4

ସୋମୋବାର ପୂଜା କରିବାର ରହସ୍ୟ ଆଗରୁ କେବେୱା ଜାଣି ନଥିବେ l

RASIPHALA

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ତେବେ ଆସନ୍ତୁ ଆଜିର ବିଷୟବସ୍ତୁ ଆଲୋଚନା କରିବା।ବନ୍ଧୁଗଣ,ଆମେ ଜାଣିଛେ ଭଗବାନ ମହାଦେବଙ୍କୁ ଯେଉଁଠି ବି ଡାକିଲେ ସେ ସମସ୍ତକଂ କଥା ସୁଣିଥାନ୍ତି ଏବଂ ବର ପ୍ରଦାନ କରିଥାନ୍ତି l କିନ୍ତୁ ଆପଣ ଜାଣିଛନ୍ତି କି କଣ ପାଇଁ ସୋମବାର ଦିନ ଶିବ ମନ୍ଦିର ରେ ଭିଡ ହୋଇଥାଏ? କଣ ପାଇଁ ସମସ୍ତେ କୁହନ୍ତି ଏହି ଦିନ ଲିଙ୍ଗ ରେ ବେଲପତ୍ର ଏବଂ ଖିର ଢାଳିଲେ ମନସ୍କାମନା ପୁର୍ଣ ହୋଇଥାଏ?

ପ୍ରତ୍ୟକ ଦିନ ଭଗବାନ୍ ସମସ୍ତଙ୍କ ଡାକ ସୁଣନ୍ତି ଏବଂ ବର ମଧ୍ୟ ପ୍ରଦାନ କରନ୍ତି l କିନ୍ତୁ କଣ ପାଇଁ ସୋମବାର ଟା ଏତେ ଖାସ୍ ହୋଇଥାଏ? ଏହି ଦିନ ଚନ୍ଦ୍ରମା ଙ୍କର ମଧ୍ୟ ପୁଜା କରାଇଥାଏ lଧାର୍ମିକ ଗ୍ରନ୍ଥ ଅନୁସାରେ ଏହି ଦିନ ଯୋଉ ମାନେ ଶିବ ପୁଜା କରିଥାନ୍ତି ବା ଉପାସନା ହୋଇଥାଏ ତାହାକୁ ସୋମେସ୍ୱର ବ୍ରତ କୁହାଯାଏ l ସୋମ ର ଅର୍ଥ ହେଉଛି ଚନ୍ଦ୍ର l ସୋମେଶ୍ୱର ର ଦିତୀୟ ଅର୍ଥ ହେଉଚି ଜିଏ ଚନ୍ଦ୍ର କୁ ମସ୍ତକ ରେ ଧାରଣ କରେ ବା ଶିବ |

siba
ସୋମବାର ହେଉଛି ଚନ୍ଦ୍ରକଂ ବାର ଜେହେତୁ ଚନ୍ଦ୍ର ମହାଦେବଙ୍କ ମସ୍ତକ ରେ ଶୋଭା ପାଆନ୍ତି ଏବଂ ସେଠାରେ ପୁଜା ହୁଅନ୍ତି ସେଥିପାଇଁ ଏହି ବାର କୁ ମହାଦେବଙ୍କ ବାର ବୋଲି ମନାଯାଏ l ଆପଣ ଦେଖିଥିବେ ଶିବକଂ ମୁଣ୍ଡରେ ତିନୋଟି ଗାର, ଲିଙ୍ଗ ରେ ତିନୋଟି ଗାର, ବେଲପତ୍ର ତିନୋଟି, ରାବଣ ଶିବକଂର ବଡ଼ ଭକ୍ତ ତା ମୁଣ୍ଡରେ ସେ କାଟିଥିଲା ତିନୋଟି ଗାର l ତେଣୁ ଜଦି ସୋମବାର ଦିନ ଶିବକଂ ମୁଣ୍ଡରେ

sibba

ଶହେ ଆଠଟି ବେଲପତ୍ର ଚଢାଇବେ ତେବେ ଆପଣଙ୍କ ତିନି ଜନ୍ମ ର ପାପ ବିନାଶ ହେବ | ଏହି ଦିନ ପୁଜା କରି ଲୋକମାନେ ନିରୋଗ ହୁଅନ୍ତି l ଏହି ଦିନ ଜିଏ ଭଗବାନଙ୍କୁ ପୁଜା କରି ସନ୍ତୋଷ କରିପାରିବ ମହାଦେବ ତା ମନ ମୁତାବକ ବର ଦିଅନ୍ତି l ଯେହେତୁ ଭଗବାନ୍ ପ୍ରସନ୍ନ ହୋଇ ଦିତୀୟ ତିଥି ରେ ଚନ୍ଦ୍ରମା ଙ୍କୁ ଜଟା ରେ ଧାରଣ କରିଥିଲେ ଏହି ବାର କୁ ଏତେ ଶୁଭ ବୋଲି ମନାଯାଏ l

ମହାଦେବ କେବେ କାହାରି ଶରୀର କୁ ଆସିନଥାନ୍ତି କିନ୍ତୁ ସେ ସବୁବେଳେ ସମସ୍ତଙ୍କ ଦୁଃଖ କୁ ହରଣ କରିଥାନ୍ତି l ସେ ସବୁବେଳେ ସବୁ ଭକ୍ତଙ୍କ ପଛ ରେ ଥାନ୍ତି ଏବଂ ସବୁ କାମ ରେ ସହାୟ ହୁଅନ୍ତି l ସେ ହେଉଛନ୍ତି ଅଲୌକିକ ଶକ୍ତିର ଆଧାର l ସେ ମନ ଜାଣି ବର ଦିଅନ୍ତି | ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିବ ତେବେ ଏଭଳି ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏଵଂ ଫଲୋ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *