7

ହୋଲିରେ ଏହି ରାଶିମାନଙ୍କୁ ମିଳିବ ପ୍ରକୃତ ପ୍ରେମ |

RASIPHALA

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ଏହି ପାବନ ପର୍ବ ହୋଲିରେ କିଛି ରାଶି ଏପରି ଅଛନ୍ତି ଯେଉଁମାନଙ୍କର ଯୋଡ଼ିକୁ ଭଗଵାନ ଶ୍ରୀକୃଷ୍ଣ ଓ ରାଧାଙ୍କ ଯୋଡ଼ି ବୋଲି ବିଶ୍ଵାସ କରାଯାଏ ତେବେ ଆମେ ଆଜି ଏହିପରି କିଛି ଯୋଡ଼ି ବିଷୟରେ କଥା ହେବାକୁ ଯାଉଛୁ ଯେଉଁମାନଙ୍କର ଯୋଡ଼ିକୁ ଭଗଵାନ ଶ୍ରୀକୃଷ୍ଣ ଓ ରାଧାଙ୍କ ଆଶିର୍ବାଦ ରହିଛି , ତେବେ ଆସନ୍ତୁ ଜାଣିବା ସେହି ରାଶିମାନଙ୍କ ବିଷୟରେ ,

୧. ତୁଳା ଓ ସିଂହ ରାଶି ॥
ଏହି ଦୁଇ ରାଶି ଅଗ୍ନି ତତ୍ତ୍ଵ ହୋଇଥାଏ , ଦୁଇଜଣଙ୍କୁ ରାଗ ଭରପୁର ଆସିଥାଏ , କିନ୍ତୁ ଏମାନଙ୍କ ମଧ୍ୟରେ କିଛି ଗୁଣ ଏପରି ରହିଥାଏ ଯାହା ପରସ୍ପର ମଧ୍ୟରେ ସମାନ ରହିଥାଏ , ଯେପରି ସମାଜରେ ନିଜର ଜାଗା ବନେଇବା ଓ ଲୋକମାନଙ୍କର ଆକର୍ଷକ ପାଇବା , ସେଥିପାଇଁ ଏହି ଦୁଇ ରାଶି ପରସ୍ପରକୁ ସପୋର୍ଟ କରିବେ ,

rasi4

୨। ମିଥୁନ ଏବଂ ତୁଳା ରାଶି ॥
ଏମାନଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ ଆଶିର୍ବାଦ କାରଣରୁ ଏମାନଙ୍କ ମଧ୍ୟରେ ଶାରୀରିକ ଆକର୍ଷଣ ହେବ ଯାହା ମିଥୁନ ଓ ତୁଳା ରାଶି ଙ୍କୁ ପସନ୍ଦ ଅଟେ , ତେବେ ଏହି ଭଲ ପାଇବା ଏମାନଙ୍କୁ କେବେ ଅଲଗା ହେବାକୁ ଦିଏ ନାହିଁ ,

୩। ମେଷ ଓ କୁମ୍ଭ ରାଶି ॥
ଏହି ରାଶି ଉପରେ ଭଗବାନ ଶ୍ରୀକୃଷ୍ଣଙ୍କ ବିଶେଷ କୃପା କାରଣରୁ ପରସ୍ପର ମଧ୍ୟରେ ପ୍ରେମ ଭାବ ଅଧିକ ରହିଵ , ଏମାନେ ବହୁ ବୁଝିବା ଲୋକ , ଏବଂ ସମସ୍ତଙ୍କୁ ପସନ୍ଦ ଆସିବା ଲୋକ ହୋଇଥାନ୍ତି , ଏହି ରାଶିର ଲୋକ ପାଖରେ କେବେ କେହି ଵୋର ଅନୁଭବ କରନ୍ତି ନାହିଁ , ଏହା ହିଁ ଏକ ବଡ଼ କାରଣ ଅଟେ ଏହି ଯୋଡ଼ି ର ସଫଳତାର ,

rasi

୪। ମେଷ ଓ କର୍କଟ ରାଶି ॥
ମେଷ ଓ କର୍କଟ ମଧ୍ୟରେ କର୍କଟ ରାଶିର ଲୋକେ ସବୁବେଳେ ମେଷ ରାଶି ଉପରେ ପ୍ରଭାବିତ ରହିଥାନ୍ତି , ସେମାନଙ୍କ କଥା କହିବାର ଷ୍ଟାଇଲ ଓ କଥା କହିବାର ଗୁଣ ସବୁ କିଛି କର୍କଟ ରାଶିର ମେଷ ରାଶିକୁ ଭଲ ଲାଗିଥାଏ , ଏବଂ ଏହି ଆକର୍ଷଣ ଏହି ଯୋଡ଼ି ପାଇଁ ସଫଳ ହୋଇଥାଏ , ୫। ମେଷ ଓ ମୀନ ।
ଖୁସି ରହିବାର ଯୋଡି ହୋଇଥାନ୍ତି ମୀନ , ଏମିତିତ ମେଷ ରାଶିର ଲୋକମାନେ ବହୁତ ଆକର୍ଷିକ ଓ ଭଲ ହୋଇଥାନ୍ତି , ସେଥିପାଇଁ ଏହି ଯୋଡ଼ି ପରଫେକ୍ଟ ଅଟେ ,

୬। କର୍କଟ ଓ ମୀନ ରାଶି ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଦୁଇ ରାଶି ଜଳ ତତ୍ତ୍ଵର ରାଶି ସୋଇଥିବାରୁ ଏମାନଙ୍କ ମଧ୍ୟରେ ସହନଶୀଳତା ଆସେ ଯଦି ସଂପର୍କରେ ତିକ୍ତତା ଆସେ ତ ଏହି ଦୁହିଁଙ୍କ ମଧ୍ୟରେ ସମାଧାନ କରିଦିଅନ୍ତି , ସେଥିପାଇଁ ଏହା ଗୋଟିଏ ଭଲ ଯୋଡ଼ି ଅଟେ , ତେବେ ଏହା ଥିଲା ସେହି ଭାଗ୍ୟ ଶାଳୀ ଯୋଡ଼ି ଯେଉଁମାନେ କି ଏହି ହୋଲି ରେ ହେବାକୁ ଯାଉଛନ୍ତି ଭାଗ୍ୟ ଶାଳୀ ତେବେ ଏତିକି କହି ବିଦାୟ ନେଉଛୁ ଧନ୍ୟବାଦ ଜୟ ଜଗନ୍ନାଥ | ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *