4

ବୀଜ ଏବଂ ଯୈ-ନ ଶକ୍ତି ବଢାଇବା ପାଇଁ ଏହି 9 ଟି ଜିନିଷ ହୋଇଥାଏ ବହୁତ ଉପକାରୀ, 90 ବର୍ଷ ବୁଢାକୁ ବି ଦେଇଦିଏ 20 ବର୍ଷର ଟୋକାର ଶକ୍ତି ।

HEALTH

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସମସ୍ତ ମଣିଷ ର ଶରୀର ଏକା ଭଳି ନଥାଏ । କାରଣ ସେମାନଙ୍କ ଖାଇବା ପିଇବା ର ପରିବର୍ତନ ଦ୍ୱାରା ମଣିଷ ଶରୀର କୁ ମଧ୍ୟ ସେହିଭଳି ରଖିଥାଏ । କାହାର ଖାଇବା ପିଇବା ଦ୍ୱାରା କାହାର ନିଦ୍ରା ଦ୍ୱାରା ତ ଆଉ କାହାର ତାର ଚଳଣି ଦ୍ୱାରା ସ୍ୱାସ୍ଥ୍ୟ ନିର୍ଭର କରେ । ତେବେ ଏହିଥି ପାଇଁ ଶରୀର ରେ ବିଭିନ୍ନ ପ୍ରକାରର ଅସୁବିଧା ଆସିବା ସହିତ ଶୁକ୍ରାଣୁ ଅଭାବ ମଧ୍ୟ ଦେଖିବାକୁ ମିଳେ । ତେବେ ଏହି ଶୁକ୍ରାଣୁ ହିଁ ପୁରୁଷ ର ମୂଖ୍ୟ ଜିନିଷ ଅଟେ । ଏହାର ଅଭାବ ହେବା ପୁରୁଷ ମାନେ ଚିନ୍ତାର କାରଣ ଅଟେ । ତେବେ କେଉଁ ଖାଦ୍ୟ ର ସେବନ କରିଲେ ଆମେ ମାନେ ଏହିଥରୁ ମୁକ୍ତି ପାଇବା ଆସନ୍ତୁ ଜାଣିନେବା ।

ଅଣ୍ଡା – ତେବେ ଏହି ଅଣ୍ଡା ଶୁକ୍ରାଣୁ ବୃଦ୍ଧି ରେ ସହାୟକ ହୋଇଥାଏ । କାରଣ ଏହା ଶୁକ୍ରାଣୁ ସେଲ କୁ ଫ୍ରି ରେଡ଼ିକ୍ଳେଶ ର ପ୍ରଭାବ ରୁ ରକ୍ଷା କରି ଥାଏ ।
ଲିଚୁ – ଏହି ଲିଚୁ ଖାଇବା ଦ୍ୱାରା ପୁରୁଷ ମାନଙ୍କର ଫଟିଲାଇଯେସନ କ୍ଷମତା ବୃଦ୍ଧି ହେବା ସହିତ ଶୁକ୍ରାଣୁ ର ପରିମାଣ ବୃଦ୍ଧି ପାଇ ଥାଏ ଯାହା ଦ୍ୱାରା ଯୈନ ଶକ୍ତି ବୃଦ୍ଧି ପାଇ ଥାଏ ।

egg

ପାଣି – ପାଣି ପିଇବା ଦ୍ୱାରା ଏହା ଆମ ଶରୀର ର ବର୍ଜ୍ୟବସ୍ତୁ କୁ ବାହାର କରି ଥାଏ ତେଣୁ ପାଣି ପିଇଲେ ଆମ ଶରୀର ସୁସ୍ଥ ରହି ଥାଏ ।
ପାଳଙ୍ଗ ଶାଗ – ପାଳଙ୍ଗ ଶାଗରେ ଅଧିକ ମାତ୍ରା ରେ ଫୋଲିକ୍ ଏସିଡ୍ ମଜବୁତ ଥିବାରୁ ଏହା ବୀର୍ଜ ରେ ଶୁକ୍ରାଣୁ ର ପରିମାଣ କୁ ବୃଦ୍ଧି କରାଇ ଥାଏ ।

ରସୁଣ – ରସୁଣ ରେ ଥିବା ଏଲିସିନ କମ୍ପାଉଣ୍ଡ ପୁରୁଷ ମାନଙ୍କ ଯୈନାଙ୍ଗ ରେ ରକ୍ତ ସଂଚାଳନ ନୟନ୍ତ୍ରଣ କରି ଥାଏ ଏହା ସହିତ ଶରୀର ରେ ଶୁକ୍ରାଣୁ ବୃଦ୍ଧି କରି ଥାଏ ।
ଡାର୍କ ଚକୋଲେଟ – ଏଥିରେ ଥିବା ଆର୍ଜିନିନୀନ ନାମକ ଏକ ଏମୀନ ଏସିଡ୍ ଶୁକ୍ରାଣୁ ବୃଦ୍ଧି କରିବାରେ ସହାୟକ କରି ଥାଏ ।

garlic

ଆଭୋକାଡୋ – ଏଥିରେ ଥିବା ଭିଟାମିନ B6 ସେକ୍ସ ହର୍ମୋନ ବୃଦ୍ଧି କରି ଶୁକ୍ରାଣୁ ମଧ୍ୟ ବୃଦ୍ଧି କରି ଥାଏ ।
ଅଦା – ଅଦା ଖାଇବା ଦ୍ୱାରା ଏହା ଆପଣଙ୍କ ଶରୀର ର ସେକ୍ସ ହର୍ମୋନ କୁ ବୃଦ୍ଧି କରିବା ସହିତ ରକ୍ତ ସଂଚାଳନ କୁ ମଧ୍ୟ ନିୟନ୍ତ୍ରଣ କରି ଥାଏ ।
ବୋଇତାଳୁ ମଞୀ – ଏହା ମଧ୍ୟ ପୁରୁଷ ର ସେକ୍ସ ହର୍ମୋନ କୁ ଟେଷ୍ଟ-ଷ୍ଟେରନ ଉତ୍ପନ କରିବା ସହିତ ଯୈନ ଶକ୍ତି କୁ ତ୍ୱରାନ୍ୱିତ କରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *