rasi

୧୩ ମାର୍ଚ୍ଚ ୨୦୨୨ ଆଜିର ରାଶିଫଳ – କେମିତି କଟିବ ଆପଣଙ୍କ ଦିନ |

RASIPHALA

ମେଷ ରାଶି : ଆଜି ଚାକିରି ପାଇବାକୁ ଇଚ୍ଛାରଖୁଥିବା ଲୋକେ ସଫଳ୍ ହେବା ସହ ଅତିରିକ୍ତ ପ୍ରୟାସ କରିବାକୁ ପଡିପାରେ , ମନରେ ଅରୁଚି ଉତ୍ପନ୍ନ ହେବ , ଦୂର ଯାତ୍ରା କରନ୍ତୁ ନାହିଁ , ହାନି ହୋଇପାରେ ,ନିଜ ଲକ୍ଷ୍ୟକୁ ଧ୍ୟାନରେ ରଖି ଚେଷ୍ଟା କରିବେ , ତେବେ ସଫଳତା ମିଳିବାର ପୁରା ଗ୍ୟାରେଣ୍ଟି ଅଛି , ସଂମ୍ପର୍କୀୟଙ୍କୁ ଦେଖାକରିବାର ପୁରା ଭଲ ସମୟ ଅଛି , ମନୋରଞ୍ଜନର ଅବସର ପ୍ରାପ୍ତି ହେବ , ବିଜନେସ୍ ର ମାମଲାରେ ଆପଣଙ୍କ ସହ କିଛି ମତଭେଦ ହୋଇପାରେ,  ସକରାତ୍ମକ ରୁହନ୍ତୁ ।

ବୃଷ ରାଶି : ଆଜି ଆପଣ ଉନ୍ନତି କରିବେ , ଆର୍ଥିକ ରୁପରେ ଆପଣ ଠିକ୍ ରହିବେ , ବନ୍ଧୁଙ୍କ ଉପଦେଶ ନିଅନ୍ତୁ , ସାବଧାନ ରୁହନ୍ତୁ , ବେପାର ଓ ଚାକିରି କ୍ଷେତ୍ରରେ ଆପଣଙ୍କୁ ବହୁତ ସଫଳତା ମିଳିପାରିବ , ବୃଷ ରାଶିର ଲୋକେ କେଉଁ କଥାକୁ ନେଇକରି ଅଡୁଆରେ ପଡିପାରନ୍ତି , କାମ କାର୍ଯ୍ୟରେ ଅଧିକା ପରିଶ୍ରମ କରିବେ ।

ମିଥୁନ ରାଶି : ଲୋକଙ୍କ ସହ ସଂମ୍ପର୍କ ବଢାଇବା ଦୃଷ୍ଟିକୋଣରୁ ଦିନ ଭଲ ଅଛି , ଘରୋଇ କାମ ନିପଟାଇବାପାଇଁ ରାଜନୈତିକ ହେବାପାଇଁ ଚେଷ୍ଟା କରନ୍ତୁ , ମିଥୁନ ରାଶିର ଲୋକଙ୍କ ପାଇଁ ଆଜିର ଦିନ ଭଲ ଅଛି , ଦିନର ଆରମ୍ଭ ଟିକିଏ ଭଲରେ ହେବ , କିନ୍ତୁ ପରେ ଆପଣଙ୍କ ଅନୁଭବ କାମ ପ୍ରତି ସହାୟକ ହେବ , ଆପଣଙ୍କ ପ୍ରୋତ୍ସାହନ ଓ ସହାନୁଭୁତି ମିଳିପାରିବ , ଶଶୁରଘରେ କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ , ଆଜି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବାର ଇଚ୍ଛା ପୁରା ହେବ ।

mithun

କର୍କଟ ରାଶି : ଆଜି ବେକାର କଥାକୁ ସମୟ ଖରାପ କରିବେ , ଆପଣଙ୍କ ପାଖରେ ନିଜ ଧନାର୍ଜନ କ୍ଷମତା ବଢାଇବା ପାଇଁ ଶକ୍ତି ଓ ବୁଝାମଣା ରହିବ , ବିର୍ତ୍ତିୟ ସ୍ଥିତିରେ ସୁଧାର ଆସିବ , ଓ ଆୟର ଏକ ଅତିରିକ୍ତ ସ୍ରୋତ୍ ଉତ୍ପନ୍ନ ହୋଇପାର୍ , ଧନ ଆଗମନର ବହୁତ ମାର୍ଗ ଖୋଲିପାରେ , ବାଣିରେ ନିୟନ୍ତ୍ରଣ ରଖନ୍ତୁ , କେଉଁ ଛୋଟ କଥାକୁ ନେଇ ଉଦାସ ହୋଇଯିବେ , କିମ୍ବା ପୁରୁଣା କଥାକୁ ମନେ ପକାଇପାରନ୍ତି , ଶତ୍ରୁ ଚିନ୍ତାରେ ପକାଇପାରନ୍ତି ।

ସିଂହ ରାଶି : ଲମ୍ବା ସମୟରୁ ଚାଳି ଆସୁଥିବା ସବୁ ପ୍ରକାରର ସମସ୍ୟା ସମାପ୍ତ ହେବ , କିଛି ଅନାବଶ୍ୟକ ଖର୍ଚ୍ଚ ସାମ୍ନାକୁ ଆସିପାରେ , ପଇସା ସହ ଯୋଡି ହୋଇଥିବା ମାମଲା ଅନ୍ୟଙ୍କ କଥାରେ ଭରସା କରନ୍ତୁ ନାହିଁ , ଆଜି ନିଜ ଧର୍ମ ସମାଜରେ ଯୋଡି ହୋଇଥିବା କାର୍ଯ୍ୟ କରିପାରନ୍ତି , ଅତ୍ୟାଧିକ ସଂବେଦନଶୀଳତ ଯୋଗୁଁ କ୍ଷତି ହୋଇପାରେ , ଘରର ଚାରିପଟେ ଖୁସି ଆସିବ , ପାର୍ଟନର ସହ ବିବାଦର ସ୍ଥିତି ଆସିବାର ସଂମ୍ଭାବନା ଅଛି  ।

କନ୍ୟା ରାଶି : ଆଜିର ଦିନ ଫାଇଦା ଦାୟକ ହେବ , ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ , ପୁର୍ବରୁ କରାଯାଉଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ , ଆୟର ସାଧନ ମଜବୁତ୍ ହେବ , ଆପଣଙ୍କୁ ଲାଭପ୍ରାପ୍ତ କରିବାର ସକ୍ଷମ ହେବେ , ଆପଣ କଳା ଓ ସାହିତ୍ୟରେ ଆକର୍ଷିତ ହେବେ , ଖର୍ଚ୍ଚ ଅଧିକା ହେବାକୁ ଚିନ୍ତା ଆସିପାରେ , ଆଜି ଅନ୍ୟଙ୍କୁ ସାହାଯ୍ୟ କରିବେ , ନୁଆ କାମ ସାବଧାନତା ସହ କରନ୍ତୁ , ଓ ପଇସା ଲଗାଇବାରେ ଦୁରେଇ ରୁହନ୍ତୁ , ଶାରରୀକ ଚିନ୍ତା ଆପଣଙ୍କୁ ଚିନ୍ତିତ କରିପାରେ ।

kanya

ତୁଳା ରାଶି : ଆଜି ଆପଣ ଯାତ୍ରାରେ ଯାଇପାରନ୍ତି , ଧନର ମାମଲାରେ ପରିସ୍ଥିତି ଟିକିଏ ଏପଟ ସେପଟ ରହିବ , ବହୁତ ପ୍ରକାରର ଲାଭ ପ୍ରାପ୍ତି କରିବାର ସଂମ୍ଭାବନା ଅଛି , କୁସଂଙ୍ଗରୁ ବଞ୍ଚନ୍ତୁ , ନହେଲେ କେଉଁ ସମସ୍ୟାରୁ ପଡିପାରନ୍ତି , ପାରିବାରିକ ଜୀବନ ଶୁଭ ରହିବ , ଆପଣଙ୍କ ଜୀବନସାଥୀ ସହ ଆନନ୍ଦଦାୟକ ସମୟ ଅତିବାହିତ କରିବେ , ଚାକିରି କରୁଥିବା ଲୋକ ପଦୋନ୍ନତି ହୋଇପାରେ,  ଅଫିସ୍ ରେ କେଉଁ ବ୍ୟକ୍ତି ସହ ଆପଣଙ୍କୁ ଚିନ୍ତିତ କରିପାରେ ।

ବିଛା ରାଶି : ଆଜି ଆପଣଙ୍କ ଜୀବନସାଥୀ ସହ ବିସ୍ତାରିତ ଗର୍ମଜୋଶୀ ଅନୁଭବ କରିବେ , କିଛି ଆମ ଆପଣଙ୍କ ଇଚ୍ଛାନୁସାରେ ହେବନି , ଆପଣଙ୍କ ମୁଡ୍ ଖରାପ ହୋଇପାରେ , ଆର୍ଥିକ ମାମଲାରେ ସମୟ ଲଗାତାର ପ୍ରତିକୁଳ ହୋଇପାରେ , ଅତଃ ଅତ୍ୟଧିକ ସାବଧନତା ରଖନ୍ତୁ , ମିତ୍ରଙ୍କ ସହ ରମଣୀୟ ପର୍ଯ୍ୟଟନ ବୁଲିବେ , ଆଜି ଆପଣଙ୍କ ପଇସାରେ ସଂବନ୍ଧିତ ସବୁ ମାମଲା ସମାଧାନ ହୋଇଯିବ , ଛୋଟ ମୋଟ ଅସୁବିଧା ନିଜକୁ ପ୍ରସ୍ତୁତ କରିବେ , ଆପଣଙ୍କ ବିବାହିତ ଜୀବନ ଭଲରେ କଟିବ ।

ଧନୁ ରାଶି : ଆଜି ଆପଣଙ୍କ ବେପାରରେ ଧନ ଲାଭ ହେବ , ବ୍ୟବସାୟିକ କାର୍ଯ୍ୟରେ କିଛି ଅନାବଶ୍ୟକ ଚିନ୍ତା ଆସିପାରେ , ଯାହାର କାରଣରୁ ଆପଣଙ୍କ ମନ ବିଚଳିତ ହୋଇପାରେ,  ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ , ଅନ୍ୟ ଦୃଷ୍ଟିକୌଣରୁ ସମୟ ଅନୁକୁଳ ଅଛି  କେଉଁ ଶୁଭ କାର୍ଯ୍ୟରେ ଧନ ଖର୍ଚ୍ଚ ହେବାର୍ ସଂମ୍ଭାବନା ଅଛି , ଲେଣଦେଣ ମାମଲାରେ ବିଳମ୍ବତା ରଖନ୍ତୁ ନାହିଁ , କ୍ଷତି ହୋଇପାରେ , ଭଉଣୀଘରୁ କିଛି ଶୁଭ ସମାଚାର ମିଳିପାରେ ।

dhanu

ମକର ରାଶି : ଆଜି ଆପଣଙ୍କ ଭାଗ୍ୟ ସଫଳ ହେବ , ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବଢିବା ରହିବ , ପରିବାର ଓ ଜୀବନସାଥୀଙ୍କ ସହଯୋଗ ମିଳିବ , ଆପଣଙ୍କ ସାମାଜିକ ଦୃଷ୍ଟିକୋଣରୁ ମାନ ସମ୍ମାନ ପାଇବେ , ବିନା କାରଣରେ ଭୟ ଉତ୍ପନ୍ନ ହେବ , ଆପଣଙ୍କ ନୁଆ ସଂମ୍ପର୍କ ପ୍ରତି ପୁରା ସମର୍ପିତ ହେବେ , ଲାଭର ସମାଚାର ମିଳିପାରିବ , ସ୍ୱାସ୍ଥ୍ୟର ମାମଲାରେ ମକର ରାଶିଙ୍କ ଚିନ୍ତା ବଢିପାରେ , ଖର୍ଚ୍ଚରେ କଣ୍ଟ୍ରୋଲ୍ କରିବାକୁ ହେବ ।

କୁମ୍ଭ ରାଶି : ଆଜି ନିଜ ପରାକ୍ରମ ବଢିବାର ଅନୁଭବ କରିବେ , ଆପଣଙ୍କୁ ଧନ ସଂବନ୍ଧୀ ସବୁ ଚିନ୍ତା ଦୂର ହୋଈଜିବ , ଓ ନିଜ ଅଟକିଥିବା କାମ ସଫଳତାପୂର୍ବକ ପୁରା ହୋଇପାରିବ , ବିତ୍ତିୟ ସ୍ଥିତିରେ ସୁଧାର୍ ଆସିବ , କିନ୍ତୁ ସାବଧନତା ସହ ଭାବିବାର ପରେ ହିଁ ନୁଆ ସଂମ୍ପତ୍ତି ନିବେଶ କରନ୍ତୁ  , ଆଜି ସଂମ୍ପର୍କର ସହ୍ କେଉଁ ମାମଲା ବୁଝାମଣା ହେବ , ଅଧିକା ଉତ୍ସାହରେ କାମ କରିବାରୁ ବଞ୍ଚିବାକୁ ହେବ , ଲୋକଙ୍କ ମନରେ କିଛି ଭୁଲ୍ ବୁଝାମଣା ଆସିପାରେ ।

ମୀନ ରାଶି : ଆଜି ଆପଣଙ୍କୁ ଅବସରରୁ ଫାଇଦା ମିଳିପାରିବ , ଘରର କେଉଁ ସଦସ୍ୟଙ୍କ ଚିନ୍ତା ହଇରାଣ୍ କରିବ,  ଆପଣ ନିଜକୁ ଟିକିଏ ଅସୁରକ୍ଷିତ ଅନୁଭବ କରିବେ , ଯଦି ଆପଣ ଉଚ୍ଚ୍ ଅଧ୍ୟୟନ କରିବାପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି ତେବେ ନିରାଶ ହେବେ ନାହିଁ , ଆପଣଙ୍କ ଜୀବନରେ ଆସୁଥିବା ସବୁ ଅସୁବିଧା ଭୋଲାନାଥଙ୍କ କୃପାରୁ ସମାଧାନ ହୋଇଯିବ , ଘର ପରିବାରରେ ହାଲକା ଚିନ୍ତା ଆସିପାରେ , ସ୍ତ୍ରୀଙ୍କ କଥାରେ ବିବାଦ କରନ୍ତୁ ନାହିଁ , ବରଂ ଧୈର୍ଯ୍ୟ ର ସହ ଭାବନ୍ତୁ ।

Leave a Reply

Your email address will not be published. Required fields are marked *