4

ବାଏ କହିବା ଶିଖନ୍ତୁ ।

NEWS

ଆମେ ଆଜି ଆଉ ଏକ ନୂଆ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ

ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର। ତେବେ ଆସନ୍ତୁ ଶିଖିବା ଆପଣଙ୍କର ବ୍ୟକ୍ତିତ୍ତ୍ୱ ଠିକ କରିବାର ଏକ ସଠିକ ଉପାୟ ବାବଦରେ ଯାହାର ଆବଶ୍ୟକତା ଆପଣଙ୍କୁ ବହୁଳ ମାତ୍ରାରେ ଅଛି। ଚାଲନ୍ତୁ ଜାଣିବା କି ଆପଣ ଏକ ଲୋକକୁ ବାଏ କିପରି କହିପାରିବେ। ଆସନ୍ତୁ ଆରମ୍ଭ କରିବା।

ତେବେ ଆପଣ ଯଦି ମୁହଁ ଉପରେ କାହାକୁ ବାଏ କହିବାକୁ ଯାଆନ୍ତି ତାହେଲେ ତାହା ବ୍ୟବହାରରେ ଟିକେ ଛୋଟ ହେଇ ଯାଇଥାଏ। ତେବେ ଆପଣ ବାଏ କହିବାର ଅନ୍ୟାନ୍ୟ ତରିକା ମଧ୍ୟ ବାହାର କରିପାରିବେ। ଏହାଦ୍ୱାରା ଆପଣଙ୍କ ବ୍ୟବହାର ବହୁତ ଉପର ସ୍ତରର ହେଇଯିବ ଆଉ ଆପଣଙ୍କୁ ଲୋକ ବହୁତ ଧ୍ୟାନ ଦେବେ। ତେବେ ଆସନ୍ତୁ ଜାଣିବା କି ଆପଣ କିପରି ଭାବେ ବାଏ କହିବେ।

girl1

୧:- ଆପଣ ବାଏ କହିବା ବଦଳରେ, “ସି ୟୁ ସୁନ” ମଧ୍ୟ କହିପାରିବେ। ଏହାର ଅର୍ଥ ହେଉଛି କି ଆପଣନ୍କ ସହ ଜଲଦି ଦେଖା ହେବ। ଏହାର କହିବା ଦ୍ୱାରା ତାହା ଆପଣଙ୍କ ବାଏ କହିବାର ତରିକାକୁ ବୃଦଫାହି କରିଥାଏ।

୨:- ଆପଣ “ନାଇସ ଟୁ ମିଟ ୟୁ” ମଧ୍ୟ କହିପାରିବେ। ଏହାର ଅର୍ଥ କି ଆପଣଙ୍କ ସହ ଦେଖା ହେଇ ବହୁତ ଖୁସି ଲାଗିଲା। ତେବେ ଏହା କହିଲେ ମଧ୍ୟ ଜଣେ ବୁଝା ସୁଝା ମଣିଷ ବୁଝି ପାରିବ କି ଆପଣ ବାଏ କହିବାକୁ ଚାହୁଁଛନ୍ତି ଆଉ ଆପଣ ତାଙ୍କ ସହ ଦେଖା ହେଇ ବହୁତ ଖୁସି ପାଇଲେ।

୩:- ଆପଣ ଏହା ମଧ୍ୟ କହିପାରିବେ, “କିପ ଇନ ତଚ ବିଥ ମି” ଏହାର ଅର୍ଥ କି ଆପଣ ମୋ ସହ କଣ୍ଟାକ୍ତରେ ରୁହନ୍ତୁ। ଏହା କହିଲେ ମଧ୍ୟ ଜଣେ ଜାଣିପାରିବ କି ଆପଣ ବାଏ କହିବାକୁ ଚାହୁଁଛନ୍ତି।ବ |

Leave a Reply

Your email address will not be published. Required fields are marked *