ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ହିନ୍ଦୁ ଧର୍ମ ଅଟେ।ଯେଉଁଥିରେ ଘର,ଭଗବାନ ଏବଂ ମନ୍ଦିର ନିର୍ମାଣ କରିବାର ସମ୍ପର୍କରେ ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ଦିଆଯାଇଅଛି ।ବାସ୍ତୁଶାସ୍ତ୍ର ଅନୁସାରେ ଗୃହ ନିର୍ମାଣ କରିବା ସମୟରେ ଦିଗଗୁଡିକର ଧ୍ୟାନ ରଖିବା ଆବଶ୍ୟକ।ଯଦି ଗୃହନିର୍ମାଣ ଦିଗ ଅନୁସାରେ ନକରାଯାଏ ତେବେ ଏହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡିଥାଏ।
ମହିଳାମାନଙ୍କୁ ଏହି କଥାର ବିଶେଷ ଧ୍ୟାନ ରଖିବା ଉଚିତ କି ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣ ଭୁଲ ଦିଗରେ ଶୋଇବେ ତେବେ ଏହାର ପ୍ରଭାବ ମଣିଷ ଜୀବନ ଉପରେ ପଡିବ ଏହା ସହିତ ଆପଣଙ୍କ ଘରକୁ ଦାରିଦ୍ର୍ୟତା ମଧ୍ୟ ଆସିଥାଏ।ଏହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ଅଛି।ସେଥିପାଇଁ ବୈଜ୍ଞାନିକ ଦୃଷ୍ଟିକୋଣରୁ ମାନନ୍ତିକି, ପ୍ରତ୍ୟେକ ଦିନ ୮ଘଣ୍ଟା ଶୋଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ରାତ୍ରିରେ ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇ ପ୍ରତିଦିନ ଡେରିରେ ଉଠିବା ଦ୍ଵାରା ଶୁଭ ମାନନ୍ତିନାହିଁ।ବାସ୍ତୁ ଅନୁଯାୟୀ ଯେଉଁ ମହିଳା ସକାଳୁ ବିଳମ୍ବରେ ଉଠିଥାନ୍ତି କିମ୍ବା ବିଛଣା ଛାଡ଼ିଥାନ୍ତି ଏହାଦ୍ଵାରା ଘରେ ଦୁଃଖ ଏବଂ ଦାରିଦ୍ର୍ୟତା ଆସିଥାଏ ।ପରିବାରର ସଦସ୍ୟ ବ୍ରହ୍ମମୁହୂର୍ତ୍ତରେ ଉଠିବା ଆବଶ୍ୟକ।ସୂର୍ଯ୍ୟଉଦୟ ପୂର୍ବରୁ ସ୍ନାନକରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାଦ୍ଵାରା କୃପା ମିଳିଥାଏ।
ବାସ୍ତୁଶାସ୍ତ୍ରରେ, ମହିଳାଙ୍କଠାରୁ ଆରମ୍ଭକରି ବିଦ୍ୟାର୍ଥୀମାନଙ୍କ ପର୍ଯ୍ୟନ୍ତ ଶୋଇବାର ପ୍ରଣାଳୀ ବିଷୟରେ କୁହାଯାଇଛି। ତେବେ ଚାଲନ୍ତୁ ଜାଣିବା ସେହି ସଠିକ ଦିଗ ବିଷୟରେ। ବାସ୍ତୁ ଅନୁସାରେ ପୂର୍ବ, ପଶ୍ଚିମ, ଉତ୍ତର ଏବଂ ଦକ୍ଷିଣ ଏହି ଚାରୋଟି ମୂଲ୍ୟଦିଗ ଅଟେ।ଆକାଶ ପାତାଳକୁ ମଧ୍ୟ ଦିଗରେ ବିଭକ୍ତ କରାଯାଇଛି।ପୂର୍ବଦିଗକୁ ବସ୍ତୁଶାସ୍ତ୍ର ଅନୁସାରେ ମହତ୍ୱପୂର୍ଣ୍ଣ ଦିଗ ମନାଯାଇଥାଏ।ପୂର୍ବଦିଗ ସୂର୍ଯ୍ୟଦୟର ଦିଗ ଅଟେ।ଏହି ଦିଗର ସ୍ୱାମୀ ଇନ୍ଦ୍ରଦେବ ଅଟନ୍ତି।ଏମାନଙ୍କୁ ଶୋଇବା ସମୟରେ ନିଶ୍ଚିତ ଧ୍ୟାନରେ ରଖିବା ଆବଶ୍ୟକ ଅଟେ। ଉତ୍ତର ଦିଗ,ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତରଦିଗରେ ଶୋଇବା ଦ୍ଵାରା ବହୁତ ଅଶୁଭ ହୋଇଥାଏ।ଘରର ମହିଳାମାନଙ୍କୁ ଏହି ଦିଗକୁ ମୁଣ୍ଡକରି ଶୋଇବା ଉଚିତ ନୁହେଁ।ଏପରି କରିବାଦ୍ଵାରା ଦାରିଦ୍ର୍ୟତା ଆସିଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଚୁମ୍ବକୀୟ ପ୍ରଭାବ ପଡିଥାଏ।
ଦକ୍ଷିଣଦିଗ ,ଏହିଦିଗର ସ୍ୱାମୀ ଯମଦେବ ଅଟନ୍ତି।ଏହିଦିଗକୁ ବାସ୍ତୁ ଅନୁସାରେ ସୁଖର ଦିଗ କୁହାଯାଇଥାଏ।ଏହିଦିଗକୁ ମୁଣ୍ଡକରି ଶୋଇବା ଦ୍ୱାରା ସୁଖଶାନ୍ତି ପ୍ରାପ୍ତ ହୋଇଥାଏ।ବୈଜ୍ଞାନିକ ଦୃଷ୍ଟିକୋଣରୁ ପୃଥିବୀ ଚୁମ୍ବକୀୟଶକ୍ତି ହୋଇଥିବାରୁ ଦକ୍ଷିଣ ଏବଂ ଉତ୍ତର ଦିଗରେ ଚୁମ୍ବକୀୟଧାରା ପ୍ରବାହିତ ହୋଇଥାଏ ଓ ଏହାର ଉର୍ଜାର ପ୍ରଭାବ ପକାଏ। ପଶ୍ଚିମଦିଗ,ଏହିଦିଗକୁ ମୁଣ୍ଡକରି ଶୋଇବାଦ୍ଵାରା ମୃତ୍ୟୁକୁ ଆମନ୍ତ୍ରଣ ଦେବାସହିତ ସମାନ।ଏମାନେ ସବୁବେଳେ ଚିନ୍ତାରେ ରୁହନ୍ତି। ଆମେ ଆପଣଙ୍କ ପାଖକୁ ଏମିତି ନୂଆ ନୂଆ ବିଷୟ ବସ୍ତୁ ନେଇକି ଆସୁ। ଆମ ସହିତ ଯୋଡି ହେଇ ରୁହନ୍ତୁ ଏବଂ ଆମର ଆର୍ଟିକିଲ ଭଲ ଲାଗିଲେ ଲାଇକ ଏବଂ ସେୟାର କରିବା ପାଇଁ ଜମା ବି ଭୁଲିବେ ନାହିଁ। ନିଜର ମୂଲ୍ୟବାନ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ।