ଶରୀରର ଉଚ୍ଚତା ବଢାଇବାରେ ଜୀନ୍, ଗ୍ରୋଥ ହର୍ମନ ଓ ଗ୍ରୋଥ ପ୍ଲେଟ ସହ୍ୟୟକ ହେଇଥାଏ। ସାଧାରଣତ ଉଚ୍ଚତା ବଢିବା ଜେନେଟିକ୍ ହେଇଥାଏ।ହେଲେ ଉଚ୍ଚତା ବଢିବା ପାଇଁ ଶରୀରରେ ଗ୍ରୋଥ ହର୍ମନର ପ୍ରବାହିତ ଠିକରେ ହେବା ଆବସ୍ୟକ ଓ ଆମ ଶରୀରର ଥିବା ଗ୍ରୋଥ ପ୍ଲେଟ ଠିକରେ ରହିବା ଆବଶ୍ୟକ।ସଠିକ୍ ଭାବରେ ଉଚ୍ଚତା ବଢ଼ାଇବା ପାଇଁ ଠିକ ଖାଦ୍ୟପେୟ ଓ ଭଲ ଜୀବନ ଯାପନ ପ୍ରଣାଳୀ ଠିକ୍ ରହିବା ନିହାନ୍ତି ରହିବା
ଆବଶ୍ୟକ।ଜିମ୍ ରେ ଆମ ମାଂସପେଶୀ କୁ ଭାଙ୍ଗି ପୁନର୍ଗଠନ କରାଯାଏ।କୋଉଠି ପାଇଁ ଗୋଟେ ଭଲ ଆରାମ ଓ ଖାଦ୍ୟପେୟ ଠିକ୍ ରଖିବା ଆବଶ୍ୟକ ।
ସାଧାରଣତ ଯୋଗ ହେଉଛି ଥିନି ପ୍ରକାର।ପ୍ରଥମେ ଯେଉଁଥିରେ ଆମ ସମ୍ପୂର୍ଣ୍ଣ ଶରୀର ଭାଗ ନେଇଥାଏ ଏହାକୁ କାଡିଓ କୁହାଯାଏ।ଦ୍ଵିତୀୟରେ ହେଉଛି ଆମ ଆମ ଶରୀରର ଓଜନ ନିଜେ ଉଠାଇ ଥାଉ ଏହାକୁ କଲାଥେସିସ କୁହାଯାଏ।
ତୃତୀୟରେ ହେଉଛି ଅଧିକ ଓଜନ ଉଠାଇ ଶରୀରର ମାଂସପେଶୀ ପୁନର୍ଗଠନ କରେ ଏହାକୁ ୱେଟ୍ ଲିଫ୍ଟଙ୍ଗୀ କୁହାଯାଏ। ୱେଟ୍ ଲିଫ୍ଟଙ୍ଗୀ ସଧାରଣତ ଜିମ୍ ରେ କରାଯାଏ।ୱେଟ୍ ଲିଫ୍ଟଙ୍ଗୀ କୋଡ଼ିଏ ବର୍ଷ ପରେ କରିବା ଉଚିତ୍ କାରଣ କୋଡ଼ିଏ ବର୍ଷ ପରେ ଆମ ଶରୀରର ଗ୍ରୋଥ୍ ପ୍ଲେଟ ଶକ୍ତ ହେଇ ଯାଇଥାଏ।ଯଦି କେହି ପନ୍ଦର ବର୍ଷ ପରେ ଜିମ୍ କରିବାକୁ ଚାହାନ୍ତି
ତାହାଲେ ତାଙ୍କୁ ପ୍ରଥମେ ଗୋଟେ ବିଶେଷଜ୍ଞ ମତ ଅନୁସାରେ କରିବାକୁ ପଡ଼ିବ।ନଚେତ୍ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ।ଯଦି ଶୀଘ୍ର ଗ୍ରୋଥ ପ୍ଲେଟ ଶକ୍ତ ହେଇଯିବ ତାହାଲେ ଉଚ୍ଚତା ବଢ଼ିବାରେ ବାଧା ଶୃଷ୍ଟି କରିବ। ଆଉ ଯେଉଁମାନେ କୋଡ଼ିଏ ବରଷ ପରେ ୱେଟ୍ ଜିମ୍ ଯାଆନ୍ତି ସେମାନଙ୍କୁ ଦିନରେ ସଠିକ୍ ପୋଷଣ ସହ ସଠିକ୍ ଆରାମ
ବି ଦରକାର କରମ୍ ମାଂସପେଶି ଭାଂଗି ପୁନର୍ଗଠନ ହୁଏ। ସେଥିପାଇଁ ଜିମ୍ ଯାଉଥିବା ବ୍ୟକ୍ତି ମାନେ ଦିନରେ ବହୁତ୍ ପ୍ରୋଟିନ କାଇବାକୁ ପଡେ। ଆଉ ସେମାନେ ଗୋଟେ ଦିନର ପାଖାପାଖି ଆଠ ଘଣ୍ଟା ଆରାମ କରନ୍ତି। ତେଣୁ ଜିମ୍ ବିଶେଷଜ୍ଞଙ୍କ ପରାମର୍ଶରେ ଜିମ୍ କରାଯାଇ ତାହେଲେ ଉଚ୍ଚତା ଉପରେ କିଛି ପ୍ରଭାବ ନ ପଡ଼ି ପାରେ।