ଲେମ୍ବୁ ର ଚା ସ୍ୱାସ୍ଥ୍ୟ ଲାଭ ରେ ପରିପୂର୍ଣ ଥାଏ।ଏହା ଆପଣ ଙ୍କ ଶରୀର କୁ ଭିତର ରୁ ଶୁଦ୍ଧ କରେ ବୋଲି ଜଣା ଯାଏ।ଏବଂ ଏହା ଆପଣ ଙ୍କୁ ବହୁତ ତାଜା ଅନୁଭବ କରିବାରେ ସାହାଯ୍ୟ କରିଥାଏ।ଆସନ୍ତୁ ଜାଣିବା ଏହି କାରଣ ଗୁଡିକ।
୧)ଡିଟକ୍ସ:-
ବିଷାକ୍ତ ପଦାର୍ଥ ବିଭିର୍ନ ରୋଗ ର କାରଣ ହୋଇଥାଏ।ଲେମ୍ବୁ ର ଚା ଆପଣ ଙ୍କ ଶରୀର ରୁ ବିଷାକ୍ତ ପଦାର୍ଥ କୁ କାଢି ଶୁଦ୍ଧ କରିବାରେ ସାହାଯ୍ୟ କରିଥାଏ।
୨) ଜର ରୁ ମୁକ୍ତି:-
ଲେମ୍ବୁ ଚା ଜର ଏବଂ ଥଣ୍ଡା କୁ କମ କରିବାରେ ସାହାଯ୍ୟ କରେ।ଏହି ସମୟ ରେ ଆପଣ ଅଦା କୁ ଚା ରେ ମିଶାଇ ପାରିବେ ଏବଂ ଏହା କୁ ୩-୪ ଥର ପ୍ରତିଦିନ ପିଇପାରିବେ।
୩)ମାନସିକ ସ୍ୱାସ୍ଥ୍ୟ ପାଇଁ:-
ଲେମ୍ବୁ ଚା ରକ୍ତ ରୁ ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ ଏବଂ ଆପଣ ଙ୍କ ଶରୀର କୁ ସକ୍ରିୟ ରଖିଥାଏ।
୪)ହୃଦୟ ପାଇଁ:-
ଅନୁସନ୍ଧାନ ରୁ ଜଣା ପଡିଛି ଯେ ଲେମ୍ବୁ ଚା ହୃଦୟ ରୋଗ ରୁ ରକ୍ଷା କରିଥାଏ। ଲେମ୍ବୁ ଚା ରେ ଫେବୋନାଇନସ ଥାଏ ଯାହା କି ହୃଦୟ ରୋଗ ରୁ ରକ୍ଷା କରେ।
୫)ପାଚନ କ୍ରିୟା କୁ ସଠିକ ରଖିବା ପାଇଁ:-
ଲେମ୍ବୁ ରେ ସାଇଟ୍ରିକ ଏସିଡ ଥାଏ ଯାହା ପାଚନ ରେ ସାହାଯ୍ୟ କରେ ।
୬)ଏଡେ଼ମା ରୋଗ ପାଇଁ:-
ଏଡେ଼ମା ରୋଗ କୌଣସି ବି ଅପରେସନ ପରେ ହୋଇପାରେ ,ଲେମ୍ବୁ ଚା ପିଇବା ଦ୍ୱାରା ଏହାକୁ କମ କରାଯାଇ ପାରେ।
୭)ମଧୁ ମେହ ପାଇଁ:-
ଏହି ଚା ଇନ୍ସୁଲିନ ର ମାତ୍ରା କୁ ସଠିକ ରଖିବା ରେ ସାହାଯ୍ୟ କରେ ସେଥିପାଇଁ ମଧୁମେହ ରୋଗୀ ଙ୍କ ପାଇଁ ଏହା ବହୁତ ଭଲ ଅଟେ।
୮)ତ୍ଵଚା ପାଇଁ:-
ଆମେ ସମସ୍ତେ ଭିଟାମିନ ସି ର ଲାଭ ବିଷୟରେ
ଜାଣିଛେ।ଏବଂ ଲେମ୍ବୁ ରେ ଭିଟାମିନ ସି ଥାଏ ଯାହାକି ଆମ ର ତ୍ଵଚା କୁ ଭଲ ରଖିବାରେ ସାହାଯ୍ୟ କରେ।
୯)କ୍ୟାନ୍ସର ରୋଗ ର ପ୍ରତିକାର ପାଇଁ ସାହାଯ୍ୟ କରେ:-
ଲେମ୍ବୁ ର ଚା ରେ ଆଣ୍ଟି ଅକ୍ସିଡେ଼ନଟ ର ଗୁଣ ଥାଏ ଯାହା କି କ୍ୟନ୍ସର ଭଳି ରୋଗ ରୁ ମଧ୍ୟ ରକ୍ଷା କରିଥାଏ।