପ୍ରଶ୍ନ – ଯଦି ଏକ ଟେବୁଲ ଉପରେ ଟୋକେଇ ରେ 5 ଗୋଟି କଦଳୀ ରହିଛି ତେବେ ଆପଣ 6 ଲୋକ ଙ୍କ ମଧ୍ୟ ରେ କିପରି ବାଣ୍ଟିବେ ?
ଏହାର ସଠିକ୍ ଉତ୍ତର ହେଲା ଟେବୁଲ ଉପରେ 1 ଓ ଟୋକେଇ ରେ 5 ଗୋଟି ରହିଛି ।
ପ୍ରଶ୍ନ -ଆପଣ ଏକ ହାତ ରେ ହାତୀ କୁ କିପରି ଉଠାଇବେ ?
ଏହାର ସଠିକ୍ ଉତ୍ତର ହେଲା ଏପରି କେଉଁ ହାତୀ ନାହିଁ ଯାହାର ହାତ ଅଛି ।
ପ୍ରଶ୍ନ – ଝିଅ ଙ୍କ ଅଧିକ ଗହଳିଆ ବାଳ କେଉଁଠାରେ ରହିଥାଏ ?
ଏହାର ସଠିକ୍ ଉତ୍ତର ହେଲା ଆଫ୍ରିକା ର ଝିଅ ଙ୍କ ର ଅଧିକ ଗହଳିଆ ବାଳ ଅଟେ ।
ପ୍ରଶ୍ନ – କେଉଁ ଦେଶ ରେ ଅଧିକ ଲୋକ ମାନେ ଆତ୍ୟହତ୍ୟା କରନ୍ତି ?
ଏହାର ସଠିକ୍ ଉତ୍ତର ହେଲା ଚୀନ ଦେଶ ରେ ।
ପ୍ରଶ୍ନ – କେଉଁ ଜୀବ କୁ ନିଆ ରେ ପୁଡିଲେ ବାରୁଦ ପରି ଫାଟି ଥାଏ ?
ଏହାର ଉତ୍ତର ହେଲା ବୁଢିୁଆଣୀ ।
ପ୍ରଶ୍ନ – ସଂଭୋଗ ସମୟ ରେ ମହିଳା ଙ୍କ କେଉଁ ଅଙ୍ଗ କୁ ଛୁଇଁଲେ ଅଶୁଭ ହୋଇ ଥାଏ ?
ଏହାର ଉତ୍ତର ହେଲା ନାଭି କୁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।