ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣମାନେ ନିଶ୍ଚିତ ଭାବେ ସାନ୍ତୁନ କୁମାର ମହାନ୍ତିକୁ ଜାଣିଥିବେ ଯିଏକି ନିକଟରେ ତାଙ୍କ ଗୀତ ସୋର ମଧ୍ୟମରେ ମା ଓଡ଼ିଶାକୁ ଚଳାଉଛନ୍ତି ,, ଏବେ ସେ ସାରା ଓଡିଶାର ଏକ ଭାଇରାଲ ଵୋଏ ପାଲଟିଯାଇଛନ୍ତି , ତେବେ ଆଜି ଆମେ ଜାଣିବା ସାନ୍ତୁନ କୁମାର ମହାନ୍ତିଙ୍କ ଘର ପରିବାର ବିଷୟରେ ଥିବା କିଛି ଅଜଣା କଥା ,
ତେବେ ଆପଣ ନିଶ୍ଚିତ ଭାବରେ ସାନ୍ତୁନ କୁମାର ମହାନ୍ତିଙ୍କୁ ଭଲ ଭାବରେ ଜାଣିଥିବେ ଯିଏ ଏକ ଭାଇରାଲ ଵୋଏ ଭାବରେ ନିଆଁ ପରି ଭାଇରାଲ ହେବାରେ ଲାଗିଛନ୍ତି , ତାଙ୍କର ଅନେକ ଅଡିଓ ଏବଂ ଭିଡ଼ିଓ ଭାଇରାଲ ହେଵାରେ ଲାଗିଛି , ଆପଣ ମାନେ ନିଶ୍ଚିତ ଜାଣିଥିବେ ଯେ ସେ ହିନ୍ଦୀ ସୋ ସାରେ ଗା ମା ପା ରେ ଭାଗ ନେଥିଲେ ଏବଂ ତାପରେ କୁମାର ସାନୁ ଯିଏକି ସୁପରିଚିତ ଗାୟକ ତାଙ୍କୁ ନିଜ ଗୀତ ଦ୍ଵାରା ମୋହିତ କରିଥିଲେ ତାଙ୍କ କଥା କହି ବହୁତ ହସାଇଥିଲେ ମଧ୍ୟ ,
ତେବେ ତାଙ୍କର କଥା କହିବା ଷ୍ଟାଇଲ ଓ ଗୀତ ଗାଇବା ଷ୍ଟାଇଲ ମଧ୍ୟ ସାରା ଓଡ଼ିଶା ଵାସିକୁ ପାଗଳ କରୁଛି , ସେ ପପୁ ପମ ପମ ଙ୍କ ସହ ମଧ୍ୟ ଅନେକ କମେଡି ସୋରେ ଭାଗ ନେଇଛନ୍ତି ଏବଂ ଜଜଙ୍କ ସହ ମଧ୍ୟ ନିଜ ଗୀତରେ ମୋହିତ କରିଛନ୍ତି , ତେବେ ତାଙ୍କ ବାପା ହେଉଛନ୍ତି ସଞ୍ଜିବ କୁମାର ମହାନ୍ତି ଓ ମାଁ ହେଉଛନ୍ତି ଜୟନ୍ତୀ ମହାନ୍ତି ଏବଂ ସାନ୍ତୁନ କୁମାର ମହାନ୍ତି ଏବେ ଷ୍ଟାଣ୍ଡାରଡ ୨ରେ ପଢୁଛନ୍ତି ,
ଏବଂ ବର୍ତମାନ ସେ ଭୁବନେଶ୍ୱରରେ ରହୁଛନ୍ତି , ସେ ନିଜ ସୁନ୍ଦର ଗୀତ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିତି ପାରିଛନ୍ତି , ଓଡ଼ିଶାରେ ଏକ ସୋରେ ଗୀତ ଗାଇବା ସହିତ ନିଜ କଥା କହିବା ଶୈଳୀ ଓଡ଼ିଶା ବାସୀଙ୍କୁ ମୋହିତ କରିବା ସହିତ ଆକର୍ଷଣିୟର ଭାବେ ପାଲଟିଛନ୍ତି, ସେହି ସମୟରେ ସେ ଅଧିକରୁ ଅଧିକ ଭାଇରାଲ ହୋଇଥିଲେ ଏବଂ ଅନେକ ଲୋକ ତାକୁ ଜାଣିବାକୁ ମଧ୍ୟ ପାଇଥିଲେ , ଲୋକମାନେ ତାଙ୍କୁ ଓଡ଼ିଶା ଫେମସ ସିଙ୍ଗର ହୁ୍ୟୁମାନ ସାଗର ସହ ତୁଳନା କରିଛନ୍ତି , ସାନ୍ତୁନ କୁମାର ମହାନ୍ତି ତାଙ୍କ ଗୀତ ଅବିକଳ ହୁ୍ୟୁମାନ ସାଗର ପରି ଖାଉଛନ୍ତି ,
ଅନେକ ଲୋକ ତାଙ୍କୁ ମିନି ହୁୟୁମାନ ସାଗର ଭାବେ ସମ୍ବୋଧିତ କରୁଛନ୍ତି , ଏବଂ ଅନେକ ଏପରି ଆଶ୍ଚର୍ଯ୍ୟ ଅଛନ୍ତି କି କିପରି ଏତେ ଛୋଟ ହୋଇ ଏତେ ସୁନ୍ଦର ଗୀତ ଗାଇ ପାରୁଛନ୍ତି , ତାଙ୍କର ପ୍ରତିଟି ଗୀତ ମାଧ୍ୟମରେ ଦର୍ଶକଙ୍କ ହୃଦୟ ଜିତିବା ସହିତ ସମସ୍ତଙ୍କ ମନ ଜିଣିଛନ୍ତି , ତେବେ ସେ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆ ତାଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା କରୁଛନ୍ତି ଏବଂ ଷ୍ଟୁଡିଓକୁ ଡ଼ାକି ତାଙ୍କର ଇଣ୍ଟରଭ୍ୟ ନେଇଛନ୍ତି ତେବେ ସାନ୍ତୁନ ଙ୍କ ଗୀତ ଆପଣଙ୍କୁ କିପରି ଲାଗୁଛି ତାହା ନିଶ୍ଚିତ ଜଣାନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ |ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।