6

ସାବ-ଧାନ, ହୋଲି ଏହି ସବୁ ରାଶି ପ୍ରତି ବିପଦ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ୨୦୨୨ ୧୮ ଫେବୃଆରୀରେ ଵନୁଅଛି ପବିତ୍ର ଦୋଳ ପୁର୍ଣମା , ଏହି ଦୋଳ ପୁର୍ଣିମାରେ ଵନିଵାକୁ ଯାଉଅଛି ଗ୍ରହ ସଂଯୋଗ , ଯାହାଫଳରେ ଏହି ପାଞ୍ଚଟି ରାଶିର ଭାଗ୍ୟ ଚମକି ଉଠିବ , ଶ୍ରୀକୃଷ୍ଣଙ୍କ କୃପାରୁ ଏମାନଙ୍କର ଭାଗ୍ୟରେ କବାଟ ଖୋଲିବାକୁ ଯାଉଛି ଏମାନଙ୍କର ଭାଗ୍ୟ ର କବାଟ ଖୋଲିବାକୁ ଯାଉଛି , ଏହି ଦିନ ଦୋଳ ପୁର୍ଣିମା ଫାଲଗୁନ ମାସ ଦଶମୀ ତିଥିରେ ଵନୁଅଛି , ଏହାର କାରଣରୁ ଏହି ଦୋଳ ପୁର୍ଣିମାରେ ଏହି ରାଶି କିଛି ଲାଭ ପାଇବାକୁ ଯାଉଛନ୍ତି , ଏହି ଚାରୋଟି ରାଶିରେ ସଂଯୋଗ ହେତୁ ଏହି ଶନି , ବୁଧ ,

ବୃହସ୍ପତି ଏକାଠି ହେବାକୁ ଯାଉଛନ୍ତି , ସେଥିପାଇଁ ଏହା ଏକ ସର୍ଵସିଦ୍ଧ ଯୋଗ ସୃଷ୍ଟି କରୁଅଛି , ଏହା ଶୁକ୍ରବାର ପଡୁଛି , ଯେହେତୁ ଏହା ମାଁ ଲକ୍ଷ୍ମୀଙ୍କ ଏକ ପବିତ୍ର ପର୍ବ ହେଉଛି ସେଥିପାଇଁ ଏହି ରାଶି ଉପରେ ମାଁ ଲକ୍ଷ୍ମୀଙ୍କ କୃପା ବର୍ଷିଵାକୁ ଯାଉଛି , ତେବେ ଆପଣଙ୍କୁ କହି ରଖୁଛୁ ଯେ କିଛି ରାଶି ଉପରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆଶିର୍ବାଦ ରହିବାକୁ ଯାଉଛି , ଏହି ଦିନ ଶନି ଶୁକ୍ର , ମଙ୍ଗଳ , ଓ ବୁଧ ଗୋଟିଏ ରାଶି ମକର ରାଶିରେ ବିରାଜମାନ ରହିବେ , ଏହା ସହ କିଛି ବିଶେଷ ସଂଯୋଗ ବନୁଅଛି ଏହି ରାଶି ମାନେ ନିଜ ଜୀବନରେ ଦୁଇ ଗୁଣା ଉନ୍ନତି କରିବେ , ତେବେ ଆସନ୍ତୁ ଏବେ କଥା ହେବା ସେହି ରାଶିମାନଙ୍କ ବିଷୟରେ , ଏମାନଙ୍କୁ ନେଇ କେଉଁ ପ୍ରକାରର ବିଶେଷତ୍ଵ ଦେଖିବାକୁ ମିଳିବ , ଏବଂ ଏମାନେ ଏପରି କଣ କରିବାକୁ ଯାଉଛନ୍ତି ଆସନ୍ତୁ ଜାଣିବା ,

laxmi

ବୃଷ ରାଶି :- ବୃଷ ରାଶିର ଲୋକଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ପଡ଼ିବାକୁ ଯାଉଛି , ଏହି ରାଶିର ଲୋକେ ଧନ ପ୍ରାପ୍ତିର ସଂଯୋଗ ଵନୁଅଛି। ଏଥିରେ ଜଵଦସ୍ତ ବୃଦ୍ଧି ଦେଖିବାକୁ ମିଳିବ , ଧନରେ ମାଲାମାଲ ସେ , କୈାଣସି ବିଜନେସ ବ୍ୟାପାରରେ ଚାଲୁଛି ତେବେ ଏଥିରେ ଦୁଇ ଗୁଣା ଲାଭ କରିବେ , ଯଦି ଆପଣ ଚାକିରି କରୁଛନ୍ତି ତେବେ ନିଶ୍ଚିତ ଉନ୍ନତି ଦେଖିବାକୁ ମିଳିଵ , ଶ୍ରୀକୃଷ୍ଣଙ୍କ କୃପାରୁ ଆପଣଙ୍କ ବୈବାହିକ ଜୀବନରେ ଖୁସି ଦେଖିବାକୁ ମିଳିବ , ଵିଵାହରେ ଯଦି ଡେରି ରହୁଛି ତେବେ ଵିଵାହର ଯୋଗ ମଧ୍ୟ ଦେଖିବାକୁ ମିଳିବ ,

kanya

କନ୍ୟା ରାଶି :-
ଏହି ଦିନ ଭଗଵାନ ଶ୍ରୀକୃଷ୍ଣ କୃପା ହେତୁ ଆପଣ ଧନରେ ମାଲାମାଲ ହେବାକୁ ଯାଉଛନ୍ତି , ଯଦି ଆପଣ ନୂଆ ବିଜନେସ ଆରମ୍ଭ ବା ଚାକିରିରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ଆପଣ ପାଇ ଏହି ଦିନ ବହୁତ ଶୁଭ ଅଟେ , ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାରୁ ଅନେକ ଜାଗାରେ ଧନର ଲାଭ ହେବ , ପୁ୍ଉଣା କାର୍ଯ୍ୟ ଆପଣଙ୍କର ସଂପୁର୍ଣ୍ଣ ହେବ , ଘର ପରିବାରରେ ସୁଖ ଦେଖିବାକୁ ମିଳିବ , ଯାହା କିଛି ସମସ୍ୟା ଥିଲା ଏଵେ ଏହା ଦୂର ହେବ , ଭାଇ ଭଉଣୀଙ୍କ କୃପାରୁ ଧନ ପ୍ରାପ୍ତି ହେବ,

ସିଂହ ରାଶି :-
ଏହି ଦିନ ଭଗଵାନ ଶ୍ରୀକୃଷ୍ଣଙ୍କୁ ରଙ୍ଗ ଅର୍ପଣ କରି ହୋଲି ଖେଳ ଆରମ୍ଭ କରନ୍ତୁ , ଯେଉଁ ଆଶା ମନରେ ରଖିଛନ୍ତି ତାହା ଏହି ମାସରେ ନିଶ୍ଚିତ ଭାବେ ସଫଳ ହେବ , ଏବଂ ଆପଣଙ୍କୁ ବିଭିନ୍ନ ଦିଗରୁ ଟଙ୍କା ପଇସା ମିଳିଵାର ଶୁଭ ସମୟ ରହିଛି , ଚାକିରିରେ ପ୍ରତିଷ୍ଠିତ ହେବେ , ଯଦି ଆପଣ କାହାକୁ ଟଙ୍କା ପଇସା ଦେଇଥାନ୍ତି ତେବେ ତାହା ନିଶ୍ଚିତ ଭାଵରେ ପାଇବେ , ବ୍ୟବସାୟରେ ଲାଭ ହେବ ଏବଂ ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳିବ ,

ତୁଳା ରାଶି:- ଯେଉଁ କାର୍ଯ୍ୟ ଆପଣ ଏହି ମାସରେ କରିବା ପାଇଁ ଚାହୁଁଛନ୍ତି ସେଥିରେ ଆପଣ ସଫଳ ଅର୍ଜନ କରିବେ , ଦେହ ମନ ଆପଣଙ୍କର ଭଲ ରହିବ , ଆୟ ଵେୟ ଆପଣଙ୍କର ସମାନ ରହିବ , ଆପଣ ଯେଉଁ କ୍ଷେତ୍ରରେ କାମ କରିବେ ସେଥିରେ କରୁଥିବା ଆୟ ଆପଣଙ୍କ ଵେୟ ସହ ସମାନ ରହିବ , ଆପଣ ଅଧିକ ପରିମାଣରେ ଖର୍ଚ୍ଚ କରିବେ ସେଥିପାଇଁ ଖର୍ଚ୍ଚ ପ୍ରତି ଧ୍ୟାନ ଦେଵେ ,

ଯେଉଁ ଜାଗାରେ ଆପଣ ଚାକିରି କରୁଛନ୍ତି ସେଠି ବିରୋଧିମାନଙ୍କୁ ଦୂରେଇ ଦେବ , ନାରୀମାନଙ୍କ ମନ ପ୍ରଫୁଲ୍ଲ ରହିବ , ଏହି ରାଶିର ଲୋକମାନଙ୍କର ଆର୍ଥିକ ଉନ୍ନତି ହେବ ସହ ଆନନ୍ଦ ଉଲ୍ଲାସ ହେବ , ନାରୀମାନେ ସମ୍ମାନ ପାଇବେ ଓ ପିଲାମାନଙ୍କର ପାଠ ପଢିରେ ସଫଳତା ମିଳି ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *