ଶ୍ୱେତସାର ଆପଣ ଙ୍କ ଶରୀର ର ଇନ୍ଧନ ଅଟେ।ଯାହାକି ଆପଣ ଙ୍କ ଶରୀର କୁ ଚଳାଇ ବାରେ ସାହାଯ୍ୟ କରେ। ଯାହାକି ଆପଣ ଚାଲିବା ବୁଲିବା ଏବଂ କିଛି କାମ କରିବା ରେ ବ୍ୟବହାର କରିଥାଉ।ଏବଂ ଏହା ସହିତ ଡାଇବେଟିସ,ରକ୍ତ ଚାପ, ଚର୍ବି ,ଏବଂ ପିମ୍ପ୍ଲସ ଭଳି ବିଭିର୍ନ ପ୍ରକାର ର ରୋଗ ଦେଖାଇଥାଏ।ଖାଇବା ଆପଣ ଙ୍କ ପେଟ କୁ ଯାଇ ଭଲ ଭାବରେ ହଜମ ହେବା ପୂର୍ବରୁ ଖାଦ୍ୟ ରେ ଥିବା ଶ୍ୱେତସାର କୁ ଆପଣ ଙ୍କ ଶରୀର ଗ୍ଲୁକୋଜ ରେ ପରିଣତ କରିଦେଇଥାଏ। କିନ୍ତୁ ଏହା ଦ୍ୱାରା ଇନ୍ସୁଲିନ ହର୍ମୋନ ଏବଂ ଖାଇବା ରେ ମିସୁଥିବା ଗ୍ଲୁକୋଜ ଆମ ଶରୀର ରେ ରକ୍ତ ରେ ଘୁରୁଥାଏ ଯାହା ଦ୍ୱାରା ରକ୍ତ ରେ ଗ୍ଲୁକୋଜ ର ମାତ୍ରା ବଢ଼ି ଚାଲିଥାଏ ଏବଂ ଏହା ଡାଇବେଟିସ ର ମୂଳ କାରଣ ଅଟେ। ଶ୍ୱେତସାର ଗ୍ଲୁକୋଜ ରୂପ ରେ ରକ୍ତ ରେ ପହଂଚିବା ପୂର୍ବରୁ ଆମର ଶରୀର କାହିଁକି ଏହାକୁ ବ୍ୟବହାର କରିପାରେ ନାହିଁ,
ଏହାର ଦୁଇଟି କାରଣ ଅଟେ ।ପ୍ରଥମ ଟି ହେଲା ଶ୍ୱେତସାର ର କୁଆଲିଟୀ ,୨ ପ୍ରକାର ର ଶ୍ୱେତସାର ଆପଣ ଙ୍କ ଖାଦ୍ୟ ରେ ଥାଏ ଗୋଟିଏ ହେଉଛି ଯାହାକି ହଜମ ହେବା ପରେ ଶରୀର ହିସାବରେ ଧୀରେ ଧୀରେ ଖୋଲିଥାଏ ସେଥିପାଇଁ ଏହାକୁ ଆମେ ଭଲ ଶ୍ୱେତସାର ବୋଲି କହିଥାଉ। ଆପଣ ଏମିତି ଭାବିବା କିଛି ଦୃଷ୍ଟି ରୁ ସଠିକ ଅଟେ କିନ୍ତୁ ପୁରା ଠିକ ନୁହେଁ।ଗୋଟିଏ ଅଫିସ ଅଛି ଯେଉଁଠି ଲୋକ ଙ୍କର ଲମ୍ବା ଲାଇନ ଲାଗିଛି ଏବଂ ସେଥି ମଧ୍ୟ ରୁ ଜଣେ ଜଣେ କରି ଭିତରକୁ ଯାନ୍ତି କାରଣ ଇଣ୍ଟରଭିୟ୍ୟୁ ର ବେଗ ର ଗୋଟିଏ ଲିମିଟ ଥାଏ।
କିନ୍ତୁ ବେଳେ ବେଳେ ବାହାରେ ଥିବା ଲୋକ ବେଳେ ବେଳେ ଏକା ସହ ଭିତରକୁ ଯିବାକୁ ଚେଷ୍ଟା କରନ୍ତି। ଏବେ ଆପଣ ଙ୍କୁ କଣ ଲାଗୁଚି ? ଅଫିସ ଭିତରେ ଥିବା ଲୋକ ବାହାରକୁ ଆସି କବାଟ ବନ୍ଦ କରିଦେବ,ଯେମିତି କି କେହି ବି ଭିତରକୁ ଆସିପାରିବେ ନାହିଁ। ଏହି ଭଳି ଆପଣ ଙ୍କ ଶରୀର ରେ ମଧ୍ୟ ହୋଇଥାଏ।ସେହି ଭଳି ଆମର କୋସିକା ଗୁଡିକ ଇନ୍ସୁଲିନ ର ପ୍ରଭାବ ରେ ଖୋଲିଜାଏ, ଏବଂ ରକ୍ତ ରେ ଗ୍ଲୁକୋଜ ନାମ ରେ ଶ୍ୱେତସାର ରେ ପ୍ରବେଶ କରିଥାଏ।ତେଣୁ ଆପଣ ଏହି ଭଳି ସମସ୍ୟା ରୁ ଦୂରରେ ରହିବା ପାଇଁ ଖରାପ ଶ୍ୱେତସାର ଠାରୁ ଦୂର ରେ ରହିବାକୁ ହେବ।ଚିନି,
ମଇଦା ଏହି ସବୁ ସବୁଠାରୁ ଖରାପ ଶ୍ୱେତସାର ନାମ ରେ ଜଣାଯାଏ।ତେଣୁ ଆପଣ ଏହାକୁ କେବେ କେବେ ଖାଇପାରିବେ କିନ୍ତୁ ପ୍ରତିଦିନ ଏହା କୁ ଖାନ୍ତୁ ନାହିଁ।ସବୁ ପ୍ରକାର ର ଫଳ ଯେଉଁଥିରେ ଶ୍ୱେତସାର ର ମାତ୍ରା ଅଧିକ ଥାଏ କିନ୍ତୁ ଏହାକୁ ଭଲ ଶ୍ୱେତସାର ହିସାବରେ ଜଣାଜାଏ।ଏବଂ ଏଥିରେ ମଧ୍ୟ ଫାଇବର ରହିଥାଏ ଯାହା କି ଶ୍ୱେତସାର କୁ ନିୟନ୍ତ୍ରଣ ରେ ରଖିଥାଏ।ଏବଂ ପରିବା ଯେଉଁଥିରେ କି ଶ୍ୱେତସାର ର ମାତ୍ରା ବହୁତ କମ ଥାଏ,ତେଣୁ ଆପଣ ପରିବା କୁ ଯେମିତି ବି ଖାନ୍ତୁ କିଛି ଅସୁବିଧା ନାହିଁ।ଏମିତି କି ଯଦି ଆପଣ କୌଣସି ଫଳ ର ଜୁସ ବନାଇକରି ପିଇବେ ତେବେ ଏହା ଶରୀର ପାଇଁ ବହୁତ ଫାଇଦାବାନ ହୋଇଥାଏ।
ଆଗ କାଳ ରେ ଲୋକ ମାନେ ଯେଉଁ ଚାଉଳ ଖାଉଥିଲେ ସେଥିରେ ଶ୍ୱେତସାର ର ମାତ୍ରା କମ ଥିଲା କିନ୍ତୁ ଆମେ ଏବେ ଯେଉଁ ଧଳା ଚାଉଳ ର ଭାତ ଖାଉଛେ ସେଥିରେ ଶ୍ୱେତସାର ର ମାତ୍ରା ଅଧିକ ରହିଛି।ସେଥିପାଇଁ ଆମେ ଏଥିରୁ ବଂଚିବା ପାଇଁ ଆମେ ଏହି ଧଳା ଚାଉଳ ଏବଂ ଧଳା ରୁଟି କୁ ନଖାଇ ବ୍ରାଉନ ରଙ୍ଗ ର ଚାଉଳ ଏବଂ ରୁଟି ଖାଇବା ବହୁତ ଭଲ ହେବ।ଏବଂ ଯଦି ଆପଣ ଏମିତି କିଛି ଖାଦ୍ୟ ଖାଉଛନ୍ତି ତେବେ ଆପଣ ଏହା ସହିତ ଫାଇବର ଯୁକ୍ତ ଖାଦ୍ୟ ଖାନ୍ତୁ।ବାଦାମ, ଅଖ୍ରୋଟ ,କାଜୁ ଏବଂ କଖାରୁ ର ମଞ୍ଜି ରେ ମଧ୍ୟ ବେଶୀ ପରିମାଣ ର ଶ୍ୱେତସାର ନଥାଏ।ଏବଂ ଆପଣଙ୍କୁ ଆପଣ ଙ୍କ ଶାରୀରିକ ଜୀବନ ରେ କିଛି ସମୟ ଚାଲିବା ବୁଲିବା ନିହାତି ଦରକାର।କାରଣ ଆମେ ଯଦି ଏହା ନା କରିବା ତେବେ ଏହି ଖାଦ୍ୟ ଆମ ଶରୀର ରେ ଜମା ହୋଇ ଆମ ଶରୀର କୁ ହିଁ ଖରାପ କରିଦିଏ।