5

କ୍ଷୀର ଖିଆ ଦାନ୍ତ ଖସେ କଣ ପାଇଁ |

NEWS

ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଦୈନନ୍ଦିନ ଜୀବନରେ ଏକ ସାଧାରଣ ସନ୍ଦେହ ଅଟେ। ଆମେ ଆଜି ଆଉ ଏକ ନୂଆ ବିଷୟରେ ଚର୍ଚ୍ଚା କରିବାକୁ ଯାଉଛୁ। ଆଜି ଆମେ ଆପଣଙ୍କ ପାଖରେ ଦୈନନ୍ଦିନ ଜୀବନର ଏକ ବହୁତ ସାଧାରଣ ତଥାପି ବହୁତ ଅଧିକ ଦରକାରୀ ବିଷୟରେ କଥା

ହେବାକୁ ଯାଉଛୁ ଯାହା କି ଅଧିକାଂଶ ଲୋକଙ୍କ ପାଖରେ ନଜର ରଖିବା ନିହାତି ଦରକାର।ତେବେ ଆଜି ଆମେ କହିବାକୁ ଯାଉଛୁ ବହୁତ ସାଧାରଣ କଥା ବାବଦରେ ଯାହା କି ଆପଣଙ୍କୁ ଜୀବନରେ ସଫଳତା ଦେଇ ପାରେ ଆଉ ଏହା ବାବଦରେ ଯାହା କି ଆମକୁ ଜାଣିବା ନିହାତି ଦରକାର।

boyee

ତେବେ ଆପଣ ଜାଣନ୍ତି କି ପିଲା ମାନଙ୍କର ଏକ କ୍ଷୀର ଖିଆ ଦାନ୍ତ ଉଠିଥାଏ। ଏହା ଆପଣଙ୍କର ଜନ୍ମ ହେବାର ମାତ୍ର ବର୍ଷେ ପରେ ହି ଉଠେ। ମାତ୍ର କିଛି ଦିନ ପରେ ଏହା ଝଡି ଯାଇଥାଏ ଆଉ ତାହାର କାରଣ କାହାକୁ ମଧ୍ୟ ଜଣା ନଥାଏ। ଆଜି ଆମେ ଆପଣଙ୍କ ପାଖରେ କହିବୁ କି ଆମ କ୍ଷୀର ଦାନ୍ତ କଣ ପାଇଁ ଝଡ଼ିଥାଏ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।

babyy
ଆପଣ ଜାଣନ୍ତି କି ଯେତେବେଳେ ପିଲା ମାତ୍ର ଏକ ବର୍ଷରେ ଥାଏ ତାହାର ମୁହଁରେ କ୍ଷୀର ଖିଆ ଦାନ୍ତ ବାହାରିଥାଏ। ତେବେ ଏହା ପିଲାକୁ ଖାଦ୍ୟ ଖାଇବାରେ ଅଥବା କଥା କହିବାରେ ସାହାଯ୍ୟ କରିଥାଏ। ଏହାର ଅଭାବରେ ପିଲା ଖାଦ୍ୟ ଖାଇ ପାରେନାହିଁ ଅଥବା କଥା କହିପାରେ ନାହିଁ। ତେବେ ଏହାର ବାହାରିବା ପରେ ପିଲା ଖାଦ୍ୟ ଖାଇଥାଏ ଆଉ କ୍ଷୀର ମଧ୍ୟ ଖାଇଥାଏ। ତେବେ ଏହା ଝଡି ଯାଏ ଆଉ ତାହାପରେ ଆମ ପରମାନେଣ୍ଟ ଦାନ୍ତ ଆସିଯାଏ ଯାହା କି ଝଡେ ନାହିଁ।

ତେବେ ଆମ କ୍ଷୀର ଖିଆ ଦାନ୍ତ ବାହାରିବା ଦ୍ୱାରା ତାହା ଆମ ପରମାନେଣ୍ଟ ଦାନ୍ତ ପାଇଁ ଜାଗା ବାହାର କରି ଦେଇଥାଏ। ଏହାଦ୍ୱାରା ଆମ ପରମାନେଣ୍ଟ ଦାନ୍ତ ସହଜରେ ବାହାରି ଯାଇଥାଏ। ଆମ ପରମାନେଣ୍ଟ ଦାନ୍ତ ଭାଙ୍ଗିଲେ ତାହା ଉଠେ ନାହିଁ। ତେଣୁ ଆପଣ ନିଜର ପରମାନେଣ୍ଟ ଦାନ୍ତର ଯତ୍ନ ନିଅନ୍ତୁ ଆଉ ତାହା ଭାଙ୍ଗିବାକୁ ଦିଅନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *