6

ଆଳୁ ଖାଇବା ଦ୍ୱାରା କଣ ହୋଇଥାଏ ।

NEWS

ଆଳୁ ଆମ ହିନ୍ଦୁସ୍ଥାନି ମାନଙ୍କ ର ପରିବା ନୁହଁ ଆମ ଘର ର ସଦସ୍ୟ ଭଳି,ପୁରା ଦୁନିଆରେ ୪୦୦୦ ପ୍ରକାର ର ଆଳୁ ରହିଛି।ସବୁ ଅଲଗା ଅଲଗା ଦେଖାଜଉଥିବା ଆଳୁ କୁ ବୁଝିବା ପାଇଁ ଆମକୁ ଏହା ଜାଣିବାକୁ ପଡିବ ଯେ କେଉଁ ଆଳୁ ରେ କେଉଁ ପୋଷକ ମିଳିଥାଏ।ଆଳୁ ରେ ଅଧିକ ମାତ୍ରା ରେ କର୍ବୋ ହାଇଡରେଟ ଥାଏ।ସଫା ଆଳୁ ଠାରୁ ରଙ୍ଗୀନ ଆଳୁ ବହୁତ ଭଲ ହୋଇଥାଏ ,

ଯେମିତି କି ସିଝା ଆଳୁ ରେ କାର୍ବୋହାଇଡ୍ରେଟ ଏବଂ ଫାଇବର ର ମାତ୍ରା ଅଧିକ ହୋଇଥାଏ। ଏବଂ ଏଥିରେ କେରାଟିନ ନାମକ ପୋଷକ ତତ୍ଵ ମଧ୍ୟ ଥାଏ । ଲାଲ ରଙ୍ଗ ର ଆଳୁ ରେ କିଛି ଭିଟାମିନ ର ମାତ୍ରା ଅଲଗା ଆଳୁ ଠାରୁ ଅଧିକ ଥାଏ। ଯେଉଁ ବାଇଗେଣି ରଙ୍ଗ ର ଆଳୁ ଥାଏ , ସେଥିରେ ଆଣ୍ଟି ଅକ୍ସିଡାଣ୍ଟ ର ମାତ୍ରା ଅଲଗ ଆଳୁ ର ମାତ୍ରା ରେ ୨-୩ ଗୁଣ ଅଧିକ ହୋଇଥାଏ।

6-1

ଏହା ବ୍ୟତୀତ କିଛି ଏମିତି ଆଳୁ ଥାଏ ଯାହାର ଅଧା ରଙ୍ଗ ସବୁଜ ହୋଇଥାଏ, ଏବଂ ଏହା ଶରୀର କୁ କ୍ଷତି ପହଞ୍ଛାଇଥାଏ। ସେଥିପାଇଁ ଏମିତି ଆଳୁ କୁ କେବେ କି ଆଣନ୍ତୁ ନାହିଁ ଏବଂ ଯଦି ଆପଣ ଙ୍କ ଘରେ ଏମିତି ଆଳୁ ଅଛି ତେବେ ଏହାର ସବୁଜ ରଙ୍ଗ କୁ କାଟିକରି ଫୋପାଡ଼ିଦିଅନ୍ତୁ।କିଛି ଅଙ୍କୁରିତ ଆଳୁ ମଧ୍ୟ ବେଳେ ବେଳେ ଦେଖିବାକୁ ମିଳେ। ଏବଂ ଏହି ଆଳୁ ର ଭିତରେ ବ୍ୟାକଟେରିଆ ଜମା ହୋଇଯାଏ,

6-2

ଯାହାକି ଶରୀର କୁ କ୍ଷତି ପହଞ୍ଚାଇଥାଏ। କଞ୍ଚା ଆଳୁ ରେ ଭିଟାମିନ ସି ମିଳିଥାଏ କିନ୍ତୁ କଞ୍ଚା ଆଳୁ ଖାଇ ହୁଏ ନାହିଁ। ଏବଂ ଏହାକୁ ସିଝାଇ ଖାଇବା ଦ୍ୱାରା ଭିଟାମିନ ସି ନଷ୍ଟ ହୋଇ ଯାଇଥାଏ।ଏବଂ ଆଳୁ ର ଚୋପା ଛଡାଇ ଦେବା ଦ୍ୱାରା ମଧ୍ୟ ସବୁ ଭିଟାମିନ ନଷ୍ଟ ହୋଇଯାଏ।ଏବଂ ଆଳୁ କୁ ଥଣ୍ଡା କରି ଖାଇବା ଦ୍ୱାରା ବହୁତ ଲାଭ ହୋଇଥାଏ।ଆଳୁ କୁ ଫ୍ରାଏ କରି ଖାଇବା ସବୁ ଠାରୁ ଖରାପ ତରିକା ହୋଇଥାଏ।

ତେଣୁ ଆଳୁ କୁ ଫାଇବର ସହ ଖାଇବା ବହୁତ ଭଲ ଅଟେ।ଏବଂ ଆଳୁ କୁ ସିଝାଇ କରି ସାଲାଡ଼ ସହ ମଧ୍ୟ ଆପଣ ଖାଇପାରିବେ।ଆମ ଦେଶ ରେ ଆଳୁ କୁ ଭାତ ଏବଂ ରୁଟି ସହ ଆମେ ବ୍ୟବହାର କରୁ କିନ୍ତୁ ଆଳୁ କୁ ଫାଇବର ଯୁକ୍ତ ଖାଦ୍ୟ ସହ ଖାଇବା ଦ୍ୱାରା ବହୁତ ଲାଭ ହୋଇଥାଏ।କାରଣ ଚାଉଳ ଏବଂ ଆଳୁ ରୁ କାର୍ବୋହାଇଡ୍ରେଟ ମିଳିଥାଏ ,ତେଣୁ ଯଦି ଆପଣ ଏହି ଦୁଇଟି କୁ ଏକ ସହ ଖାଇବେ ତେବେ ଏହା ଶରୀର କୁ କ୍ଷତି ପହଞ୍ଛାଇଥାଏ।ଏବଂ ଶରୀର ରେ ଚର୍ବି ର ମାତ୍ରା ବଢ଼ିଯାଏ। ତେଣୁ ଆଳୁ କୁ ଯଦି ଆପଣ ଅଧିକ ଶାରୀରିକ କାମ କରୁନାହାନ୍ତି ତେବେ ସବୁବେଳେ ଖାନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *