ଆଜି ପର୍ଯ୍ୟନ୍ତ ଏମିତି କିଛି ବିଜ୍ଞାନ ବାହାରିନି ଯେଉଁଥିରେ ଆମର ବୟସ ବଢିବା ବନ୍ଦ ହେଇଯିବ। ହେଲେ ସ୍ୱାସ୍ଥ୍ୟକର ଖାଦ୍ୟ ଓ ସଠିକ୍ ଯୋଗ କରିବା ଦ୍ୱାରା ଆମେ ଆମ ବୟସ ଠାରୁ କମ୍ ଦେଖା ଯାଇପାରିବ। ଦହିରେ ପ୍ରଚୁର ପରିମାଣରେ ପ୍ରୋଟିନ ଓ କ୍ୟାଲସିମ ଥାଏ। ପ୍ରୋଟିନ ଶରୀରକୁ ଉପଯୁକ୍ତ ପୋଷଣ ଦେଇଥାଏ ଓ କ୍ୟାଲସିୟମ ଦ୍ଵାରା ଶରୀରର ହାଡ଼ ଶକ୍ତ ହୋଇଥାଏ।
କହନ୍ତି ଯେ ପାଚନ ପ୍ରକ୍ରିୟା ଠିକ୍ ରହିଲେ ସବୁକିଛି ଠିକ ରହିବା। ଶରୀରର ଅଧା ରୁ ଅଧିକ ରୋଗ ପାଚନ ପ୍ରକ୍ରିୟା ଖରାପରୁ ହୋ।ଦହିରେ ପ୍ରଚୁର। ବ୍ୟାକ୍ଟେରିଆ ଥାଏ ଯାହାକି ଆମ ପାଚନ ପକ୍ରିୟାକୁ ଠିକ୍ ରଖିବାରେ ସାହାଯ୍ୟ କରେ। ଗାଜର ଆମ ଅଖିର ଶକ୍ତି କମ୍ କରିବାକୁ ଦିଏ ନାହିଁ। ପ୍ରତିଦିନ ଗାଜର ଖେଇବା ଦ୍ଵାରା ଆମ ଆଖିର ଶକ୍ତି କମ୍ ହୁଏ ନାହିଁ ଏବଂ ଆଖିକୁ ସୁସ୍ଥ ରଖିବା
ସହ କମିଥିବା ଆଖିର ଶକ୍ତିକୁ ବଢାଇବାରେ ସାହାଯ୍ୟ କରେ।ଗାଜର ଆମ ଦାନ୍ତ କୁ ଶକ୍ତ କରିବା ଶହ ଦାନ୍ତ ରେ ଯାଉଥିବା ବିଭିନ୍ନ ରୋଗ କୁ ଭଲ କରିଥାଏ।ଗାଜର ଖାଇବା ଦ୍ବାରା ଆମର ବୁଝିବାର କ୍ଷମତା ପାଞ୍ଚ ଗୁଣ ବଢ଼ିଥାଏ।ଗାଜର ଆମ ଚର୍ମ କୁ ସୁସ୍ଥ ରଖିବା ସହ ଉଜ୍ଜ୍ବଳ କରିଥାଏ। କମଳା କହିବା ଦ୍ଵାରା ଆମ ଶରୀରରେ ରକ୍ତ ସଂଚାର ଠିକ୍ ଭାବରେ ହେଇଥାଏ।
ଆଜିକାଲି ପ୍ରତେକ ପରିବାରରେ ଯିଏ ହେଲେବି ଜଣେ ହୃଦ୍ ରୋଗର ଶିକାର ହୋଇଥାନ୍ତି।ହେଲେ କମଳା ଖାଇବା ଦ୍ଵାରା ହୃଦ୍ ରୋଗର ଆସଙ୍କ ଜମାବି ନଥାଏ। କମଳା ମୁଁହରେ ଥିବା ବ୍ରଣକୁ ଭଲ କରିବାରେ ସାହାର୍ଯ୍ୟ କରେ। ଟମାଟରେ ଥିବା ଭିଟାମିନ A ଆମ ଚର୍ମକୁ ଉଜ୍ଜ୍ବଳ କରିବା ଶହ ଆମ ଆଖିର ଶକ୍ତିକୁ ବଢାଇଥାଏ।
ଆଜିକାଲି ଯେତେ ପ୍ରକାର କ୍ରିମ ବଜାରକୁ ଆସୁଛି ସେଥିରେ ପ୍ରାୟତ ଟମାଟର ବ୍ୟବହାର କରାଯାଏ। ସବୁଠାରୁ ମୁଖ୍ୟ ହେଉଛି ପାଳଙ୍ଗ ଶାଗ।ପାଳଙ୍ଗ ଶାଗ ଶରୀରକୁ ସୁସ୍ଥ ରଖିବା ସହ ମତିଷ୍କକୁ ସୁସ୍ଥ ରଖେ।ପାଳଙ୍ଗ ଶାଗ ଆଖିର ଦେଖିବା କ୍ଷମତା ବୃଦ୍ଧି କରିବା ସହ ଚର୍ମକୁ ଉଜ୍ଜ୍ବଳ ରଖେ।ଏଥିରେ ଦହି,ଗାଜର,କମଳା ଓ ଟମାଟର କାମ କପଖ ପାଖି ପାଳଙ୍ଗ ଶାଗ କରିଥାଏ।