19

ଦୋଳପୂର୍ଣ୍ଣିମାରେ ଘରକୁ ଆଣନ୍ତୁ ଏହି ଜିନିଷ ହେବ ଧନର ବର୍ଷା |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ବିଷୟ ହେଉଛି ଦୋଳ ପୂର୍ଣ୍ଣିମା ଦିନ ଘରକୁ ଆଣନ୍ତୁ ଏହି ଜିନିଷ ବଢିବ ଧନ ଆସନ୍ତୁ ଏହି ବିଷୟରେ ଅଧିକ କିଛି ଜାଣିବା ଏହି ଦୋଳ ପୂର୍ଣ୍ଣିମା ଦିନ ଆପଣ ଏହି ଉପାୟ ଟି କଲେ ଆପଣଙ୍କ ଜୀବନରେ ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ଏବଂ ସମାଜରେ ଆପଣ ମାନ ସମ୍ମାନ ପାଇବେ।ଓ କଜରୁ ମୁକ୍ତି ପାଇପାରିବେ ଦୋଳ ପୂର୍ଣ୍ଣିମା ହିନ୍ଦୁ ମାନଙ୍କର ବହୁତ ବଡ଼ ପର୍ବ ଅଟେ। ଏହି ଦିନ ରାଧା କୃଷ୍ଣ ଦୋଳିରେ ଝୁଲୁଥିବା ରୁ ଏହାକୁ ଦୋଳ ପୂର୍ଣ୍ଣିମା ବୋଲି କୁହାଯାଏ। ଏହି ପର୍ବ ଫାଳୁଗୁନ ମାସ ଶୁକ୍ଳ ପକ୍ଷ ଦଶମୀଠାରୁ ଆରମ୍ଭ ହୋଇ ଦୋଳ ଯାତ୍ରା ବା ହୋଲିରେ ଶେଷ ହୋଇଥାଏ। ଏହି ଦିନ ରାଧାକୃଷ୍ଣଙ୍କୁ ଫଗୁ ଲଗାଇ ବିମାନରେ ବସାଇ ଯାଇଥାଏ। ଏହି ଦିନ ଗୋପାଳ ପିଲାମାନେ ରାଧା କୃଷ୍ଣଙ୍କୁ କାନ୍ଧରେ ବସାଇ ଘରେ ଘରେ ଵୁଲାନ୍ତି।

ଦୋଳ ପୂର୍ଣ୍ଣିମା ପର ଦିନ ହୋଲି ପର୍ବ ପାଳନ କରାଯାଏ। ଏହି ଦିନ ଶ୍ରୀକୃଷ୍ଣ ମୈତ୍ର ନାମକ ଅଶୁରକୁ ଵଦ୍ଧକରିଥିଲେ। ଏହି ଅଗ୍ନିଦେଵ ଵଲିକା ନାମକ ଅଶୁରିଣୀକୁ ବଦ୍ଧ କରିଥିଲେ। ପ୍ରଲ୍ଲାଦ ମୃତ୍ୟୁ ମୁଖରୁ ରକ୍ଷା କରିଥିଲେ। ଏହି ଦିନ ଆପଣ ମାନେ ଦୁଇ ଯୋଡ଼ା ବଂଶିସିଘରକୁ ନେଇ ଆସନ୍ତୁ ଏବଂ ଏହାକୁ ରାଧା କୃଷ୍ଣଙ୍କ ପାଖରେ ପୂଜା କରନ୍ତୁ। ଏହି ସବୁ କରିବା ଦ୍ୱାରା ଆପଣ ଘରର ସୁଖ ଶାନ୍ତି ଫେରିଆସିଵ । ଏବଂ ଆପଣଙ୍କ ଘର ଧନ ସମ୍ପତ୍ତି ରେ ପରିପୂର୍ଣ୍ଣ ହୋଇଯିବ। ଯେଉଁ ଠି ସୁଖ ଶାନ୍ତି ଓ ସମୃଦ୍ଧି ରହିଥାଏ, ସେହି ଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଏବଂ ଆପଣଙ୍କର କୋୖଣସି ଦିନ ଧନର ଅଭାବ ହେଵ ନାହିଁ।

laxmi

ଦୋଳ ପୂର୍ଣ୍ଣିମା ଦିନ ମା ଲକ୍ଷ୍ମୀଙ୍କ ପ୍ରତି ଛବି ଘରକୁ ଆଣନ୍ତୁ , ସଂନ୍ଧ୍ୟା ସମୟରେ ମା ଲକ୍ଷ୍ମୀଙ୍କ ଆଗରେ ନଅ ଗୋଟି ଦୀପ ଜଳାନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଘରେ କେବେବି ଧନର ଅଭାବ ହୋଇ ନଥାଏ ଏବଂ ଆପଣଙ୍କ ଘର ଧନରେ ପରିପୂର୍ଣ୍ଣ ହୋଇଯାଏ। ଏହିଦୋଳପୂର୍ଣ୍ଣିମା ଦିନ ଘୋରକୁ ଗୋଟିଏ ଆଣନ୍ତୁ , ଏହି ନଡ଼ିଆରେ ସିନ୍ଦୁର ନାଲି ସୂତା ବାନ୍ଧି ଦିଅନ୍ତୁ। ଏବଂ ଅରୁଆ ଚାଉଳରେ ପୂଜା କରନ୍ତୁ ଏହି ନଡ଼ିଆକୁ ନେଇ ହନୁମାନଙ୍କ ଚରଣରେ ଅର୍ପଣ କଲେ ଆପଣଙ୍କର ହେବ ନାହିଁ ଧନର ଅଭାବ। ଆପଣକରଜରୁ ମୁକ୍ତି ପାଇପାରିବେ ଏବଂ ଆପଣଙ୍କ ଆର୍ଥିକ ଅଭାବ ଦେଖାଯିବ ନାହିଁ।

hanuman

ଏହି ଦିନ ସଂନ୍ଧ୍ୟାରେ ଅସ୍ତ ଗଛ ମୂଳରେ ସୋରିଷ ତେଲର ଦୀପ ଜଳାନ୍ତୁ । ଏହି ଦୀପ ଜଳାଇ ବା ଏକ ମୁହଁ ହୋଇ ଘରକୁ ଫେରିଆସନ୍ତୁ , ଏହି ଫେରିବା ପୂର୍ବରୁ ଗୋଡ ହାତ ଭଲ ଭାବରେ ଧୋଇ ଆସନ୍ତୁ। ଏହି ସବୁ ଉପାୟ କରିବା ଦ୍ୱାରା ଆପଣଙ୍କର ହେବ ଧନର ବର୍ଷା। ଏହି ଦିନ ସକାଳେ ଅସ୍ତ ଗଛ ମୂଳରେ ପାଣି ଢାଳନ୍ତୁ। ଏବଂ ଘରକୁ ଆସି ଘରର ମୁଖ୍ୟ ଦୁଆରେ ହଳଦୀ କିମ୍ବା ସିନ୍ଦୁର ଆଧା ଚନ୍ଦ୍ର ପରି ଚିତ୍ର କରନ୍ତୁ। ଆପଣଘରୁ ବାହାରକୁ ଗଲାବେଳେ ଡାହାଣ ପାଦ ପକିଯାଉନ୍ତୁ , ଯେଉଁ କାମରେ ଆପଣ ଯାଉଥିବେ ନିଶ୍ଚିତ ସଫଳ ହେବେ । ଏବଂ ଧନ ମଧ୍ୟ ପ୍ରାପ୍ତ ହୋଇଥାଏ।

ଏହି ଦିନ ଘରକୁ ଦୁଇଟି ପାତ୍ର ଆଣନ୍ତୁ ଗୋଟିଏ ପାତ୍ରରେ ବିରି ଓ ଅନ୍ୟ ଗୋଟିଏ ପାତ୍ରରେ ଲୁଣ ରଖନ୍ତୁ। ଏହି ଦୁଇଟି ପାତ୍ରକୁ ଲୁଚାଇ ରଖନ୍ତୁ ଏହି ଦୁଇଟି ପାତ୍ର ଯଦି ସୁରକ୍ଷିତ ରହିବ ତେବେ ମା ଲକ୍ଷ୍ମୀଙ୍କ କୃପା ମିଳିବ। ଏହି ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କୁ ଧଳା ପୁଷ୍ପ ଓ ଧଳା ଭୋଗ ଅର୍ପଣ କରନ୍ତୁ। ଏବଂ ପୂଜା କରନ୍ତୁ। ଏବଂ ଆପଣ ନିଜର ସ୍ଵାସ୍ଥ୍ୟ ସମସ୍ୟା ଓ ନିଜର ଆର୍ଥିକ ଅଭାବ ବିଷୟରେ ଜଣାନ୍ତୁ। ସେହି ଭୋଗ ଗୁଡିକ ନେଇ ଛୋଟ ପିଲାଙ୍କୁ ବାଣ୍ଟି ଦିଅନ୍ତୁ। ପ୍ରତ୍ୟେକ ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କୁ ଧଳା କ୍ଷୀର ଦିଅନ୍ତୁ। ଏହି ସବୁ କରିବା ଦ୍ୱାରା ଆପଣଙ୍କର ସ୍ଵାସ୍ଥ ଜନିତ ସବୁ ସମସ୍ୟା ଦୂର ହୋଇଯିବ। ଏବଂ ସବୁ ବେଳେ ଭଲରେ ନିଜର ଜୀବନ କଟାଇଵେ। ଏତିକି କହି ବିଦାୟ ନେଉଛି ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *