holi

ହୋଲି 2022 ମହା ସଂଯୋଗ | ଏହି ୮ ରାଶିର ଭାଗ୍ୟରେ ଚମତ୍କାର |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । ବନ୍ଧୁଗଣ ଏହି ବର୍ଷ ମାର୍ଚ୍ଚ ମାସ ୧୯ ତାରିଖ ଦିନ ରଙ୍ଗ ର ପର୍ବ ହୋଲି ପର୍ବ ପଡିବା ପାଇଁ ଯାଉ ଅଛି । ଦୀର୍ଘ ୫୧ ବର୍ଷ ପରେ ହୋଲି ପର୍ବ ଦିନ ଗ୍ରହ ମାନଙ୍କର ଏକ ମହାସଂଯୋଗ ହେବାକୁ ଯାଉଅଛି ।

ଏହି ଦିନ ହସ୍ତପନା ମହାସଂଯୋଗ ଲାଗିବାର ଯୋଗ ରହିଅଛି । ଏହି ସଂଯୋଗ କାରଣରୁ ଏହି ଦିନ ଚନ୍ଦ୍ରମା କନ୍ୟା ରାଶିରେ ରହିବେ ଏବଂ ଗୁରୁ ଧନୁ ରାଶିରେ ରହିବେ ଏମିତି ସଂଯୋଗକୁ କୃଷ୍ଣଚୂଡ଼ା ମହାସଂଯୋଗ ବୋଲି କୁହାଯାଏ । ଏହି ସଂଯୋଗ ଫଳରେ ରାଶି ଚକ୍ରର ବାରଗୋଟି ରାଶୀମାନଙ୍କ ମଧ୍ୟରୁ ଆଠ ଗୋଟି ରାଶୀମାନଙ୍କ ଉପରେ ସକରାତ୍ମକ ପ୍ରଭାବ ପଡିବା ପାଇଁ ଯାଉଅଛି । ଏବଂ ଏହି ରାଶୀମାନଙ୍କ ଜୀବନରେ ଏହି ବର୍ଷ ଖୁସିର ରଙ୍ଗ ମଧ୍ୟ ଖେଳିଯିବ । ଏବେ ଚାଲନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ଆଠଟି ରାଶୀମାନଙ୍କ ବିଷୟରେ ।

krishna

ବନ୍ଧୁଗଣ କୃଷ୍ଣଚୂଡ଼ା ଯୋଗ କାରଣରୁ ଏହି ରାଶୀମାନଙ୍କ ଭାଗ୍ୟରେ ଚାକିରୀ ର ଯୋଗ ମଧ୍ୟ ବନିବାକୁ ଯାଉଛି । ଅପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ । ଏବଂ ଅବିବାହିତ ଲୋକମାନଙ୍କ ଜୀବନରେ ବିବାହର ଯୋଗ ମଧ୍ୟ ରହିଅଛି । ଏଥିସହିତ ବିବାହିତ ଲୋକମାନଙ୍କର ଜୀବନରେ ମଧୁରତା ଆସିବ । ଏମାନଙ୍କୁ ଚାକିରୀରେ ପ୍ରମୋସନ, ପାରିବାରିକ ସୁଖ, ବ୍ୟବସାୟରେ ଲାଭ ଏବଂ ସମାଜରେ ମାନ ପ୍ରତିଷ୍ଠା ଆଦି ମିଳିବ । ଏହାସହିତ ଏହି ଆଠଟି ରାଶୀମାନଙ୍କରେ ଧନ ପ୍ରତିଷ୍ଠା ଆଦିର ସୁବର୍ଣ୍ଣ ସୁଯୋଗ ଆଦି ରହି ଅଛି ।

ଏହି ରାଶିର ବ୍ୟକ୍ତି ମାନଙ୍କୁ କୃଷ୍ଣଚୂଡ଼ା ଯୋଗର ବିଶେଷ ମାନ ପ୍ରତିଷ୍ଠା ଆଦି ମିଳିବାକୁ ଯାଉ ଅଛି । ଆପଣଙ୍କ ଚାକିରୀରେ ମାନସନମାନ ସହିତ ବ୍ୟବସାୟରେ ଅତ୍ୟନ୍ତ ଲାଭ ମଧ୍ୟ ପାଇବେ । ଆପଣଙ୍କ ଜୀବନ ସାଥୀଙ୍କ ସହିତ ସମ୍ପର୍କ ମଧ୍ୟ ଉତ୍ତମ ରହିବ । ଏହି ହୋଲିରେ ଆପଣଙ୍କର ନୂଆ ଯାନବାହନ ଆଦି କିଣିବାର ଯୋଗ ମଧ୍ୟ ରହିଅଛି । ଆପଣଙ୍କ ଜୀବନରେ ଚାଲୁଥିବା ସମସ୍ତ ପୁରୁଣା ସମସ୍ୟା ମଧ୍ୟ ସମାଧାନ ହୋଇଯିବ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେବ ।

ଏବଂ ଆପଣଙ୍କ ଜୀବନରେ ଅଚାନକ ଉନ୍ନତି ମଧ୍ୟ ହୋଇପାରେ । ତେବେ ବନ୍ଧୁଗଣ ଆମେ ଯେଉଁ ସବୁ ରାଶୀମାନଙ୍କ ବିଷୟରେ ଆଲୋଚନା କରୁଥିଲେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି:-
ମେଷ ରାଶି, ବୃଷ ରାଶି, ସିଂହ ରାଶି, କନ୍ୟା ରାଶି, ଧନୁ ରାଶି, ମକର ରାଶି, କୁମ୍ଭ ରାଶି ଓ ମିନ ରାଶି ।

Leave a Reply

Your email address will not be published. Required fields are marked *