ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି କମ୍ କଥା କହୁଥିବା ଲୋକଙ୍କ ପାଖରେ ହିଁ ଥାଏ ଏହି ଆଠଟି ଖାସ୍ ଗୁଣ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ଆସନ୍ତୁ ଏହି ବିଷୟରେ ଅଧିକ କିଛି ଜାଣିବା।। ଆପଣ ମାନେ ଭାବୁଥିବେ ମୁଁ କମ୍ କଥା କହୁଛି ବୋଲି ମୋ ସାଙ୍ଗ ମାନଙ୍କ ଆଗରେ ତଳକୁ ଖସି ଯାଉଛି କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ୍। କମ୍ କଥା ହିଁ ଆପଣଙ୍କୁ ଜୀବନରେ ସବୁ ସଫଳତା ହାସଲ କରିବାରେ ସାହାଯ୍ୟ କରିବ । କମ୍ କଥା କହୁଥିବା ଲୋକଙ୍କର ପ୍ରଥମ ଗୁଣଟି ହେଲା। ସେମାନେ ଯେତିକି ଜରୁରୀ କଥା ସେମାନେ ସେତିକି କୁହନ୍ତି।
ସେମାନେ ସବୁ ବେଳେ ଭାବିଚିନ୍ତି କଥା କୁହନ୍ତି ଏବଂ ସବୁବେଳେ ଠିକ୍ ନିଷ୍ପତ୍ତି ନିଅନ୍ତି।ଓ ତାଙ୍କର ସମ୍ପର୍କ ସବୁବେଳେ ଭଲ ରହିଥାଏ ଏବଂ ସେମାନେ ସବୁବେଳେ ସୁ ସମ୍ପକ ପ୍ରତିଷ୍ଠା କରିପାରନ୍ତି। କମ୍ କଥା କହୁଥିବା ଲୋକଙ୍କ। ଦ୍ବିତୀୟ ଗୁଣଟି ହେଲା ସେମାନେ କୋୖଣସି ଜିନିଷ ଵା ନିଜକୁ ଗଭୀର ଭାବରେ ବୁଝିଥାନ୍ତି। କମ୍ କହୁଥିବା ଲୋକେ ମାନେ କୋୖଣସି ଜିନିଷ ନଦେଖି।ତାକୁ ଗଭୀର ଭାବରେ ବୁଝିଥାନ୍ତି। ଏପରି ଲୋକ ନିଜର କମିଯାଇଥିବା ଜିନିଷ ଉପରେ ଗଭୀର ଚିନ୍ତା କରନ୍ତି। ଏହି ପରି କମ୍ କହୁଥିବା ଲୋକେ ଟିହେଲା ରକ୍ତଟାଟଙ୍ଗ ସବୁ ବେଳେ କମ୍ କଥା କୁହନ୍ତି ।ସେହି ଯେତେବେଳେ କିଛି କଥା କୁହନ୍ତି ସେତେବେଳେ ଲୋକମାନେ ତାଙ୍କ କଥାରେ ମୋହିତ ହୋଇଯାଆନ୍ତି।
କମ୍ କହୁଥିବା ଲୋକଙ୍କ ତୃତୀୟ ଗୁଣଟି ହେଲା। ସେମାନେ ବହୁତ ସର୍ତ୍ତକରେ ରୁହନ୍ତୁ। ଏବଂ ସେମାନେ ଜୀବନରେ ଯେଉଁ କାମ ବହୁତ ସର୍ତ୍ତକରେ କରନ୍ତି ଓ ସଫଳତା ମଧ୍ୟ ପାଆନ୍ତି। କମ୍ କଥା କହୁଥିବା ଲୋକଙ୍କ ଚତୁର୍ଥ ଗୁଣଟି ହେଲା ସେମାନେ ବହୁତ ଦାୟିତ୍ଵ ବାନ ହୋଇ ଥାନ୍ତି, ଯେଉଁ ଲୋକମାନେ କମ୍ କଥା କୁହନ୍ତି ସେମାନେ ବହୁତ ବୃଦ୍ଧି ମାନ ଭଲ ଲୋକ ଏବଂ ସେମାନେ ସମସ୍ତ ଙ୍କ କଥାକୁ ଭଲ ଭାବରେ ବୁଝନ୍ତି। କମ୍ କହୁଥିବା ଲୋକଙ୍କ ପଞ୍ଚମ ଗୁଣଟି ହେଲା ସେମାନେ ସମୟକୁ ବର୍ବାଦ କରନ୍ତି ନାହିଁ। କମ୍ କହୁଥିବା ଲୋକେ ମାନେ ଠିକ୍ ସମୟରେ ସଠିକ୍ କଥା କୂହନ୍ତି ଏବଂ ନିଜର ମୂଲ୍ୟବାନ ସମୟକୁ ବର୍ଵାଦ କରନ୍ତି ନାହିଁ।
କମ୍ କହୁଥିବା ଲୋକେ ମାନେ ଜାଣନ୍ତି ଯେ ସମୟ ଥରେ ଚାଲିଗଲେ ଆଉ ଥରେ ସେହି ସମୟ ଫେରିଵେ ନାହିଁ। କମ୍ କହୁଥିବା ଲୋକେ ମାନଙ୍କ ଷଷ୍ଠ ଗୁଣଟି ହେଲା, ସେମାନେ ବହୁତ ବୃଦ୍ଧି ମାନ ଅଟନ୍ତି କାରଣ ସେମାନେ ଯେଉଁ କାମ କରନ୍ତି ଭାବିଚିନ୍ତି କରନ୍ତି ଏବଂ ସଠିକ୍ ଭାବରେ ନିଷ୍ପତ୍ତି ନିଅନ୍ତି। ସେମାନେ କୋୖଣସି କାମରେ ତର୍କ କରନ୍ତି ନାହିଁ। ଏବଂ ଶାନ୍ତ ଭାବରେ ରହି ସବୁ କଥା ବୁଝନ୍ତି। କମ୍ କହୁଥିବା ଲୋକେ ସପ୍ତମଗୁଣଟି ହେଲାସେମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତି। ଏବଂ ଏମାନେ କୋୖଣସି ଲୋକକୁ କଷ୍ଟ ଦିଅନ୍ତି ନାହିଁ।
କମ୍ କହୁଥିବା ଲୋକେ ମାନେ ଅନ୍ୟର ଭାବନାକୁ ଭଲ ଭାବରେ ବୁଝନ୍ତି ଏବଂ କାହାର ମଜା ଉଡ଼ନ୍ତି ନାହିଁ। କମ୍ କଥା କହୁଥିବା ଲୋକଙ୍କ ଅଷ୍ଟମ ଗୁଣଟି ହେଲା ସେମାନେ ବହୁତ ଭଲ ହୋଇଥାନ୍ତି ଏବଂ ଅନ୍ୟର କଥାକୁ ଶାନ୍ତ ଭାବରେ ଶୁଣନ୍ତି।ଓ ସେମାନେ ଅନ୍ୟର ଅସୁବିଧାକୁ ସମାଧାନ କରିପାରନ୍ତି। ଏବଂ ସେମାନେ ସବୁ ପରିସ୍ଥିତି କୁ ସାମ୍ନା କରିପାରନ୍ତି ଓ ଜୀବନର ସବୁ ସଫଳତା ପାଇଁ ପାରନ୍ତି।। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।