୧) ଓଜନ କୁ ସନ୍ତୁଳିତ କରେ:-
ଏହା ଓଜନ କୁ ବଢାଇବା ସହ କମାଇ ଥାଏ ମଧ୍ୟ।ଯଦି ଆପଣ ଓଜନ ବଢାଇବା ପାଇଁ ଚଣା ଖାଇବାକୁ ଚାଁହୁଛନ୍ତି ତେବେ ଚଣା କୁ ଭଲ ଭାବରେ କୁଟି ଦିଅନ୍ତୁ।ଏବଂ ଏବଂ ଏଥିରେ ଗୁଡ କିମ୍ବା ଚିନି ମିଶାଇ ଲଡ଼ୁ ବନାଇ ଦିଅନ୍ତୁ।ଏବଂ ଏହାକୁ ସକାଳେ ଏବଂ ସନ୍ଧ୍ୟା ରେ ଦୁଇ ସମୟ ରେ ଗୋଟିଏ ଗୋଟିଏ କରି ଖାଇଦିଅନ୍ତୁ।ଆପଣ ଙ୍କର ଓଜନ ବଢିବା ଆରମ୍ଭ ହୋଇଯିବ।ଏବଂ ଯଦି ଆପଣ ଓଜନ କମାଇବା କୁ ଚାଁହୁଛନ୍ତି ତେବେ ମଧ୍ୟ
ଏହା ଆପଣ ଙ୍କ ପାଇଁ ବହୁତ ଲାଭଦାୟକ ହେବ।ଆପଣ ଚଣା କୁ ଅଙ୍କୁରିତ କରିଦିଅନ୍ତୁ ଏବଂ ଚଣା ର ତରକାରି ବନାଇ କରି ଖାନ୍ତୁ।ଏବଂ ଏହା ସହିତ କିଛି ମାତ୍ରା ରେ ସାଲାଡ଼ ମଧ୍ୟ ଖାନ୍ତୁ।ଆପଣ ଏହାକୁ ସଖାଳ ଭୋଜନ, ସନ୍ଧ୍ୟା ଭୋଜନ ଏବଂ ରାତ୍ରି ଭୋଜନ ରେ ମଧ୍ୟ ଖାଇପାରିବେ।ଯେଉଁ ଲୋକ ମାନଙ୍କୁ ପିତ ର ଅସୁବିଧା ଥାଏ ସେମାନଙ୍କୁ ମଧ୍ୟ ଚଣା ବହୁତ ଲାଭଦାୟକ ହୋଇଥାଏ।ଏବଂ ବେସନ ଜାତୀୟ ଖାଦ୍ୟ କିଛି ବି ଖାଇବା ଉଚିତ ନୁହେଁ।
୨) ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ:-
ଚଣା ଗୋଟିଏ ଏମିତି ଯାହାକୁ ଆମେ ଅଲଗା ଅଲଗା ରୋଗ ରେ ଅଲଗା ଅଲଗା ତରିକା ରେ ଖାଇପାରୁ।ଯେଉଁ ଲୋକ ମାନେ ଅଧିକ ଶାରୀରିକ ପରିଶ୍ରମ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଚଣା ବହୁତ ଲାଭଦାୟକ ହୋଇଥାଏ। କାରଣ ଏଥିରୁ ବହୁତ ଶକ୍ତି ମିଳିଥାଏ।ଯଦି ଆପଣ ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇବା କୁ ଚାଁହୁଛନ୍ତି ତେବେ ଆପଣ ଏହାକୁ ଅଙ୍କୁରିତ କରି ଖାନ୍ତୁ।କାରଣ ଏଥିରେ ଭରପୁର ମାତ୍ରା ରେ ଫାଇବର ଥାଏ ଏବଂ ଏହା ସହିତ ବହୁତ ମିନେରାଲସ ମଧ୍ୟ ଥାଏ।
୩)ୟୁରିନ ସମ୍ବଧୀୟ ସବୁ ଅସୁବିଧା ପାଇଁ ମଧ୍ୟ ଚଣା ବହୁତ ଫାଇଦାବାନ ହୋଇଥାଏ:-
ଯଦି ଆପଣ ଙ୍କର ୟୁରିନ ଇନ୍ଫେକ୍ସନ ରହିଛି ତେବେ ଆପଣ ଏହାର ଗୁଣ୍ଡ ବନାଇଦିଅନ୍ତୁ ଏବଂ ଏଥିରେ ଗୁଡ଼ ମିଶାଇ ଲଡ଼ୁ ବନାଇଦିଅନ୍ତୁ ଏବଂ ଏହାକୁ ସଖାଳୁ ଏବଂ ସନ୍ଧ୍ୟା ସମୟ ରେ ଖାନ୍ତୁ।ଏବଂ ଯଦି ୟୁରିନ ର କିଛି ଅନ୍ୟ ସମସ୍ୟା ରହିଛି ତେବେ ଆପଣ ଏହା କୁ ଅଙ୍କୁରିତ କରି ଖାଇପାରିବେ ଏବଂ ମାନେ ରଖନ୍ତୁ ଆପଣ ଏହାକୁ ବେସନ ସହ ଖାଇବେ ନାହିଁ।
୪)କୋଷ୍ଟ କାଠିନ୍ଯ:-
ଯଦି ଆପଣ ଙ୍କୁ କୋଷ୍ଟ କାଠିନ୍ଯ ର ଅସୁବିଧା ରହିଛି ତେବେ ଆପଣ ଙ୍କୁ ଖାଲି ପେଟ ରେ ଚଣା ଖାଇବାକୁ ହେବ । ଏବଂ ଆପଣ ଏହା କୁ ପାଣି ରେ ଭିଜାଇ ଖାଇବେ ।ଏବଂ ଆପଣ କିଛି ଦିନ ପରେ ଅନୁଭବ କରିବେ ଆପଣ ଙ୍କ ପେଟ ବହୁତ ହାଲକା ଲାଗିବା କୁ ଆରମ୍ଭ କରିବ।
୫) ମଧୁ ମେହ ରୋଗ ପାଇଁ ବହୁତ ଫାଇଦାବାନ ହୋଇଥାଏ:-
ଆପଣ ଙ୍କୁ ଚଣା କୁ ଗୋଟେ ଦିନ ପାଇଁ ପାଣି ରେ ଭିଜେଇ ଦେବା କୁ ହେବ ଏବଂ ପର ଦିନ ଆପଣ ଏହି ଚଣା କୁ ଟିକେ ଖଣ୍ଡ ଖଣ୍ଡ କରି ଅଳ୍ପ ତେଲ ରେ ପକାଇ ଦିଅନ୍ତୁ ଏବଂ ଏଥିରେ କଲରା ପକାଇ ଦିଅନ୍ତୁ ଏବଂ କିଛି ପିଆଜ ଏବଂ କିଛି ମସଲା ପାଉଡର ଏବଂ ଲୁଣ ମିସାନ୍ତୁ କିନ୍ତୁ ମସଲା ର ମାତ୍ରା କିଛି ମାତ୍ରା ରେ କମ ରଖିବେ କାରଣ ଆପଣ ଙ୍କୁ ଚଣା ର ସ୍ୱାଦ ମଧ୍ୟ ନେବାର ଅଛି।