ଆଜି ଆମେ ଆପଣଙ୍କ ପାଖରେ ଆଉ ଏକ ଧ୍ୟାନଦାୟକ କଥାବସ୍ତୁ କହିବାକୁ ଯାଉଛୁ ଯାହା କି ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ। ଆପଣ ଏହା ନିଶ୍ଚୟ ଦେଖିଥିବେ କି ଯେତେବେଳେ ଆମେ ଆମ ହାତ ପାଣିରେ ବେସି ସମୟ ବୁଡାଇ ରଖିଥାଉ ତ ଆମ ଆଙ୍ଗୁଳି ବହୁତ ଜଲଦି ସଙ୍କୁଚିତ ହେଇ ଯାଇଥାଏ।
ଏହା ଆପଣ ଦେଖି ଥିବେ ହି ମାତ୍ର କଣ ଆପଣ କେବେ ଏହା ଉପରର ପ୍ରଶ୍ନ କରିଛନ୍ତି? ଯଦି କରିଛନ୍ତି ଆଉ ତାହାର ଉତ୍ତର ପାଇନାହାନ୍ତି ତାହେଲେ ଆଜି ଆମେ ଆପଣଙ୍କ ପାଖରେ ଏହାର ହି ଉତ୍ତର କହିବାକୁ ଯାଉଛୁ। ଆସନ୍ତୁ ଆଉ ଡେରି ନକରି ଆରମ୍ଭ କରିବା ଏହା ବାବଦରେ।
ତେବେ ଆପଣ ଜାଣନ୍ତି କି ପାଣିରେ ଯେତେବେଳେ ଆମେ ଆମ ହାତ ରଖିଥାଉ ସେତେବେଳେ ତାହା ବହୁତ ଅଧିକ ସଙ୍କୁଚିତ ହେଇ ଯାଇଥାଏ ଆଉ ତାହାର କାରଣ ଏହା ଥାଏ କି ଆମେ ପାଣିରୁ ବହାରକୁ ହାତ ଆଣିବା ପରେ ତାହା ଆମକୁ ଭଲ ଦେଖା ଯାଇଥାଏ। ତେବେ ପାଣି ଭିତରେ ଆଏ ଯଦି କିଛି ଜିନିଷ ଧରିବାକୁ ଚେଷ୍ଟା
କରୁ ତାହେଲେ ତାହା ଆମ ହାତରୁ ଖସି ଯାଇଥାଏ ଆଉ ସେହି ଜିନିଷକୁ ଆମ ହାତ ସଙ୍କୁଚିତ ହେବା ପରେ ଧରିଲେ ତାହା ହାତରେ ଭଲ ଭାବେ ଅଟକି ରହିଥାଏ। ତେବେ ଏହା ହି କାରଣ କି ଆମ ହାତ ସଙ୍କୁଚିତ ହେବା ପରେ ତାହା ପାଣିରେ ଆମ ଗ୍ରୀପ ଭଲ କରିଥାଏ।
ତେବେ ଏହାର ବୈଜ୍ଞାନିକ କାରଣ ଏହା କି ପାଣି ଭିତରେ ଆମ ହାତ ରହିଲେ ଆମ ମସ୍ତିଷ୍କ ଆମ ହାତକୁ ଏକ ସାଇନ ପଠାଇଥାଏ ଯାହା କି ଆମ ହାତରେ ସଙ୍କୋଚନ ଉପରେ ନିର୍ଭର କରିଥାଏ। ତେବେ ଆମ ହାତର ସଙ୍କୋଚନ ହୁଏ କାରଣ ତାହା ଭିତରେ ରକ୍ତ ସଞ୍ଚାଳନ ଠିକ ଭାବେ ହେଇ ନଥାଏ। ଏହାଦ୍ୱାରା ହାତର ଚର୍ମ ସଙ୍କୋଚନ ହେଇଥାଏ ମାତ୍ର ପାଣିରୁ ବାହାରକୁ ଆସିଲେ ହି ହାତର ସଞ୍ଚାଳନ ଠିକ ହୁଏ ଆଉ ତାହାପରେ ହି ହାତ ପୁଣି ସାଧାରଣ ଅବସ୍ଥାକୁ ଆସିଥାଏ।