1

୩ ରାଶିରେ ହେବ ମହାସଂଯୋଗ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେପରିକି ଆମେ ଵିଚାର କରିଥାଉ ଶନିଦେଵଙ୍କୁ ସବୁଠାରୁ ପାପୀ ଗ୍ରହ ବୋଲି ବିଚାର କରାଯାଏ , କୁହାଯାଏ ଯେ ଶନିଙ୍କ ପ୍ରଭାବ ଯେଉଁ ଗ୍ରହ ବା ଲୋକ ଉପରେ ପଡ଼ିଥାଏ ତାର ସମସ୍ଯାମାନ ସେଵେ ଠାରୁ ଆରମ୍ଭ ହୋଇଯାଇଥାଏ , କିନ୍ତୁ ଏପରି ସର୍ବଦା ହୋଇନଥାଏ ଯେତେବେଳେ ଶନି ଦେବ କାହିଁ ଉପରେ ପ୍ରସନ୍ନ ହୋଇଥାନ୍ତି ତ ତାଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଲାଗିଥାଏ , ଓ ଆସିବାକୁ ଥିବା ସମସ୍ୟା ରୁ ମୁକ୍ତି ମିଳିଯାଇଥାଏ ,

‌ତେଵେ ଜ୍ୟୋତିଷକୁ ମାନିବା ତ ଗ୍ରହମାନଙ୍କର ଚଳନ କାରଣରୁ ହିଁ ଏପରି ହୋଇଥାଏ , ତେବେ ଏପରି ଏକ ଯୋଗ ଵନୁଅଛି ଯେଉଁଥିପାଇଁ କିଛି ରାଶିମାନଙ୍କର ଭାଗ୍ୟ ଖୋଲିବାକୁ ଯାଉଛି , ଏହା ଦ୍ଵାରା ଏମାନଙ୍କର ଭାଗ୍ୟ ଚମକି ଉଠିବ , ଆସିବାକୁ ଥିବା ସମସ୍ତ ସମସ୍ୟାରୁ ମୁକ୍ତି ମିଳିବ , ତେବେ ଆସନ୍ତୁ ସେହି ରାଶିମାନଙ୍କ ବିଷୟରେ ଜାଣିବା , ପ୍ରଥମେ ରହିଛି ସିଂହ ରାଶି , ମାଁ ଲକ୍ଷ୍ମୀଙ୍କ କୃପା କାରଣରୁ ଆପଣଙ୍କୁ ଚାକିରିର ଯୋଗ ଵନୁଅଛି , ତେବେ ଶନିବାର ଦିନ ଆପଣଙ୍କୁ ଶନି ଚାଳିଶା ପାଠ କରିବା ଆବଶ୍ୟକ , ଆପଣଙ୍କୁ କୈାଣସି ବି ଏକ ନୂତନ ଯୋଜନାର ଲାଭ ମିଳିପାରେ ,

laxmi

ଆପଣ ଆପଣଙ୍କର ହିସାବରେ କୈାଣସି ନୂଆ ମିତ୍ର କରିପାରନ୍ତି , ଆପଣଙ୍କ ସମ୍ମାନ ବଢିଯିବ , ମାଁ ଲକ୍ଷ୍ମୀ ଙ୍କ ଆଶିର୍ବାଦ କାରଣରୁ ସମାଜରେ ମାନ ସମ୍ମାନ ବୃଦ୍ଧି ହେବ , ସଫଳତା ଆପଣମାନଙ୍କୁ ନିଶ୍ଚିତ ମିଳିବ , ଆପଣଙ୍କର ଯେଉଁ ସବୁ ସମସ୍ଯା ଥିଲା ସବୁ ଅନ୍ତ ହେବାକୁ ଯାଉଛି । ଦ୍ଵିତୀୟ ହେଲା ଧନୁ ରାଶି , ଧନୁ ରାଶିର ଲୋକମାନଙ୍କୁ ପରିବାର ସହଯୋଗ ମିଳିବ , ଏମାନଙ୍କୁ ଧନ ପ୍ରାପ୍ତି ହେବ , ଛାତ୍ରଛାତ୍ରୀ ମାନଙ୍କ ପାଠ ପଢ଼ାରେ ମନ ଲାଗିବ ,

laxmi1

ଚାକିରିର ପ୍ରସ୍ତାବ ଆସିପାରେ , ଆପଣଙ୍କୁ ଆପଣଙ୍କର ମନ ଵାଛିଥିବା ଜୀଵନ ସାଥି ମିଳିବ , ଆପଣଙ୍କ ପାଇଁ ଏହି ଦିନ ଗୁଡ଼ିକ ଖୁସିରେ କଟିବ, ତୃତୀୟ ହେଲା ବୃଷ ରାଶି , ଏହି ରାଶିର ଲୋକମାନଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ ଆଶିର୍ବାଦ ପ୍ରାପ୍ତ ହେବ , ଆପଣଙ୍କ ସଫଳତାରେ ଆଉ କେହି ଅଟକାଇ ପାରିବେ ନାହିଁ , ଆପଣ କରିଥିଵା ସବୁ କାର୍ଯ୍ୟ ସଫଳ ହେବ , ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ ,

ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି , ଚାକିରିରେ ପ୍ରତିଷ୍ଠିତ ହେବେ , ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ବ୍ୟବସାୟରେ ଲାଭ ହେବ । ଏଥିପାଇଁ ଶନି ଦେବଙ୍କ ଚାଳିଶା ପାଠ କରନ୍ତୁ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *