କିଛି ଲୋକ ମଦ୍ୟ ପାନ କରନ୍ତି ଏହି ସମୟରେ ସେ ବିଲକୁଲ ବି ଧ୍ୟାନ ଦିଅନ୍ତି ନାହିଁ କି କେତେ ମଦ ପିଇବା ଦ୍ଵାରା ସେମାନଙ୍କୁ ନିଶା ହେଉଛି ନିଶା ହୋଇଯିବା ପରେ ସେମାନେ ନିଜର ଶରୀରକୁ ସମ୍ଭାଳି ପାରନ୍ତି ଏବଂ ସମଗ୍ର ଲୋକ ଲୋଚନ ଆଗରେ ଡ୍ରାମା କରନ୍ତି । ମଦ ନିଶା ଚଢ଼ି ଗଲା ପରେ ଏହା ମନକୁ ମନ ତଳକୁ ଖସିବା ଆଇନ ବହୁତ ଅଧିକ ସମୟ ନେଇଥାଏ ଏବଂ ଏହା ଶରୀର ପାଇଁ ମଧ୍ୟ ବହୁତ ହାନିକାରକ ହୋଇଥାଏ ତେଣୁ ମଦ ନିଶା ଛଡାଇବା ପାଇଁ ଆସନ୍ତୁ ଜାଣିବା କିଛି ଉପାୟ ।
୧- ଯଦି ଆପଣଙ୍କୁ ଅଧିକ ମଦ ନିଶା ହୋଇ ଯାଇଛି ତାହାଲେ ଆପଣ ସକାଳୁ ଉଠି ଖଟା ଜାତୀୟ କୌଣସି ଫଳ କିମ୍ବା ନଡ଼ିଆ ପାଣି ପିଇବା ଦରକାର ଏହା ଦ୍ଵାରା ଶରୀରକୁ ଶକ୍ତି ମିଳିବା ସହ ନିଶା ମଧ୍ୟ କମିଯାଏ ।ଏହା ଦ୍ଵାରା ଶରୀରକୁ ଫୁର୍ତ୍ତି ଏବଂ ସତେଜ ପଣ ଅନୁଭବ ହୋଇଥାଏ ।
୨- ମଦ ନିଶା ହୋଇଗଲେ ଆପଣ ପାଣିରେ ଲୁଣ ଏବଂ ଚିନି ମିଶାଇ ପିଇ ପାରିବେ ଏହା କରିବା ଦ୍ଵାରା ନିଶା ଛାଡ଼ିଯିବା ସହ ଶରୀରରେ ମଦ କାରଣରୁ ହୋଇଥିବା ପାଣିର ଅଭାବ ମଧ୍ୟ କଟିଯିବ ।
୩-ଯଦି ଆପଣଙ୍କୁ ଅଧିକ ମଦ ନିଶା ହୋଇଯାଏ ତାହାଲେ ଆପଣ ପାଣିରେ ଲେମ୍ବୁ ମିଶାଇ ପିଇ ପାରିବେ ଏହା କରିବା ଦ୍ଵାରା ଆପଣଙ୍କ ନିଶା କଟିବା ସହ ପେଟରେ ଥିବା ମଦ ମଧ୍ୟ ହଜମ ହୋଇଯିବ ।
୪- ମଧ୍ୟ ନିଶା ଅଧିକ ହୋଇଗଲେ ଆପଣ ୩ କୁ ୪ ଟି ପୋଦିନା ପତ୍ର ନିଅନ୍ତୁ ଏହାକୁ କିଛି ସମୟ ପର୍ଯ୍ୟନ୍ତ ପାଣିରେ ବତୁରାଇ ସେହି ପାଣି ପୂର୍ବ ସହ ପୋଦିନା ପତ୍ରକୁ ମଧ୍ୟ ଚୋବେଇ କରି ଖାଇ ଦିଅନ୍ତୁ ଏହା ଦ୍ଵାରା ଆପଣଙ୍କ ନିଶା କଟିଯିବ ।
୫- ମଦ ନିଶା ଛଡାଇବା ପାଇଁ ଆପଣ ଟମାଟୋ ର ଶୁଦ୍ଧ ରସ ପିଇ ପାରିବେ ଏହା ଦ୍ଵାରା ଟମାଟୋ ରେ ଥିବା ଆଣ୍ଟି ଅକ୍ସିଦଣ୍ଟ ଗୁଣ ନିଶା ଛଡାଇବା ସହ ପେଟରେ ଥିବା ମଦ କୁ ମଧ୍ୟ ହଜମ କରିବାରେ ସାହାଯ୍ୟ କରେ ।
୬- ମଦ ର ନିଶା ଛଡାଇବା ପାଇଁ ଆପଣ
ଦୁଇ ଚାମଚ ଶୁଦ୍ଧ ମହୁ ଖାଇ ପାରିବେ ଏହା ଦ୍ଵାରା ନିଶା ଛାଡ଼ିଯିବା ସହ ଶରୀରରେ ଥିବା ମଦ ମଧ୍ୟ ହଜମ ହୋଇଯାଏ ଏବଂ ଆପଣଙ୍କୁ ମଧ୍ୟ ସତେଜ ଅନୁଭବ କରାଇ ବାରେ ଏହା ସାହାଯ୍ୟ କରିଥାଏ ।