2

କେଉଁ କାରଣ ପାଇଁ ଜନ୍ମ ହୁଅନ୍ତି ଜାଆଁଳା ଶିଶୁ, ଜାଣନ୍ତୁ କଣ କହୁଛି ବିଜ୍ଞାନ l

HEALTH

ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ।ତେବେ ଆସନ୍ତୁ ଆଜିର ବିଷୟବସ୍ତୁ ଆଲୋଚନା
କରିବା।ବନ୍ଧୁଗଣ,ଆପଣ ଜାଣିଥିବେ ଏବଂ ଶୁଣିଥିବେ ଗୋଟିଏ ସ୍ପର୍ମ ରେ ଗୋଟିଏ ଛୁଆ ଜନ୍ମ ନିଏ l କିନ୍ତୁ କେମିତି ଜନ୍ମ ହୁଅନ୍ତି ଏହି ଜାଆଁଳା ଛୁଆ? ଯେତେବେଳେ ଗୋଟିଏ ସ୍ପର୍ମ ଭିତରକୁ ଯାଇଥାଏ ତାହାକୁ ଅଣ୍ଡା ସିଲ୍ କରିଦେଇଥାଏ ଜାହା ଫଳ ରେ ଅନ୍ୟ ଟି ପସିପାରେ ନାହିଁ l ତେବେ ଦୁଇଟି କିମ୍ବା ତିନୋଟି ଛୁଆ କିପରି ଜନ୍ମ ନିଅନ୍ତି?

ଜାଆଁଳା ଛୁଆ ଦୁଇ ପ୍ରକାର ର ଗୋଟିଏ ହେଉଛି identical ଅନ୍ୟ ଟି ହେଉଛି non-identical l ମହିଳା ଶରୀର ରେ ଥିବା ଅଣ୍ଡା ସ୍ପର୍ମ ସହ ମିଶି ଜେଉଁ ଭୃଣ ତିଆରି କରିଥାଏ ତାହା ବେଳେ ବେଳେ ଦୁଇଟି ରେ ପରିଣତ ହୋଇଥାଏ l ଏହି fertilization ର ସ୍ଥାନ ଗୋଟିଏ ହୋଇଥାଏ l ଏହି କାରଣ ରୁ ଛୁଆ ଦୁଇଟା ଏକା ପରି ହୋଇଥାନ୍ତି l ଏମାନେ ଦେଖିବାକୁ ଏକା ପରି ଏବଂ ଏମାନଙ୍କ DNA ମଧ୍ୟ ପାଖାପାଖି ସମାନ ଦେଖାଯାଏ l କିନ୍ତୁ ଏମାନଙ୍କ ଫିଙ୍ଗର୍ ପ୍ରିଣ୍ଟ ଅଲଗା ଥାଏ l ଏହି ଭଳି ଛୁଆକୁ identical କୁହାଯାଏ l

childddd
କିନ୍ତୁ ବେଳେବେଳେ ମହିଳା ମାନଂକ ଶରୀର ରେ ଏଭଳି ହୁଏ କି ସେଠାରେ ଦୁଇଟି ଅଣ୍ଡା ସ୍ରୁସ୍ଟି ହୁଏ ଜାହାକି fertilization ପାଇଁ ଦୁଇଟି ସୁକ୍ରାଣୁ ଦରକାର କରେ l ଏଠାରେ ଦୁଇଟି ପ୍ରୁଥକ୍ ଭୃଣ ସ୍ରୁଷ୍ଟି ହୋଇଥାଏ l ଏଥିରେ ଅଲଗା ଅଲଗା ସ୍ଥାନରେ ଛୁଆ ରହିଥାନ୍ତି l ଗୋଟେ ପୁଅ ଏବଂ ଗୋଟେ ଝିଅ ହେବାର ମଧ୍ୟ ବହୁତ ସମ୍ଭବ ଥାଏ l ଏମାନେଦେଖିବାକୁ ଅଲଗା ହୋଇଥାନ୍ତି, ଚାଲିଚଳନ ଆଉ ସ୍ୱଭାବ ମଧ୍ୟ ଅଲଗା ହୋଇଥାଏ l ଏମାନଙ୍କୁ Non-identical କୁହାଯାଏ l

child
ଏକ ସର୍ଭେ ରୁ ଜଣା ପଡ଼ିଛି କି ଚାଳିଶ ଟି ପ୍ରସବ ମଧ୍ୟ ରୁ ଗୋଟିଏ ମାତ୍ର ଏଭଳି କେସ୍ ଥାଏ l ଏବେ ଏବେ ବେଶି ଜାଆଁଳା ଛୁଆ ହେଉଛନ୍ତି , ଏହାର କାରଣ ହେଉଛି ମହିଳା ମାନେ ବହୁତ ଡେରି ରେ ଗର୍ଭବତୀ ହେଉଛନ୍ତି l ଖାସ୍ କରି ତିରିଶ ବର୍ଷ ପରେ ଏହା ଦେଖିବାକୁ ମିଳୁଛି l ଦ୍ୱିତୀୟ ଟି ହେଉଛି IVF ଟେକ୍ନୋଲୋଜିର ବ୍ୟବହାର ଏବେ ଅଧିକ ହେଉଛି ,ତେଣୁ ଏଥିରେ ବି ଏକ ରୁ ଅଧିକ ଛୁଆ ଜନ୍ମ ହେଉଛନ୍ତି l

ଏହା ଆନୁବସିଂକ ମଧ୍ୟ ହୋଇଥାଏ l ଯଦି ଆପଣ ବି ଜାଆଁଳା ତେବେ ଆପଣଙ୍କର ମଧ୍ୟ ଏପରି ଶିଶୁ ଜନ୍ମ ହେବାର ସମ୍ଭାବନା ଅଛି l ଯଦି ଆପଣଙ୍କ ପେଟରେ ଜାଆଁଳା ଶିଶୁ ଥାନ୍ତି ତେବେ ଆପଣଙ୍କୁ ଅଧିକ ଭୋକ ହେବା ସହ ବ୍ଲିଡିଙ୍ଗ ମଧ୍ୟ ହୋଇଥାଏ l ଓଜୋନ ଅଧିକ ହୋଇଥାଏ l ସମୟ ପୁର୍ବରୁ ଡେଲିଭରି ହେବାର ଅଧିକ ସମ୍ଭାବନା ଥାଏ l ଏହି ସବୁ ଲକ୍ଷ୍ୟଣ ଜାଆଁଳା ଶିଶୁ ଥିବା ମହିଳା ମାନଂକ ଠାରେ ଦେଖାଯାଏ l ତେବେ ବନ୍ଧୁଗଣ ଆମେ ଆଶା କରୁଅଛୁ ଯେ ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ପସନ୍ଦ ଆସିଥିବ ତେବେ ଏଭଳି ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏଵଂ ଫଲୋ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *