1

ସ୍ଵପ୍ନରେ ସାପ ଦେଖିବାର ଅର୍ଥ ଏବଂ ତାର ପ୍ରତିକାର – ସ୍ବପ୍ନ ବିଚାର ଫଳ |

NEWS

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

ସ୍ୱପ୍ନରେ ଯଦି ଆପଣ ସର୍ପ ଦର୍ଶନ କରୁଛନ୍ତି ତାର ଅର୍ଥ କଣ ଏବଂ ତାର ପ୍ରତିକାର ଆପଣ କିପରି କରିବେ……? ତେବେ ଚାଲନ୍ତୁ ଜାଣିବା ସେହି ସମ୍ବନ୍ଧରେ ହିନ୍ଦୁ ଶାସ୍ତ୍ର ରେ ସାପକୁ କାଳ ସହିତ ତୁଳନା କରାଯାଇଛି । ଆଉ ସ୍ବପ୍ନ ଆପଣଙ୍କୁ ସଂକେତ କରିଥାଏ ଆପଣଙ୍କ ଭବିଷ୍ୟତ କଥା ।

dreamm

ଯଦି ଆପଣ ଆପଣଙ୍କ ସ୍ୱପ୍ନରେ ସାପ ଦେଖୁଛନ୍ତି ତେବେ ଜାଣି ନେବେ କି ଆଗକୁ ଆପଣଙ୍କର କାଳ ସର୍ପ ଯୋଗ ଆସୁ ଅଛି । କାଳ ସର୍ପ ଯୋଗ ଆସିଲେ ଆପଣଙ୍କ ଧନ କ୍ଷୟ ହେବ, ଆକସ୍ମିକ ଦୁର୍ଘଟଣା ଘଟିବ ଏବଂ ବିଦ୍ୟା ହାନୀ ଅସୁବିଧାର ସମ୍ମୁଖୀନ ହେବେ ।

sleep

ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆପଣ ଏହାର ପ୍ରତିକାର କିପରି କରିବେ । ଦୈନନ୍ଦିନ ଜୀବନରେ ଯଦି ଆପଣ ସ୍ବପ୍ନ ରେ ସର୍ପ ଦର୍ଶନ କରୁଛନ୍ତି । ତେବେ ତାହାର ପ୍ରତିକାର ହେଲା, ଘରର ବାୟୁ କୋଣରେ ଗୋଟେ ମନୋଶା ଗଛ ରୋପଣ କରନ୍ତୁ । ଏବଂ ପ୍ରତ୍ୟକ ଦିନ ସକାଳେ ତାକୁ ପାଣି ଅର୍ପଣ କରି ତାକୁ ପ୍ରଣିପାତ କରନ୍ତୁ । ଦେଖିବେ କିଛି ଦିନ ଏହି

ପରି କରିଲା ପରେ ଆପଣ ଆଉ ସର୍ପ ସ୍ବପ୍ନ ଦେଖିବେ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସବୁ ବାଧା ବିଘ୍ନ ଆପେ ଆପେ ଦୂର ହେବା ସହିତ କାଳ ସର୍ପ ଯୋଗ ମଧ୍ୟ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନେ ଆଜି ଜାଣିଲେ ସ୍ବପ୍ନ ରେ ସାପ ଦର୍ଶନ ର ଅର୍ଥ ଏବଂ ତାର ପ୍ରତିକାର । ଆଶା କରୁଛି ଆପଣଙ୍କୁ ଆମର ଏହି ଛୋଟ କଥାଟି ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *