7

ଆଳୁର ୯ ଟି ଫାଇଦା ତ୍ଵଚା ପାଇଁ ।

HEALTH

୧)ଚେହେରା ର ଦାଗ କୁ ଦୂର କରେ:-
ଆଳୁ ରେ ଭିଟାମିନ ସି,ଭିଟାମିନ ଏ ବ୍ୟତୀତ ପୋଟାସିଅମ ପାଇବା ସହିତ ଗୋଟିଏ ଖଟା ପଦାର୍ଥ ମିଲିଥାଏ ଯାହାକି ଆମ ଶରୀର ରୁ ଦାଗ କୁ ଦୂର କରିବାରେ ସାହାଯ୍ୟ କରେ।ଆଳୁ ର ରସ ଯଦି ଆମେ ତ୍ଵଚା ରେ ଲଗାଇବା ତେବେ ଆମକୁ ବହୁତ ଥଣ୍ଡା ଲାଗେ।ଚେହେରା ରୁ ଦାଗ କୁ ଦୂର କରିବା ପାଇଁ ଆପଣ ଙ୍କୁ ଆଳୁରସ ,ଲେମ୍ବୁ ରସ ଏବଂ ବେସନ ନେବାକୁ ହେବ ଏବଂ ଏହି ପେଷ୍ଟ କୁ ଆପଣ ଙ୍କୁ ଆପଣ ଙ୍କୁ ମୁହଁ ରେ ଏବଂ ବେକ ରେ ସପ୍ତାହ ରେ ଗୋଟିଏ ଦିନ ଲଗାଇବାକୁ ହେବ।

୨)ତ୍ଵଚା କୁ ଗୋରା କରେ:-
ଏହା ବ୍ଲିଚ ଭଳି ହୋଇଥାଏ।ଆମେ ବ୍ଲିଚ କରୁ କାରଣ ଆମର ଯେଉଁ ଛୋଟ ଛୋଟ ମୁହଁ ରେ କେଶ ଥାଏ ସେଗୁଡିକ କଳା ଅଟେ ଏବଂ ଆମ ମୁହଁ ର ରଙ୍ଗ ଧଳା ଅଟେ।ଯାହା ଦ୍ୱାରା ଆମ ମୁହଁ ପୁରା ସଫା ଦେଖା ଯାଏ ନାହିଁ।ଆପଣ ଆଳୁ ର ରସ ରେ କିଛି ଲେମ୍ବୁ ରସ ମିସାନ୍ତୁ ଏବଂ ମୁହଁ ରେ ଲଗାନ୍ତୁ କିଛି ଦିନ ରେ ଆପଣ ଦେଖିବେ ଯେ ଆପଣ ଙ୍କ ମୁହଁ ରେ ଥିବା କେଶ ର ରଙ୍ଗ ହାଲକା ହୋଇଯିବ।
୩)ଏହା ଆମକୁ ଯୁବ ଦେଖା ଯିବା ରେ ସାହାଯ୍ୟ କରେ:-
ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଥିବା ରୁ ଏହା ଆମର ଚର୍ମ କୁ କୁଞ୍ଛିତ ହେବା ରୁ ରକ୍ଷା କରେ।

patato

୪)ଆଖି ତଳ ର କଳା ଦାଗ ଲିଭାଇବାରେ ସାହାଯ୍ୟ କରେ:-
ରାତିରେ ସଠିକ ଭାବରେ ନା ଶୋଇବା ଦ୍ୱାରା ଆଖି ତଳେ କଳା ଦାଗ ହୋଇଯାଏ ।ଏଥିପାଇଁ ଆପଣ ଙ୍କୁ ଆଳୁ ରସ ସହିତ କିଛି ମହୁ ମିଶାଇ ଲଗାଇବାକୁ ହେବ ଯାହା ଦ୍ୱାରା ଏହି ଦାଗ ଦୂର ହୋଇଯିବ।ଏବଂ ଆପଣ ଏହାକୁ ରାତି ସାରା ଲଗାଇ ରଖନ୍ତୁ ଏବଂ ସକାଳୁ ଉଠିକରି ଥଣ୍ଡା ପାଣି ରେ ଏହାକୁ ଧୋଇ ଦିଅନ୍ତୁ।

୫)କେଶ କୁ ମଜବୁତ କରିବାରେ ସାହାଯ୍ୟ କରେ:-
ଆପଣ ଆଳୁ ର ରସ ଆଣନ୍ତୁ ସେଥିରେ କିଛି ମହୁ ମିଶାନ୍ତୁ ଏବଂ କିଛି କଲା ମିର୍ଚ ର ପାଉଡର ମିସାନ୍ତୁ ଏବଂ କିଛି ତ୍ରିଫଳା ଗୁଣ୍ଡ ମିଶାନ୍ତୁ।ଏହାକୁ ଆପଣ କେଶ ରେ ୧୫ ମିନିଟ ପାଇଁ ଲଗାଇ ରଖନ୍ତୁ ଏବଂ ଏହା ପରେ ଥଣ୍ଡା ପାଣି ରେ କେଶ କୁ ଧୋଇ ଦିଅନ୍ତୁ।ଏହାକୁ ଆପଣ ସପ୍ତାହ ରେ ଗୋଟିଏ ଥର ବ୍ୟବହାର କରନ୍ତୁ।
୬)କାଖ ତଳ ର କଳା ଦାଗ କୁ ଦୂର କରେ:-
ଆପଣ ଙ୍କୁ ଆଳୁ କୁ ଏହା ର ଚୋପା ସହ ପେଷ୍ଟ କରିଦେବାର ଅଛି ଏବଂ ଏଥିରେ ବେକିଙ୍ଗ ପାଉଡର ମିଶାଇ ବହଳିଆ ପେଷ୍ଟ କରି ୧୫ ମିନିଟ ପର୍ଯ୍ୟନ୍ତ କାଖ ତଳେ ଲଗାଇବାର ଅଛି।ଏମିତି ୨-୩ ସପ୍ତାହ କରିବା ଦ୍ୱାରା ଆପଣ ଙ୍କ କାଖ ତଳ ର କଳା ଦାଗ ମଧ୍ୟ ଦୂର ହୋଇଯିବ।

facee
୭)ମୁହଁ କୁ କଳା ପଡିବା ରୁ ରକ୍ଷା କରେ:-
ଆପଣ ଙ୍କୁ ଆଳୁ ର ପେଷ୍ଟ ବନାଇ କରି ଏହା କୁ କଞ୍ଚା କ୍ଷୀର ରେ ମିଶାଇ ମୋଟା ପରସ୍ତ କରି ୧୫-୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ରଖିବା କୁ ହେବ।
୮)କିଛି ଜାଗା ପୋଡି ଗଲେ ଏହା ଫୋଟକା ହେବା ରୁ ରକ୍ଷା କରେ:-
ରୋଷେଇ ଘରେ ସାଧାରଣତ ଆମର ହାତ ବହୁତ ସମୟ ଜଳି

ଯାଏ ଏହି କ୍ଷେତ୍ର ରେ ଆପଣଙ୍କୁ ଆଳୁ ରସ ସହିତ ଘରେ ବନା ହୋଇଥିବା ଲହୁଣୀ ମିଶାଇ ଲଗାଇବା ଦ୍ୱାରା ଆପଣ ଙ୍କୁ ବହୁତ ଥଣ୍ଡା ମିଳେ ଏବଂ ଫୋଟକା ହୁଏ ନାହିଁ।
୯)ନଖ ର ରଙ୍ଗ ସଫା ରଖେ:-
ଏହି କ୍ଷେତ୍ର ରେ ଆପଣ ଆଳୁ କୁ ସିଝାଇ ଦିଅନ୍ତୁ ଏବଂ ଏହା ସିଝି ଗଲା ପରେ ଥଣ୍ଡା କରି ଦୁଇ ହାତ କୁ ଏହି ଆଳୁ ଭିତରେ ପସାଇ ରଖନ୍ତୁ ୧୫ ମିନିଟ ପାଇଁ ଏବଂ ଯେତେବେଳେ ଆପଣ ଏହାକୁ ବାହାରକୁ କାଢିବେ ଆପଣ ଦୁଇ ନଖ ରେ କିଛି ତେଲ ମାରିଦିଅନ୍ତୁ ।ଏହା ଦ୍ୱାରା ଆପଣ ଙ୍କ ନଖ ର ରଙ୍ଗ ବହୁତ ସଫା ହୋଇଯାଏ।

Leave a Reply

Your email address will not be published. Required fields are marked *