stree

ସ୍ଵାମୀ ଅଫିସ୍ ଗଲା ପରେ ସ୍ତ୍ରୀ କରୁଥିଲା ଲୀଳା ।

NEWS

ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ଏକ ପବିତ୍ର ସମ୍ପର୍କ।ଏକ ଭରସା ,ବିଶ୍ୱାସ ତଥା ଭଲପାଇବାର ସମ୍ପର୍କ।ମାତ୍ର ଏହି ସମ୍ପର୍କ ବର୍ତ୍ତମାନ ସମୟରେ ଆଉ ପୂର୍ବପରି ହେଇନାହିଁ।କଳିଯୁଗରେ ଏହା କଳକିଂତ ହେଇଯାଇଛି।ତେଣୁ ଏପରି ଏକ କଲଙ୍କିତ ଘଟଣା ଘଟିଯାଇଛି।ଏପରି ଏକ ଅଭାବନୀୟ ଘଟଣା ସମ୍ପର୍କରେ ଜାଣିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରି ଉଠିବ।ସେହି ସ୍ତ୍ରୀ ଏପରି କିଛି କାମ କରିଛି ଯାହା ଫଳରେ ଯିଏ ଏହି କଥା ଶୁଣୁଛି ସେ ମୁଣ୍ଡରେ ହାତ ଦେଉଛି।ବେଳେବେଳେ ସ୍ତ୍ରୀ ଟିଏ ନିଜ ସ୍ୱାମୀଠାରୁ ଶାରିରୀକ ସୁଖ ନ ପାଇ ପର ପୁରୁଷ ସହ ସମ୍ବଧ ରଖିଥାଏ।ତେଣୁ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ।ସେହି ସ୍ତ୍ରୀର ନାମ ହେଉଛି ଆଏସା।ସେହି ସ୍ତ୍ରୀ କଲୋନୀରେ କ୍ରିକେଟ୍ ଖେଳୁଥିବା ପିଲାମାନଙ୍କ ସହ କଥା ହେଉଥିଲା।ସେମାନଙ୍କୁ ଇସାରା ଦେଇ ନିଜ ଘରକୁ ଡାକୁଥିଲା ଏବଂ କବାଟ ବନ୍ଦକରି ସେମାନଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲା।କେବଳ ଜଣେ ନୁହଁ ଅନେକଙ୍କ ସହ ସେ ଅନୈତିକ ସମ୍ପର୍କ ରଖୁଥିଲା।ସ୍ବାମୀ କାମକୁ ଗଲା ପରେ ସୋସିଆଲ ମିଡ଼ିଆ ମାଧ୍ୟମରେ ସେ ଅନେକ ପୁରୁଷଙ୍କ ସମ୍ପର୍କ ରଖୁଥିଲା।କେହି କେହି ତାକୁ ପଇସା ଦେଉଥିଲେ ତା ଆଉ କିଏ ନୂଆ ନୂଆ ଗିଫ୍ଟ୍ ଦେଉଥଲା।ସେ ସ୍ତ୍ରୀ ନିଜ ଶଶୁରଙ୍କୁ ବେହାସ ଔଷଧ ଦେଇଦେଉଥିଲା ଏବଂ ଝରକା ଖୋଲି ଅନେକ ପୁରୁଷ ମାନଙ୍କୁ ଡାକି ତାଙ୍କୁ ସନ୍ତୁଷ୍ଟି ଦେଉଥିଲା।ତାଙ୍କ ପଡୋଶୀମାନେ ଏହି କଥା ଜାଣି ତାଙ୍କ ସ୍ବାମୀ କୁ କହିଦେଇଥିଲେ।ଫଳରେ ସ୍ୱାମୀ ଏହାକୁ ଧରିବାକୁ ଚାହିଁଲା।ଥରେ ସ୍ୱାମୀ କାମକୁ ଯିବା ବାହାନାରେ ନିଜ ପଡ଼ୋଶୀଘରେ ରହିଲେ।ଯେମିତି ଦେଖିଲେ ଜଣେ ଯୁବକ ତାଙ୍କ ଘରକୁ ପଶିଲେ ସେ ଯାଇ କବାଟ ବାଡେଇକି ଦେଖିଲେ ସ୍ତ୍ରୀ ସଫେଇ ଦେଲେ ସେ ତାଙ୍କ ଧରମ ଭାଇ ବୋଲି।ଏହା ପରେ ସେ ଥରେ ନିଜ ଖଟ ତଳେ ଲୁଚିକି ରହିଲେ।ସ୍ତ୍ରୀଙ୍କର ସେଦିନ ଏକ ନୂଆ ବୟଫ୍ରେଣ୍ଡ ଆସିଲା।

sdsd

ଏହାର କିଛି ସମୟ ମଧ୍ୟରେ ତାଙ୍କର ଖଟ ଉପରେ ରାସଲୀଳା ଆରମ୍ଭ ହେଇଗଲା।ଏହାକୁ ଦେଖି ସ୍ୱାମୀ ଆଉ ସମ୍ଭାଳି ପାରିଲା ନାହିଁ।ସେ ଖଟ ତଳୁ ବାହାରିଆସି ସେମାନଙ୍କୁ ବହୁତ ବଦେଇଲା ଏବଂ ସ୍ତ୍ରୀକୁ ତା ବାପଘରେ ଛାଡିଦେଲା।ସ୍ତ୍ରୀ ତା ବାପଘରେ ମଧ୍ୟ ସେଇଆ କଲା।ତା ବାପା ତାକୁ ବହୁତ ବାଡେଇଲେ ଏବଂ ଘରୁ ତଡିଦେଲେ।ସେ ପୁଣି ଆସି ତା ସ୍ବାମୀ ଏବଂ ତା ଶଶୁରଙ୍କୁ ଭୁଲ୍ ମାଗିଲା ଏବଂ ଆଉ ଏଇ କାମ କରିବ ନାହିଁ ବୋଲି କହିଲା।ମାତ୍ର ପୁଣି ସେ ଏହି କାମରେ ଲିପ୍ତ ରହିଲା।ପୁଣିଥରେ ତା ସ୍ବାମୀ ତା ବିଷୟରେ ଜାଣିଦେଲେ।ମାତ୍ର ଏହି ଥରକ ତା ବୟଫ୍ରେଣ୍ଡ୍ ଏବଂ ସେ ନିଜ ସ୍ୱାମୀ ଏବଂ ଶଶୁରଙ୍କୁ ଜୀବନରୁ ମାରିଦେଲେ।ଏହି ସବୁ ଘଟଣାକୁ ଦେଖୁଥିଲା ଏକ ସ୍କୁଲ୍ ଫେରନ୍ତା ୧୦ ବର୍ଷୀୟ ଝିଅ ନୁରି।ସେ ପୋଲିସ୍ କୁ ସବୁ ସତ କହିଦେଲେ ଫଳରେ ଆଏସା ଏବଂ ତା ବୟଫ୍ରେଣ୍ଡ୍ ଶେଷରେ ଗିରଫ ହେଲେ।ଦେଖିଲେତ ଆଜ୍ଞା ଟିକିଏ ସୁଖ ପାଇଁ ସେ ଆଜି କେମିତିଏକ ଅଭାବନୀୟ ଘଟଣା ଘଟେଇଦେଲେ।

ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *