trupti

ଅନ୍ତରଙ୍ଗ ମୁହୂର୍ତ୍ତରେ ଝିମାନେ କାହିଁକି ଚିତ୍କାର କରନ୍ତି ?

FACT

ଆପଣ ମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛୁ ।ପ୍ରଥମରୁ ଆମେ କହି ରଖୁଛୁ , କେବଳ ଆପଣ ମାନଙ୍କୁ କିଛି ଶିକ୍ଷଣୀୟ କଥା ଜଣେଇବା ପାଇଁ ଆମେ ଏହି ପୋଷ୍ଟ ଲେଖିଛି , କୌଣସି ଖରାପ କାମକୁ ପ୍ରସୟ ଦେବା ଆମ ଉଦ୍ୟସ୍ୟ ନୁହେଁ, ଜଦି ଆପଣ ଏହି କଥା ପଢିବାକୁ ସହମତି ନୁହଁନ୍ତି , ତେବେ ଏହି ଠାରୁ ଚାଲି ଯାଇ ପାରନ୍ତି ।

ବହୁତ ସମୟ ରେ ଆପଣ ମାନେ ପୁରୁଷ ଏବଂ ନାରୀ ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ କୁ ଫିଲ୍ମ ମାନଙ୍କରେ ଦେଖିବା ପାଇଁ ପାଇ ଥିବେ । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଏହି ବିଷୟ ରେ ବହୁତ କିଛି ଚିନ୍ତା ମଧ୍ୟ କରି ଥିବେ । ତେବେ ଆପଣ ମାନଙ୍କ ମନ କୁ ସେହି ସମୟ ରେ ଗୋଟିଏ ଚିନ୍ତା ଧାରା ଆସି ଥାଏ କି ସେହି ସମୟ ରେ ନାରୀ ଏବଂ ପୁରୁଷ ମାନେ କଣ ପାଇଁ ଚିତ୍କାର କରନ୍ତି । କଣ ସତରେ ସେମାନଙ୍କୁ କଷ୍ଟ ହୁଏ ବା ସେମାନଙ୍କୁ ଭଲ ଲାଗେ । ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

girl1

ଯଦି ଏହି ବିଷୟ ଉପରେ 28 ବର୍ଷ ବୟସ୍କ ସ୍ମିତା କୁହନ୍ତି । ଆମକୁ ଜଣା ନଥିଯେ ଅନ୍ତରଙ୍ଗ ମୁହୁର୍ତ୍ୱରେ ଆମେ ଏତେ ଯୋର ରେ ଚିଲେଉ ବୋଲି । ଏମିତି ରେ ରାତ୍ରୀ ଅଧ ରେ ପଡିଶା ଘର ମହିଳା ଆସି ପଚାରିଲେ କି କଣ ହେଲା ଏତେ ରାତି ରେ ଏତେ ଯୋର ରେ ଚିଲେଉଛ କାହାଁକି । ସେହି ସମୟ ରେ ମତେ ଏବଂ ମୋ ସ୍ୱାମୀ ଙ୍କୁ ଏହି କଥା ର ଆଭାସ୍ ହେଲା କି ଆମେ ମାନେ ଶାରୀରକ ସଂମ୍ପର୍କ ବେଳେ କେତେ ପରିମାଣ ରେ ଚିଲେଇ ଥିଲୁ । ତେବେ ଏଠାରେ ସ୍ମିତା ଙ୍କ କହିବା କଥା ଅନୁସାରେ ପୁରୁଷ ଏବଂ ନାରୀ ଙ୍କ ସ୍ପର୍ଶ ମାଧ୍ୟମ ରେ ହେଉ ଥିବା ଅନୁଭୁତି ଏବଂ ସୁଖଦଃ ମୁହୁର୍ତ ଗୁଡ଼ିକ ଶବ୍ଦ ମାଧ୍ୟମ ରେ ଅନ୍ୟ କୁ ଉତ୍ତେଜିତ କରେଇବା ରେ ସାହାଯ୍ୟ କରେ ।

girl

ସେହି ପରି ଭାବେ ଏହି ନିକଟ ରେ କରା ଜାଇ ଥିବା ଗୋଟିଏ ସର୍ଭେ ରୁ ଜଣା ପଡ଼ିଛି କି । ଅନ୍ତରଙ୍ଗ ମୁହୂର୍ତ୍ତ ରେ ପରୁଷ ଅପେକ୍ଷା ମହିଳା ମାନେ ଅଧିକ ପରିମାଣ ରେ ଚିତ୍କାର କରନ୍ତି । ସେମାନେ ଏହିଥି ପାଇଁ ଏପରି କରନ୍ତି କି ସେମାନଙ୍କ ସାଥି ବହୁତ ଜଲ୍ଦି ଚରମ ତୃପ୍ତି ହାସଲ କରୁ । ସେହି ପରି ବେଳେ ଅନ୍ୟ ଏକ ରୁସର୍ଚ୍ଚ ରେ ଜଣା ପଡ଼ିଛି କି । 18 ରୁ 48 ବର୍ଷ ର ମହିଳା ମାନଙ୍କୁ ଚରମ ସୁଖ ର ଅନୁଭବ ହେବା ପରେ ସେମାନେ ନିଜର ସାଥି ଙ୍କୁ ସେହି ସ୍ଥାନ ରେ ପହଂଚାଇବା ପାଇଁ ଏପରି ଚିତ୍କାର କରନ୍ତି । ସେହି ପରି କ୍ଷେତ୍ର ରେ ପୁରୁଷ ସାଥି ଙ୍କୁ ସେମାନେ ଏହା ଦ୍ୱାରା ଆତ୍ମବିସ୍ୱାଶ ମଧ୍ୟ ପ୍ରଦାନ କରନ୍ତି ।

girll

ଯଦି ସାଇନ୍ସ ଅନୁସାରେ କହିବୁ । ତେବେ ସେମାନଙ୍କ କହିବା କଥା ଅନୁସାରେ ବର୍ତମାନ ସମୟ ରେ ଜାହାବି ହେଉଛି ତାହା ବହୁତ ଭଲ ଲାଗୁଛି ଏବଂ ଏହା ଚରମ ସୁଖ ର ଉତ୍ପତି ପାଇଁ ଜଥେଷ୍ଟ ବୋଲି ପ୍ରମାଣିତ । ଏଥି ପାଇଁ ହିଁ ସେମାନେ ଏପରି ଚିତ୍କାର କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *