କଞ୍ଚା ଲଙ୍କା ଖାଇବା ସମସ୍ତଙ୍କୁ ପସନ୍ଦ ଅଟେ।ଆପଣ କିଛି ବି ଖାଦ୍ୟ ଖାନ୍ତୁ ତ ସହିତ କଞ୍ଚା ଲଙ୍କା ଖାଇବା ଦ୍ୱାରା ସ୍ୱାଦ ବଢ଼ିଜାଏ।ଆସନ୍ତୁ ଆଜି ଜାଣିବା କଞ୍ଚା ଲଙ୍କା ର ୫ ଟି ଭଲ ଗୁଣ।
୧)ତ୍ଵଚା ପାଇଁ ଫାଇଦାବାନ:-
କଞ୍ଚା ଲଙ୍କା ଖାଇବା ଦ୍ୱାରା ଆପଣ ଙ୍କ ତ୍ଵଚା ରେ ବହୁତ ସୁଧାର ଆସିଥାଏ।ଆପଣ ଶୁଖିଲା ଲଙ୍କା ଗୁଣ୍ଡ ବଦଳ ରେ କଞ୍ଚା ଲଙ୍କା କୁ ବ୍ୟବହାର କରନ୍ତୁ ।
୨)ଓଜନ କମାଇବା ପାଇଁ:-
କଞ୍ଚା ଲଙ୍କା ରେ ଏମିତି ପୋଷାକ ତତ୍ତ୍ୱ ମିଳେ ଯାହାକି ଆମର ହଜମ ଶକ୍ତି କୁ ବହୁତ ଶୀଘ୍ର କରିଥାଏ।ତେଣୁ ଆପଣ ଖାଇବା ପରେ ବହୁତ ପାଣି ପିଅନ୍ତୁ ଏବଂ ଶୁଖିଲା ଲଙ୍କା ବଦଳ ରେ କଞ୍ଚା ଲଙ୍କା ବ୍ୟବହାର କରନ୍ତୁ।ଏବଂ ସବୁ ଜିନିଷ ର ଅଧିକ ମାତ୍ରା ଖରାପ ହୋଇଥାଏ। ଏବେ ମୁ ଆପଣ ଙ୍କୁ କହିଲି ଯେ କଞ୍ଚା ଲଙ୍କା ବହୁତ ଭଲ ଅଟେ ସେଥିପାଇଁ ଆପଣ ଯଦି ପ୍ରତିଦିନ ଏବଂ ଲଗାତର
୧୦ ଦିନ ପର୍ଯ୍ୟନ୍ତ ଖାଇବେ ତେବେ ଏହା ଦ୍ୱାରା ଆପଣ ଙ୍କର କିଛି ଲାଭ ହେବ ନାହିଁ କିନ୍ତୁ ଆପଣ ଙ୍କ ଶରୀର ରେ ଗ୍ୟାସ ର ଅସୁବିଧା ହୋଇଯିବ।ସେଥିପାଇଁ ଆପଣ ଏହାକୁ ସଠିକ ମାତ୍ରା ରେ ଖାନ୍ତୁ।ଏଥିରେ ଭିଟାମିନ ଇ, ଭିଟାମିନ ସି ଏବଂ କାର୍ବୋ ହାଇଡରେଟ
ମଧ୍ୟ ମିଳିଥାଏ।ଏବଂ ଆପଣ ଯଦି କଞ୍ଚା ଲଙ୍କା କୁ ଖାଲି ପେଟ ରେ ସେବନ କରନ୍ତି ତେବେ ଆପଣ ଙ୍କର ଗ୍ୟାସ ମଧ୍ୟ ହୋଇପାରେ।
୩)ଆଖି ର ସୁନ୍ଦରତା ବଢ଼ାଇଥାଏ:-
ଆଖି କୁ ସୁନ୍ଦର ଏବଂ ଚମକଦାର ବନାଇବା ପାଇଁ କଞ୍ଚା ଲଙ୍କା ର ସେବନ କରିବା ନିହାତି ଦରକାର। ଏବଂ ଏଥିରେ ଭିଟାମିନ ଏ ଥାଏ ଯାହାକି ଆମ ଆଖିକୁ ସୁନ୍ଦର କରିବାରେ ବହୁତ ସାହାଯ୍ୟ କରେ।
୪)ମଧୁ ମେହ ରୋଗୀ ଙ୍କ ପାଇଁ :-
କଞ୍ଚା ଲଙ୍କା ରେ ପୋଷକ ତତ୍ତ୍ୱ ମିଳେ ଯାହାକି ରକ୍ତ ରେ ସୁଗାର ର ମାତ୍ରା କୁ ସଠିକ ପରିମାଣ ରେ ରଖେ।ଥାଇରଏଡ ରୋଗୀ ମଧ୍ୟ ଏହା କୁ ସେବନ କରିବା ନିହାତି ଦରକାର।
୫) ରକ୍ତ ଚାପ କୁ ନିୟନ୍ତ୍ରଣ ରେ ରଖେ :-
ଯଦି ଆପଣ ଙ୍କ ରକ୍ତ ଚାପ ବଢ଼ି ଯାଉଛି ଏବଂ ଆପଣ ଙ୍କୁ ଭଲ ଲାଗୁ ନାହିଁ ସେତେବେଳେ ଆପଣ ଙ୍କୁ କଞ୍ଚା ଲଙ୍କା ଖାଇବା ଦ୍ୱାରା ବହୁତ ଭଲ ଲାଗିଥାଏ।