6

ଆମକୁ ହାଇ କାହିଁକି ଆସେ – ଜାଣି ରଖନ୍ତୁ |

NEWS

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଦୈନନ୍ଦିନ ଜୀବନରେ ଏକ ସାଧାରଣ ସନ୍ଦେହ ଅଟେ। ଆମେ ଆଜି ଆଉ ଏକ ନୂଆ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ

ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ତେବେ ଆପଣ ଜାଣନ୍ତି କି ଆମକୁ ଯେତେବେଳେ ନିଦ ଆସେ ଆମ ମୁହଁରୁ ହାଇ ବାହାରି ଥାଏ।

6-1

ଏହା କେବଳ ନିଦ ଆସିବା ସମୟରେ ହି ଆସି ନଥାଏ ବରଂ ତାହା ଅନ୍ୟାନ୍ୟ ଅନେକ ସମୟରେ ଆସିଥାଏ। ତେବେ ହାଇ ଆସିବା କେବଳ ନିଦର ଲକ୍ଷଣ ନୁହଁ ବରଂ ତାହା ଥକି ଯାଇଥିବା ସମୟରେ ମଧ୍ୟ ଆସିଥାଏ। ତାହା ଏହି ସମୟରେ ମଧ୍ୟ ଆସିଥାଏ ଯେତେବେଳେ ଆଣେ ବିରକ୍ତ ହେଉଥାଉ। ତେବେ ତାହାର କାଟନ ଏକ ଅନ୍ୟ ମଧ୍ୟ ଥାଏ। ତାହା ସେତେବେଳେ

ଆସେ ଯେତେବେଳେ ଆମ ଶରୀରରେ ଅମ୍ଳଜାନର ଅଭାବ ହୁଏ। ଆଉ ହାଇ ଆସିବା ଦ୍ୱାରା ଆମ ଫୁସଫୁସ ଏହି ଅମ୍ଳଜାନର ସ୍ତର ଅଧିକ କରିଥାଏ କାରଣ ତାହା ଅଧିକ ପରିମାଣରେ ଅମ୍ଳଜାନ ବାୟୁ ମଣ୍ଡଳରୁ ଶୋଷି ନେଇଥାଏ ଆଉ ଆମ ନିଶ୍ୱାସ ଗ୍ରହଣର ପ୍ରକ୍ରିୟା ସୁଦୃଢ କରି ଦେଇଥାଏ। ତେବେ ଏହା ହି କାରଣ କି ଆମକୁ ହାଇ ଆସିଥାଏ।

ନିଦ ଅଧିକ ଆସିଲେ ମଧ୍ୟ ଆମକୁ ହାଇ ଆସେ କାରଣ ଆମ ଶରୀରକୁ ଅଧିକ ପରିମାଣରେ ଅମ୍ଳଜାନର ଆବଶ୍ୟକତା ରହିଯାଏ। ଏହା ହି କାରଣ କି ଆମେ ଅଧିକ ଜୋରରେ ଶୋଷିବାକୁ ଲାଗିଥାଉ। ଏହାର କାରଣ ଏହା ଥାଏ କି ଆମକୁ ବାରମ୍ବାର ହାଇ ଆସିଥାଏ।

Leave a Reply

Your email address will not be published. Required fields are marked *